Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ ରଖିବା ପାଇଁ ଚାଣକ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କଥାକୁ ସ୍ତ୍ରୀଙ୍କ ଆଗରେ ପ୍ରକାଶ ନ କରି ଗୋପନ ରଖିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତୁ ଜାଣିବା ସେହି ୫ ଗୋପନ କଥା…

Oriya (Odiya) Hindu Wedding - Rituals, Customs, Dresses, Food

ଆୟ:
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଆପଣଙ୍କର ସମ୍ପୂର୍ଣ୍ଣ ଆୟ ତେବେ ସ୍ତ୍ରୀଙ୍କ ଆଗରେ ପ୍ରକାଶ କରିବା ଉଚିତ୍‌ ନୁହେଁ, କାରଣ ଏହା କେତେକ ସମୟରେ ଅଯଥା ଖର୍ଚ୍ଚ କିମ୍ବା ବଜେଟ୍‌ ଅସନ୍ତୁଳନ ସୃଷ୍ଟି କରିପାରେ।

ଦୁର୍ବଳତା:
ଆପଣଙ୍କର ସବୁଠାରୁ ବଡ଼ ଦୁର୍ବଳତା କିମ୍ବା ଭୟ ସ୍ତ୍ରୀଙ୍କ ଆଗରେ ପ୍ରକାଶ କରିବା ଉଚିତ୍‌ ନୁହେଁ, କାରଣ ଏହା ଭବିଷ୍ୟତର ଯୁକ୍ତିତର୍କ ସମୟରେ ଆପଣଙ୍କର ସ୍ଥିତିକୁ ଦୁର୍ବଳ କରିବା ପାଇଁ ବ୍ୟବହାର କରାଯାଇପାରେ।

What are the Procedures of a Traditional Oriya Wedding? – Matchmaking, Matrimony & Matrimonial Site

ଅପମାନ:
ଯଦି ଆପଣ କେବେ ସମାଜରେ କିମ୍ବା କାର୍ଯ୍ୟସ୍ଥଳରେ ଅପମାନିତ ହୋଇଛନ୍ତି, ତେବେ ଆପଣ ଏହାକୁ ଆପଣଙ୍କ ସ୍ତ୍ରୀଙ୍କ ନିକଟରେ କହିବା ଉଚିତ୍‌ ନୁହେଁ। କାରଣ ଏହା ତାଙ୍କ ମନୋବଳକୁ ହ୍ରାସ କରିପାରେ କିମ୍ବା ଭବିଷ୍ୟତରେ ଅପମାନିତ ହେବାର ସମ୍ଭାବନା ମଧ୍ୟ ରହିଥାଏ।

ଗୁପ୍ତ ଦାନ କିମ୍ବା ଧାର୍ମିକ କାର୍ଯ୍ୟ:
ଚାଣକ୍ୟ ନୀତି ଅନୁସାରେ, ଦାନ କିମ୍ବା ପୁଣ୍ୟ କାର୍ଯ୍ୟ ସଦାସର୍ବଦା ଗୋପନୀୟ ହେବା ଆବଶ୍ୟକ। ଏହା ମଧ୍ୟ ସ୍ତ୍ରୀଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

The Nitty-Gritty's of Utkala Brahmin Wedding Ceremony in Orissa | stylishbrides

ଅତୀତର ପ୍ରେମ ସମ୍ପର୍କ:
ବିବାହ ପୂର୍ବର କୌଣସି ଅତୀତର ପ୍ରେମ ସମ୍ପର୍କ କିମ୍ବା ବ୍ୟକ୍ତିଗତ କଥା ବିଷୟରେ ସ୍ତ୍ରୀଙ୍କ ଆଗରେ ପ୍ରକାଶ କରିବା ଉଚିତ୍‌ ନୁହେଁ। ଅତୀତର ସମ୍ପର୍କ ବିଷୟରେ କହିବା ଦ୍ୱାରା ବର୍ତ୍ତମାନର ବୈବାହିକ ଜୀବନରେ ସନ୍ଦେହ, ଅବିଶ୍ୱାସ, ଏବଂ ମାନସିକ ଅସୁରକ୍ଷିତତା ବୃଦ୍ଧି ପାଇଥାଏ, ଯାହା ଦମ୍ପତିଙ୍କ ମଧ୍ୟରେ ଫାଟ ସୃଷ୍ଟି କରିପାରେ।

Chanakya: The Indian economy savant who first spelt out wealth as the root of power | Mint

ଜୀବନରେ ଶାନ୍ତି, ସଫଳତା ଏବଂ ସୁରକ୍ଷା ବଜାୟ ରଖିବାକୁ ହେଲେ ଚାଣକ୍ୟଙ୍କ ଏହି ୫ କଥାକୁ ସଦାସର୍ବଦା ଗୋପନ ରଖିବା ଜରୁରୀ। ନିଜ କଥାରେ ନିୟନ୍ତ୍ରଣ ରଖିବାହିଁ ଜଣେ ବୁଦ୍ଧିମାନ ବ୍ୟକ୍ତିର ପ୍ରକୃତ ପରିଚୟ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?