Posted inVideo

Cine Jhalak – Another video of Ranu Mondal goes viral | ରାନୁଙ୍କ ଆଉ ଏକ ଭି଼ଡିଓ ଭାଇରାଲ

Featured Video Play Icon

In this brand new episode of Cine Jhalak, DharitriLive brings to you the top celebrity newsmakers of the week. Do watch the video to know how Shahrukh Khan proved he was a real ‘Dilwale’, another video of internet sensation Ranu Mondal goes viral, upcoming movie of Deepika Padukone, Ekta Kapoor’s next movie, holiday destination of Alia-Ranbir and the response of audience to Chulbul Pandey’s Dabangg 3.

ସିନେ ଝଲକର ଫ୍ରେସ ଏପିସୋଡରେ ଦେଖିବା କେତେ ଦିଲୱାଲେ ସାହାରୁଖ ଖାନ୍ । ରାନୁ ମଣ୍ଡଳଙ୍କ କେଉଁ ଗୀତ ସୋସିଆଲ ମିଡିଆରେ ହେଲା ଭାଇରାଲ । ଦୀପିକା ତାଙ୍କ ଅପକମିଂ ଫିଲ୍ମରେ କେଉଁ ଭୂମିକାରେ ନଜର ଆସିବେ । ଟ୍ରେଲରରେ ଚୁଲବୁଲ ପାଣ୍ଡେଙ୍କୁ ଦର୍ଶକଙ୍କ କେମିତି ମିଳୁଛି ରେସପନ୍ସ । କେଉଁଠି ଛୁଟି କାଟିଲେ ରଣବୀର ଓ ଆଲିଆ , ଏକତାଙ୍କ ବାୟୋପିକରେ କିଏ ଆସିବେ ନଜର ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ପ୍ରଦୂଷଣର ବିଷ ଗର୍ଭରେ ମହାନଦୀ

ଓଡ଼ିଶାର ଜୀବନ ରେଖା ‘ମହାନଦୀ’। ବିଷାକ୍ତ ହେବାରେ ଲାଗିଛି ରାଜ୍ୟର ପଶ୍ଚିମରୁ ପୂର୍ବକୁ ଲମ୍ବିଥିବା ଜୀବନରେଖା । ଚାରିଆଡ଼େ ଖାଲି ପ୍ରଦୂଷଣ… ପ୍ରଦୂଷଣ… ଆଉ ପ୍ରଦୂଷଣ...

Featured Video Play Icon

Video: ଶହେ ଥର ଯିବ ଗଙ୍ଗା ଥରେ ଯିବ ଚନ୍ଦ୍ରଭାଗା

ପୁରୀ,୧୬।୨: ଶୁକ୍ରବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଛି ଶ୍ରଦ୍ଧାଳୁଙ୍କ ବୁଡ। ସୂର୍ଯ୍ୟ...

Featured Video Play Icon

ଲକ୍ଷ୍ମୀ ବସରେ ରହିଛି ଏହି ସୁବିଧା

ରାୟଗଡା ଜିଲାରେ ଗ୍ରାମାଞ୍ଚଳ ପରିବହନ ସେବାକୁ ସମୃଦ୍ଧ କରିଛି ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା । ଯେଉଁଥିରେ ଉପକୃତ ହେଉଛନ୍ତି ଜିଲାର ୧୧ ବ୍ଲକର...

Featured Video Play Icon

ବାଲିରେ ବଡସିଂହାର ବେଶ

ନବବର୍ଷ ୨୦୨୪ ଅବସରରେ ପୁରୀ ବେଳାଭୂମିରେ ଜଗନ୍ନାଥ ମହାପ୍ରଭୁଙ୍କ ବାଲୁକାକଳା ମାଧ୍ୟମରେ ଵଡସିଂହାର ବେଶ। ଏହି ବାଲୁକାକଳାକୃତିକୁ ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ...

Featured Video Play Icon

ଶୀତବସ୍ତ୍ର ବଜାରରେ ଲାଗିଛି ଭିଡ

ରାଜ୍ୟରେ ଏବେ ତାପମାତ୍ରା କମୁଛି। ଶୀତ ଯେତେ ବଢୁଛି ଶୀତବସ୍ତ୍ର ବଜାରରେ ଭିଡ ସେତେ ବଢୁଛି। ଦେଖନ୍ତୁ ଭୁବନେଶ୍ୱର ଶୀତ ବସ୍ତ୍ର ବଜାରରେ କ’ଣ ସବୁ...

Featured Video Play Icon

ଲିକୁଇଡ ଚାହା ପିଇଲେ କ୍ଷୀର ଚାହା ଭୁଲିଯିବେ | ‘Liquid tea’ beats ‘milk tea’

ଲିକୁଇଡ ଚାହା ପିଇଲେ କ୍ଷୀର ଚାହା ଭୁଲିଯିବେ । ଷୋଡଶ ରାଜ୍ୟସ୍ତରୀୟ କଳିଙ୍ଗ ହରବାଲ ମେଳାରେ ମିଳୁଛି ଏହି ଲିକୁଇଡ ଚାହା । ପାଟିକୁ ସ୍ୱାଦ...

Featured Video Play Icon

ଛୋଟ ବେଳେ ମୁଁ ଧରିତ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲି

ମୁଁ ଛୋଟ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀ ମୋତେ ଧରିତ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ

Featured Video Play Icon

‘ସକାଳୁ ଉଠୁ ଉଠୁ ଆଗ ଧରିତ୍ରୀ ପଢୁ’ – ଅଶ୍ୱିନୀ

‘ମୁଁ ଅପେକ୍ଷା କରିଥାଏ ସିନେମା ଫର୍ଦ୍ଧକୁ। କ’ଣ ସବୁ ନୂଆ ସିନେମା ଆସୁଛି ତାକୁ ଦେଖୁ।’ ବୋଲି କହିବା ସହ ଧରିତ୍ରୀର ୫୦ ବର୍ଷ ପୂର୍ତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri