Posted inଜାତୀୟ

ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୨୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୩,୧୪,୬୧୮ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୩୭,୭୦,୯୧୩ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୯୦,୭୦୭ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୭,୫୫୬କୁ ବୃଦ୍ଧି ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଗୁପ୍ତଚରୀ, ପୁଟିନ୍‌ଙ୍କ ଯୋଜନାର ହେଉଛି ପର୍ଦ୍ଦାଫାଶ୍‌…

ନ୍ୟୁୟର୍କ/ମସ୍କୋ/କ୍ୱିଭ୍‌, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଗୁପ୍ତଚରୀ ମହକାଶରୁ କରାଯାଉଛି। ସାଟେଲାଇଟ୍‌ ଦ୍ୱାରା ଫଟୋ ଏବଂ ଭିଡ଼ିଓ ରେକର୍ଡିଂ...

ଦିଲ୍ଲୀର ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ: ଫସିଛନ୍ତି ବହୁ ଲୋକ

ନୂଆଦିଲ୍ଲୀ,୨।୧: ଦିଲ୍ଲୀର ପିରାଗାହୀ ଅଞ୍ଚଳରେ ଥିବା ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଗୁରୁବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆଁ ଯୋଗୁ ଫ୍ୟାକ୍ଟ୍ରିରେ ଥିବା ବ୍ୟାଟେରୀ...

ଶ୍ରେଣୀଗୃହରେ ଛତା ଧରି ବସିବାକୁ ବାଧ୍ୟ ହେଉଛନ୍ତି ଛାତ୍ରୀଛାତ୍ର

ଘୋରାବନ୍ଧ,୭।୯: ଝାଡଖଣ୍ଡ ଘୋରାବନ୍ଧ ଜିଲାରେ ଏକ ସରକାରୀ ସ୍କୁଲରେ ପିଲାମାନେ ଛତାଧରି ବସିବାକୁ ବାଧ୍ୟ ହେଉଛନ୍ତି। ମୁରେଠାକୁରା ଗାଁରେ ଥିବା ଏହି ସ୍କୁଲରେ ବର୍ଷାହେଲେ ପାଣି...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

୨୪ ଘଣ୍ଟାରେ ଦେଶରେ ୧୫,୯୬୮ ଆକ୍ରାନ୍ତ, ୪୬୫ ମୃତ

ନୂଆଦିଲ୍ଲୀ,୨୪।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୯୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ମାଓବାଦୀଙ୍କ ବୈଠକ ଯୋଗୁ ଗାଁରେ ବ୍ୟାପୁଛି କରୋନା ମହାମାରୀ ସଂକ୍ରମଣ…

ରାୟପୁର/ସୁକମା,୨୯।୫: ଛତିଶଗଡ଼ରେ ମାଓବାଦୀଙ୍କ ବୈଠକ ଯୋଗୁ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁଗୁଡ଼ିକରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ସୁକମା ଅଞ୍ଚଳରେ ଥିବା ଆଦିବାସୀ ଗାଁ...

ରାଜଧାନୀରେ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ,୧୦।୧: ରାଜଧାନୀ ଦିଲ୍ଲୀରେ କରୋନା ସହ ଏହାର ପୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବ୍ୟାପିବାରେ ଲାଗିଛି। ସୋମବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ)ର ଏକ...

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁବାଷ ସିଂହ

ପାଟନା,୧୬।୮: ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏକ ଅଘଟଣ ଘଟିଛି। ବିହାର ସରକାରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭାଜପା ବିଧାୟକ ସୁବାଷ ସିଂହଙ୍କ ପରଲୋକ...

Advertisement
Archives

Model This Week