ଭୁବନେଶ୍ବର,୭।୫: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୫୩୦ରେ ପହଞ୍ଚିଛି।
Covid-19 Report For 6th June
New Positive Cases: 13
Of which 0-18 years: 1
In quarantine: 9
Local contacts: 4(Details of local contacts will be shared by concerned District)
1. Balasore: 2
2. Cuttack: 1
3. Khurda: 4
4. Sundargarh: 5
5. State Pool: 1— I & PR Department, Odisha (@IPR_Odisha) June 7, 2022
New recoveries: 8
Cumulative tested: 31822305
Positive: 1288530
Recovered: 1279253
Active cases: 98— I & PR Department, Odisha (@IPR_Odisha) June 7, 2022