Posted inଜାତୀୟ

ବିଦ୍ରୋହୀ ନେତାଙ୍କ ପ୍ରତି କଂଗ୍ରେସ ସାବଧାନ, ସଦସ୍ୟତା ପତ୍ରରେ ସତ୍ୟପାଠ ସାମିଲ…

ନୂଆଦିଲ୍ଲୀ,୨୫।୧୦: ଦଳରେ ବଢୁଥିବା ବିଦ୍ରେରାହୀ ନେତାଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ନେତାଙ୍କ ପ୍ରତି ସାବଧାନ ରହିବା ଲାଗି ଦଳର ସଦସ୍ୟତା ପତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ସାର୍ବଜନୀକ ମଞ୍ଚରେ ଦଳ ବିରୋଧରେ କୌଣସି ମନ୍ତବ୍ୟ ପ୍ରଦାନ ଅବା ଦଳୀୟ ନୀତି ଏବଂ କାର୍ଯ୍ୟକ୍ରମକୁ ସମାଲୋଚନା ନ କରିବାକୁ ଏଣିକି ସତ୍ୟପାଠ ଦାଖଲ କରିବାକୁ ପଡ଼ିବ।

ଦଳର ସଦସ୍ୟତା ପତ୍ରରେ ଏନେଇ କେତେକ ସଂଶୋଧନ କରାଯାଇଛି। କଂଗ୍ରେସ ପକ୍ଷରୁ ୨୦୨୨ ମାର୍ଚ୍ଚ ୩୧ଠାରୁ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। ସଦସ୍ୟତା ଗ୍ରହଣ କରିଥିବା କୌଣସି ବ୍ୟକ୍ତି ଆଇନଗତ ସୀମାଠାରୁ ଅଧିକ ସମ୍ପତ୍ତି ରଖିପାରିବେ ନାହିଁ ବୋଲି ଆବେଦନ ପତ୍ରରେ ଏକ ସର୍ତ୍ତକୁ ସାମିଲ କରାଯାଇଛି।

ଦଳରେ ଜି-୨୩ ଅସନ୍ତୁଷ୍ଟ ନେତାଙ୍କ ଦଳ ବିରୋଧୀ କାର୍ଯ୍ୟକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇ କମାଣ୍ଡ ଏଭଳି ସର୍ତ୍ତକୁ tସଦସ୍ୟତା ପତ୍ରରେ ଅନ୍ତର୍ଭୁକ୍ତ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାୱତ

ଡେରାଡୁନ,୧୦।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ। ବୁଦବାର ଅପରାହ୍ନ ୪ଟା ବେଳେ ରାଜଭବନରେ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ...

ଦ୍ୱିତୀୟଥର ବିବାହ କରିବେ ଆଇଏଏସ୍‌ ଟପ୍ପର ଟିନା ଡାବି

ନୂଆଦିଲ୍ଲୀ,୨୯।୩: ୨୦୧୫ର ସିଭିଲ ସର୍ଭିସରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଟିନା ଡାବି ଦ୍ୱିତୀୟଥର ବିବାହ କରିବାକୁ ଯାଉଛନ୍ତି। ନିକଟରେ ୨୦୧୩ ବ୍ୟାଚ ଆଇଏଏସ୍‌...

୨ ବର୍ଷର କମ୍‌ ଶିଶୁଙ୍କୁ ଫଳ ରସ ଦେଉଛନ୍ତି କି, ତାହେଲେ ହୋଇଯାଆନ୍ତୁ ସାବଧାନ

ଫଳ ରସ ପିଇବା ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃ୍‌ଦ୍ଧ ଯାଏଁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାଦ୍ୱାରା ଜରୁରୀ ପୋଷକ ତତ୍ତ୍ୱ ମିଳିବା ସହ...

କୋଲକାତା ପହଞ୍ଚିଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୬ ।୭: ପଶ୍ଚିମ ବଙ୍ଗର ଶିକ୍ଷକ ଭ୍‌ର୍ତି ମାମଲାରେ ଘୋଟାଲା ଅଭିଯୋଗର ଅଭିଯୁକ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମଙ୍ଗଳବାର ଟିମ ଭୁବନେଶ୍ୱରରୁ କୋଲକତା...

ପୋଲିସ ଭୟରେ ଆତ୍ମସମର୍ପଣ କଲେ ଅପରାଧି

ବୁଲନ୍ଦସହର,୩।୮: ଉତ୍ତର ପ୍ରଦେଶ ବୁଲନ୍ଦସହରର ଜଣେ ଅପରାଧି ପୋଲିସ ଭୟରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି। ଅନିଲ ନାମକ ଏହି ଅପରାଧିଙ୍କ ଉପରେ ପୋଲିସ ୧୦...

ଡବ୍ଲ୍ୟୁଏଚଓ ରିପୋର୍ଟ ଯାଞ୍ଚ୍‌ ପାଇଁ କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ,୧୨।୧୦: ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ କୋଲ୍ଡ ସିରପ ଯୋଗୁ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାର ସମ୍ପୂର୍ଣ୍ଣ...

ପିଠିରେ ଛୁରୀ ମାରୁଥିବା ଲୋକ ଆମର ‘ଗୁରୁ’ ହୋଇପାରିବେନି: ଶିବସେନା

ମୁମ୍ବାଇ,୨୧ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗିତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିଜର...

Advertisement
Archives

Model This Week