ଏହି ୪ ସ୍ଥାନରେ ଦାନ କଲେ ହୋଇଯିବେ ମାଲାମାଲ, ସାତ ପିଢ଼ି ବି କରିବେ ରାଜ୍, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…
ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଏବଂ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ସେ ଜୀବନରେ ସଫଳତା ପାଇବାର ଅନେକ ଗୁପ୍ତ ଉପାୟ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ବିଶ୍ୱାସ କରୁଥିଲେ ଯେ, ଜଣେ ବ୍ୟକ୍ତିଙ୍କ…
ଲଗାତର ବିଫଳତାରେ ଧୈର୍ଯ୍ୟହରା ହେଉଛନ୍ତି କି? ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାକୁ ରଖନ୍ତୁ ଧ୍ୟାନ, ସଫଳତାର ଶିଖରରେ ପହଞ୍ଚିପାରିବ
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସମସ୍ତେ ସଫଳତା ପାଇପାରିବେ। ଜୀବନରେ ସମସ୍ତେ ସଫଳତା ପାଇଁ ଧାଁ ଧୌଡ଼ କରନ୍ତି। ଏହି ସମୟ ମଧ୍ୟରେ କିଛି ଲୋକ ଆଗକୁ ବଢ଼ିଥାନ୍ତି, ଯେତେବେଳେ ଅନ୍ୟମାନେ ପଛରେ ପଡ଼ିଯାଆନ୍ତି। ଯେଉଁମାନେ ଆଗକୁ ବଢ଼ିଥାନ୍ତି ସେମାନେ ସର୍ବଦା ସେମାନଙ୍କର…
ଏହି ୫ କ୍ଷେତ୍ରରେ ହୋଇଯାଆନ୍ତୁ କଞ୍ଜୁସ୍, ଆକାଉଣ୍ଟରେ ରହିବ ଖାଲି ଟଙ୍କା ହିଁ ଟଙ୍କା
ପ୍ରାଚୀନ ଭାରତର ଜଣେ ମହାନ ରାଜନୀତିଜ୍ଞ, ଦାର୍ଶନିକ ଏବଂ କୂଟନୀତିଜ୍ଞ ଥିଲେ। ତାଙ୍କର ବୁଦ୍ଧି ଏବଂ ଦୂରଦର୍ଶୀ ଚିନ୍ତାଧାରା ଯୋଗୁ ତାଙ୍କୁ ଭାରତୀୟ ଇତିହାସର ଜଣେ ସର୍ବଶ୍ରେଷ୍ଠ ପ୍ରତିଭା ଭାବରେ ଗ୍ରହଣ କରାଯାଏ। ଚାଣକ୍ୟ ନୀତି ଅନୁସାରେ ପାଞ୍ଚଟି କ୍ଷେତ୍ର ବିଷୟରେ…
ସଫଳତା ପାଇବା ପାଇଁ ହେଲେ ମଣିଷକୁ ହରିଣ ଶିକାରୀ ପରି ହେବା ଉଚିତ୍, ଜାଣନ୍ତୁ ଏପରି ରହସ୍ୟ କଥା କାହିଁକି କହିଛନ୍ତି ଚାଣକ୍ୟ…
ଜଣେ ବ୍ୟକ୍ତି ଯେତେବେଳେ ନିଜର କାର୍ଯ୍ୟ ଏବଂ ଲକ୍ଷ୍ୟରେ ସଫଳ ହୁଏ, ସେତେବେଳେ ହିଁ ଏକ ସୁଖୀ ଜୀବନ ସମ୍ଭବ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳତା ଏବଂ ସୁଖୀ ଜୀବନ ପାଇଁ ଅନେକ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି। ତାଙ୍କ…
ଜୀବନରେ ଏହି ୩ କଥାରେ କେବେ ବି କରନ୍ତୁ ନାହିଁ ଲାଜ, ନଚେତ୍ ପରେ କରିବେ ପଶ୍ଚାତାପ
ମହାନ ବିଦ୍ୱାନ, ଅର୍ଥନୀତିଜ୍ଞ ଏବଂ ଦକ୍ଷ ରାଜନେତା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ଚାଣକ୍ୟ ନୀତି’ କେବଳ ରାଜନୀତି ନୁହେଁ, ବରଂ ବ୍ୟକ୍ତିଗତ ଓ ସାମାଜିକ ଜୀବନର ପ୍ରତ୍ୟେକ ଦିଗକୁ ମାର୍ଗଦର୍ଶନ କରିବାରେ ଅତ୍ୟନ୍ତ ଉପଯୋଗୀ। ଚାଣକ୍ୟଙ୍କ ମତରେ, ଜୀବନରେ ଏପରି…
