ଗେଲ୍‌ଙ୍କୁ ଜରିମାନା

ଆବୁଧାବି: ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଏଠାରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ କିଙ୍ଗ୍ସ ଇଲେଭେନ ପଞ୍ଜାବ ମ୍ୟାଚରେ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣବିଧି ଉଲ୍ଲଂଘନ କରିଥିଲେ। ଆଇପିଏଲ୍‌ ପକ୍ଷରୁ କିନ୍ତୁ ଦଣ୍ଡବିଧାନର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। କିନ୍ତୁ ଶୁକ୍ରବାର ରାତିରେ ଶେଖ ଜାୟେଦ ଷ୍ଟାଡିୟମରେ ୯୯ରନ କରି ଆଉଟ ହେବା ପରେ ଜାମାଇକାର ଏହି କ୍ରିକେଟର ବିରକ୍ତି ପ୍ରକାଶ କରି ତାଙ୍କ ବ୍ୟାଟ୍‌କୁ ଫିଙ୍ଗି ଦେଇଥବାରୁ ତାଙ୍କୁ ଜରିମାନା କରାଯାଇଥିବା କୁହାଯାଉଛି। କିଙ୍ଗ୍ସ ଇଲେଭେନ ପଞ୍ଜାବ ବ୍ୟାଟ୍ସମ୍ୟାନ ତାଙ୍କ ଭୁଲ୍‌ ସ୍ବୀକାର କରିଛନ୍ତି ଏବଂ ଦଣ୍ଡକୁ ଗ୍ରହଣ କରିଛନ୍ତି। ୪୧ ବର୍ଷୀୟ ଗେଲ୍‌ ଏହି ମ୍ୟାଚରେ ୮ ଛକା ଓ ୬ ଚୌକା ଲଗାଇଥିଲେ। ମାତ୍ର ଏକ ରନ ପାଇଁ ସେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ ମଧ୍ୟ ଟି୨୦ କ୍ରିକେଟରେ ୧୦୦୦ ଛକା ମାରିବାରେ ପ୍ରଥମ ଖେଳାଳି ବିବଚେିତ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ବିକୁଛନ୍ତି ଏହି କ୍ରିକେଟ୍‌ର

ସୌରଭ ଗାଙ୍ଗୁଲିଙ୍କ ପରି ଖେଳାଳିଙ୍କ ସାମ୍ନାରେ ତାଙ୍କ ବୋଲିଂର ଶକ୍ତି ଦେଖାଇବା ପରେ ଯେକୌଣସି ବୋଲର ଆଗକୁ ଯିବାକୁ ସ୍ବପ୍ନ ଦେଖନ୍ତି। କିନ୍ତୁ ଏମିତି ଜଣେ...

ସମୁଦ୍ରକୂଳରେ ଜବରଦସ୍ତ ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌ଙ୍କ ପ୍ରେମିକା

କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ୨୦୨୦ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଖେଳାଳି ସେମାନଙ୍କ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି। ତଥାପି,...

ଥିମ୍‌ଙ୍କ ପ୍ରତିଶୋଧ

୨୦୧୮ ଓ ୨୦୧୯ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ଡୋମିନିକ୍‌ ଥିମ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ତେବେ ଚଳିତ ଅଷ୍ଟ୍ରେଲିଆନ ଓପନରେ...

ଶୀତଦିନେ ଆୟୋଜନ ହେବ ଫିଫା ବିଶ୍ୱକପ

ଦୋହା,୫।୯(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଶୀତଦିନରେ ଆୟୋଜନ ହେବା ନେଇ ପ୍ରାକ୍‌ ସୂଚନା ମିଳିଛି। ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନରୁ ଏହା ଜଣାପଡୁଛି। କାତାରରେ ଏହି ବିଶ୍ୱକପ୍‌...

ପାକିସ୍ତାନରେ ଆରମ୍ଭ ହେବ ପିଏସ୍‌ଏଲ-୫

କରାଚୀ,୧୯।୨(ଏଏଫ୍‌ପି)- ଦେଶର କ୍ରିକେଟ ପ୍ରେମୀମାନେ ପ୍ରଥମ ଥର ପାଇଁ ପାକିସ୍ତାନରେ ପିଏସ୍‌ଏଲ (ପାକିସ୍ତାନ ସୁପର ଲିଗ୍‌) ଉପଭୋଗ କରିବାକୁ ଯାଉଛନ୍ତି। ଦୀର୍ଘ ଏକ ମାସ ଧରି...

ଲି ଜିତିଲେ ହଂକଂ ଟାଇଟଲ

ହଂକଂ, ୧୭ା୧୧ (ଏଏଫ୍‌ପି)- ସ୍ଥାନୀୟ ଫେଭରାଇଟ୍‌ ଲି ଚିଉକ୍‌ ୟୁ ହଂକଂ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ରବିବାର ଅନୁଷ୍ଠିତ ରୋମାଞ୍ଚକ ଫାଇନାଲରେ ସେ ଇଣ୍ଡୋନେସିଆର...

ଗିରୋ ଡି’ ଇଟାଲିଆ: ଲୋରେଞ୍ଜୋ ୧୪ତମ ଷ୍ଟେଜ୍‌ ବିଜେତା

ରୋମ୍‌, ୨୪ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୪ତମ ଷ୍ଟେଜ୍‌ରେ ଇଟାଲିର ଲୋରେଞ୍ଜୋ ଫର୍ଟୁନାଟୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ହେଉଛି ତାଙ୍କ...

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ...

Advertisement
Archives

Model This Week