ଧରିତ୍ରୀ ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରଠାରେ ଯୁବ ସମ୍ମିଳନୀ(ୟୁଥ୍ କନ୍କ୍ଲେଭ) ଅନୁଷ୍ଠିତ ହେବାକୁ ଯାଉଛି। ‘କ୍ଲାଇମେଟ୍ ଚେଞ୍ଜ: ଦି ପାଓ୍ବାର ଅଫ୍ ୟୁଥ୍’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ରାଜ୍ୟର ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନର ବହୁ ଯୁବ ବକ୍ତା ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ୟାକୁ କିପରି ସେମାନେ ଦେଖୁଛନ୍ତି ସେନେଇ ବକ୍ତବ୍ୟ ରଖିବେ। ସେହି ଯୁବବକ୍ତାଙ୍କ ସମ୍ପର୍କରେ କିଛି…









