Posted inଜାତୀୟ

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୦୯୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୩୯,୨୦,୪୫୧ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୩୯,୦୬,୯୭୨ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୪୯,୬୩୬ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୮,୧୨୧କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କୁ ଇସ୍ରାଏଲ-ଇରାନ ଯିବା ମନା

ନୂଆଦିଲ୍ଲୀ,୧୨।୪: ଭାରତୀୟଙ୍କୁ ଇସ୍ରାଏଲ ଓ ଇରାନ ଗସ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଆଜି ସରକାର ଗୋଟିଏ ନୋଟିସ ଜାରି କହିଛନ୍ତି, ପରବର୍ତ୍ତୀ...

ଦ୍ରାବିଡିୟନ ରାଜନୀତିରେ ଆସ୍ଥାର ତଡକା ଲାଗଉଛି ଭାଜପା

ନୂଆଦିଲ୍ଲୀ,୧୨।୪: ଲୋକ ସଭା ନିର୍ବାଚନ ୨୦୨୪ଅନେକ କାରଣରୁ ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏଥର ଭାଜପା ଦକ୍ଷିଣ ଦୁର୍ଗରେ ପତାକା ଉଡାିବାକୁ ଚେଷ୍ଟା କରୁଛି। ରାଜନୈତିକ ବିଶ୍ଳେଷକମାନେ...

ବିରୋଧି କେବଳ ଡରାଉଥିଲେ, ଦଙ୍ଗା କରୁଥିଲେ ଗୁଣ୍ଡାରାଜ ଚଳାଇଥିଲେ, ମୁରାଦାବାଦରେ ଗର୍ଜିଲେ ଶାହା

ମୁରାଦାବାଦ,୧୨।୪: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଉତ୍ତରପ୍ରଦେଶର ମୁରଦାବାଦରେ ଏକ ନିର୍ବାଚନ ରାଲିରେ...

କାରରୁ ମିଳିଲା ୨୨ ଲକ୍ଷ ଟଙ୍କା କେହି ନାହାନ୍ତି ଦାବିଦାର

ନୂଆଦିଲ୍ଲୀ,୧୨।୪: ଉତ୍ତରପ୍ରଦେଶ ପୋଲିସ ବ୍ୟାରିକେଡ ସ୍ଥାପନ କରି ଲଗାତାର ତଦନ୍ତ କରୁଛି। ଏହି ସମୟରେ ଦିଲ୍ଲୀର ନମ୍ବର ଥିବା ଏକ ଟାଟା ପଞ୍ଚ କାର ପହଞ୍ଚିଥିଲା।...

ହିମାଚଳକୁ ମାଡି ଆସୁଛି ବିପଦ

ଶିମଲା,୧୨।୪: ପୁଣିଥରେ ହିମାଚଳ ପ୍ରଦେଶକୁ ମାଡି ଆସୁଛି ବିପଦ। ଏଠାରେ ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁମାନ କରିଛି...

ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍‌ କମ୍ପାନୀ ଛାଡିଦେଇଥିଲେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁଦଳ ଏବେ ନିର୍ବାଚନୀ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ଗ୍ରାଉଣ୍ଡ ଲେଭଲରୁ ଦଳୀୟ କର୍ମୀଙ୍କ ଠାରୁ କୁଜି ନେତା ଯାଏଁ...

ବରୁଣଙ୍କ ଗଡରେ ଗର୍ଜିଲେ ଅଖିଳେଶ

ପିଲଭିତ,୧୨।୪: ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ପୁରାଣପୁରରେ ନିର୍ବାଚନ ରାଲିରେ ଯୋଗ ଦେଇ ଭାଜପା...

ଭାଜପା ରାଜରେ ୧ ଲକ୍ଷ କୃଷକ କରିଛନ୍ତି ଆତ୍ମହତ୍ୟା, ପ୍ରିୟଙ୍କା କହିଲେ କଂଗ୍ରେସ ସରକାର ଗଢିଲେ…

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷକ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କା କହିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ଏନଡିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri