କମେଡି କୁଇନ୍‌ଙ୍କ ଡବଲ ଖୁସି

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂଙ୍କ ପାଇଁ ଡବଲ ଖୁସି। ଆଜି ଅର୍ଥାତ୍‌ ଜୁଲାଇ ୩ରେ ତାଙ୍କ ପୁଅ ଗୋଲାଙ୍କୁ ୩ ମାସ ହୋଇଥିବା ବେଳେ ଭାରତୀଙ୍କୁ ୩୮ ବର୍ଷ ହୋଇଛି। ଭାରତୀ ପୁଅ ଗୋଲା ଏବଂ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିବେ।
ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୁଅ ଗୋଲାଙ୍କର ଦୁଇଟି ଭିଡିଓ ଶେୟାର କରି ଆଜି ୩ ମାସ ହୋଇଥିବା ଲେଖିଛନ୍ତି।

ଭିଡିଓରେ ଭାରତୀ ବେବି ଷ୍ଟ୍ରୋଲରରେ ପୁଅକୁ ଜନ୍ମଦିନର ଶୁଭକାମନା ଜଣାଇଥିବା ଦେଖିବାକୁ ମିଳିଛି। ଆଉ ଗୋଟିଏ ଭିଡିଓରେ ପୁଅର ଚେହେରାକୁ ଲୁଚାଇ ରଖିଛନ୍ତି। ଏଥିରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍‌ ‘ନନି ତେରୀ ମୋର୍ନି କୋ’ ବାଜୁଛି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ୩ ମାସ ଗୋଲା। ଭାରତୀ ଶେୟାର କରିଥିବା ପୁଅର ଫଟୋ ଏବଂ ଭିଡିଓ ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷରେ ସୁଭାଷ ଘାଇ: ଅଭିନେତା ହେବାକୁ ଆସି ପାଲଟି ଗଲେ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌କୁ ଅଭିନେତା ହେବା ପାଇଁ ଆସି ଶେଷରେ ସୁଭାଷ ଘାଇ ପାଲଟି ଥିଲେ ନିର୍ଦ୍ଦେଶକ। ଶୁକ୍ରବାର ସେ ୭୫ତମ ଜନ୍ମ ଦିନ ପାଳନ କରୁଛନ୍ତି।...

ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ୍‌ ତାରିଖ

ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ରିଲିଜ ତାରିଖକୁ ନିର୍ମାତା ବଦଳାଇ ଦେଇଛନ୍ତି। ଫିଲ୍ମଟି ୧୪ ଏପ୍ରିଲରେ ରିଲିଜ୍‌ ହେବାର ଥିଲା କିନ୍ତୁ ବର୍ତ୍ତମାନ...

ସ୍ବାମୀଙ୍କ ସହ ପ୍ରିୟଙ୍କାଙ୍କ ରୋମାଣ୍ଟିକ୍‌ ହୋଲି

ବମ୍ବେ: ଆଜି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ସାରା ଦେଶ ଉତ୍ସବମୁଖର। ସାଧାରଣ ଜନତାଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ନିଜର ପ୍ରିୟଜନମାନଙ୍କୁ...

କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା

ମୁମ୍ବାଇ: ବେଶ୍‌ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍‌...

ଶହୀଦ ସେନାଙ୍କ ଉଦ୍ଦେଶ୍ୟରେ ସଂସ୍କୃତରେ ଶ୍ଳୋକ ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ଭାରତ-ଚାଇନା ସୀମା ବିବାଦକୁ ନେଇ ଲଦ୍ଦାଖର ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ୨୦ ସେନାଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ବଲିଉଡ୍‌ ସେଲିବ୍ରିଟି ଅକ୍ଷୟ...

କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ...

ବିବାଦରେ କମେଡି କୁଇନ୍‌

ଅଢୁଆରେ କମେଡି କୁଇନ୍‌ ଭାରତୀ ସିଂହ। ଜୋକ କରିବା ତାଙ୍କୁ ମହଙ୍ଗା ପଡିଛି। ଦାଢି ନିଶକୁ ନେଇ କମେଡି କରିବାରୁ ବିବାଦ ସୃଷ୍ଟି ହୋଇଛି। ନିକଟରେ...

ଦର୍ଶକଙ୍କୁ ନିରାଶ କଲା ପ୍ରଭାସଙ୍କ ‘ସାହୋ’

ମୁମ୍ବାଇ: ଚଳଚ୍ଚିତ୍ର ବାହୁବଲୀର ସଫଳତା ପରେ ସୁପରଷ୍ଟାର ପ୍ରଭାସଙ୍କଠାରୁ ଅନେକ କିଛି ଆଶା କରୁଥିଲେ ଦର୍ଶକ। ଶୁକ୍ରବାର ‘ସାହୋ’ ରିଲିଜକୁ ନେଇ ମଧ୍ୟ ଅନେକ ଉତ୍କଣ୍ଠା...

Advertisement
Archives

Model This Week