ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଗୋଡରେ ଜଣେ ଯୁବକ ସ୍କେଟିଂ କରୁଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ଦୁଇ ହାତରେ ୨ଟି ଷ୍ଟିକ ଧରି ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି। ସ୍କେଟିଂ ସମୟରେ ମଧ୍ୟ ଯୁବକ ଜଣକ ଲମ୍ଫ ପ୍ରଦାନ କରୁଥିବା ଦେଖାଯାଇଛି। ଗୋଟିଏ ଗୋଡ ନ ଥାଇ ମଧ୍ୟ ଯୁବକ ଜଣକ ନିଜର ଭିତରେ ଥିବା ଅନ୍ତନିର୍ହିତ ଗୁଣକୁ ପ୍ରଦର୍ଶିତ କରିଛନ୍ତି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଛି କଥା ପ୍ରତି ଧ୍ୟାନଦେଲେ ନବଦମ୍ପତିଙ୍କ ସମ୍ପର୍କ ହୋଇଥାଏ ମଧୁର

ଏବେ ବିବାହ ଋତୁ ଚାଲିଥିବା ବେଳେ ନବଦମ୍ପତି ସେମାନଙ୍କ ସମ୍ପର୍କ କେମିତି ରହିବ ସେନେଇ ଚିନ୍ତିତ ଥା’ନ୍ତି। କିନ୍ତୁ ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ କେତେକ କଥା...

ଝରାଫୁଲଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟୁନି: ଅଭିଯୁକ୍ତ ଶକ୍ତି ଶେଖରଙ୍କ ସୁରାକ ପାଉନି ପୋଲିସ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଦିନକୁ ଦିନ ଆହୁରି ରହସ୍ୟ ଘେରକୁ ଚାଲିଯାଉଛି। ଘଟଣାର ୧୮ ଦିନ ବିତିଯାଇଥିଲେ...

ଖୁବ୍‌ଶୀଘ୍ର ବିଜେଡି ସାଙ୍ଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଖୁବ୍‌ଶୀଘ୍ର ୩୩ ସାଙ୍ଗଠନିକ ଜିଲା ପାଇଁ ସଭାପତି ଘୋଷଣା କରାଯିବ। ଏନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଥିବା ଜଣାପଡିଛି।...

ସିଧା ପ୍ରସାରଣ ସମୟରେ ଖସି ପଡିଲା ମହିଳା ଆଙ୍କରଙ୍କ ଦାନ୍ତ

କ୍ୱିଭ,୧୮।୭: ୟୁକ୍ରେନର ଜଣେ ଟେଲିଭିଜନ ନ୍ୟୁଜ ଆଙ୍କର ମରିକା ପଡଲ୍କୋ ସମାଚାର ପଢିବା ସମୟରେ ହଠାତ୍‌ ତାଙ୍କର ଏକ ଦାନ୍ତ ଖସି ପଡିଥିଲା। ହେଲେ ସେ...

ମୁଖ୍ୟମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା: ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୫ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟତଃ ବାହାରୁ...

ଆଖୁ ଚୋପରୁ ତିଆରି ହେଉଛି ମାସ୍କ: ୩୦ ଥର ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧୯।୭: କରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟବଜ୍ଞାନୀ ଓ ଡାକ୍ତର। କରୋନା ଭଳି ଏକ ଅଦୃଶ୍ୟ ମହାମାରୀ ସହ ଲଢିବାକୁ...

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୪ ଜଣଙ୍କ ଜୀବନ ଯାଇଛି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ବ୍ୟାଙ୍କରୁ ଚୋରି ଉଦ୍ୟମ: ଜଣେ ଅଟକ: ଗ୍ରୀଲ୍‌ ତାଡ଼ିଲେ, ତାଲା ଭାଙ୍ଗି ପଶିଲେ

କଟକ ଅଫିସ, ୨୯ା୬: ମଙ୍ଗଳାବାଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୁର ଗୋପାଳସାହି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଶୁକ୍ରବାର...

Advertisement
Archives

Model This Week