ସଫଳତା ପାଇବା ପାଇଁ ଗଧଠାରୁ ଶିଖନ୍ତୁ ଏହି ୩ ଗୁଣ, ବଦଳିଯିବ ଜୀବନ…
ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ‘ଚାଣକ୍ୟ ନୀତି’ ହେଉଛି ଭାରତୀୟ ଜ୍ଞାନ ଓ ନୀତିଶାସ୍ତ୍ରର ଏକ ଅମୂଲ୍ୟ ଭଣ୍ଡାର। ଜୀବନ, ସଫଳତା, ଧନ, ସମ୍ପର୍କ ଏବଂ ସଦାଚାର ବିଷୟରେ ଏଥିରେ ଗଭୀର ମାର୍ଗଦର୍ଶନ ମିଳିଥାଏ। ଚାଣକ୍ୟଙ୍କ ଅନୁସାରେ, ସଫଳତା କେବଳ ଉଚ୍ଚ…
Chanakya Niti: ସଫଳ ନେତା ହେବାକୁ ଏହି ୩ ଗୁଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେବେ ବିଶ୍ୱ ଚିହ୍ନିବ ଆପଣଙ୍କ ଶକ୍ତି
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଜଣେ ମହାନ ନେତା ହେବା ପାଇଁ, ଆପଣଙ୍କ ପାଖରେ କିଛି ଗୁଣ ରହିବା ଆବଶ୍ୟକ। ଉଦାହରଣ ସ୍ବରୂପ, ଜଣେ ଭଲ ନେତାଙ୍କୁ ସେମାନଙ୍କ ଦଳର ସମ୍ମାନ ପାଇବା ପାଇଁ ସର୍ବଦା ଶୃଙ୍ଖଳିତ ହେବା ଆବଶ୍ୟକ, କାରଣ ଯଦି…
ଚାହୁଁଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ ଚାଣକ୍ୟଙ୍କ ଏହି ୩ କଥା, ବଦଳାଇଦେବ ପୂରା ଜୀବନ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏକ ସଫଳ ଜୀବନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରେ। ଚାଣକ୍ୟଙ୍କ ଅନୁସାରେ, ସଫଳତା ଏବଂ ସଠିକ ଦିଗ ପାଇଁ ତିନୋଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଶୃଙ୍ଖଳା: ପ୍ରଥମତଃ ଶୃଙ୍ଖଳା।…
ଶତ୍ରୁଙ୍କୁ କେମିତି କରିବେ ପରାସ୍ତ? ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…
ମହାନ ଜ୍ଞାନୀ ତଥା ଆଚାର୍ଯ୍ୟ ତାଙ୍କ ନୀତିରେ ଶତ୍ରୁକୁ କିପରି ଦମନ ବା ପରାସ୍ତ କରଯାଇ ପାରିବ ସେ ବିଷୟରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁଯାୟୀ, ଶତ୍ରୁକୁ ପରାସ୍ତ କରିବା କେବଳ ଶାରୀରିକ ଶକ୍ତି ଉପରେ ନୁହେଁ, ବରଂ ରଣନୀତିକ…
ବିପଦ ସମୟରେ କେମିତି ସଞ୍ଚୟ କରିବେ ଧନ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ ବଡ଼ ଉପଦେଶ…
ଚାଣକ୍ୟଙ୍କ ନୀତି ଭାରତୀୟ ଇତିହାସ ଏବଂ ଦର୍ଶନ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଅର୍ଥନୀତିଜ୍ଞ, ରାଜନୀତିଜ୍ଞ ଏବଂ ମାନବ ସ୍ବଭାବର ଗଭୀର ଜ୍ଞାନୀ ଥିଲେ। ତାଙ୍କର ନୀତିଗୁଡ଼ିକ କେବଳ ପ୍ରାଚୀନ କାଳରେ ନୁହେଁ,…
ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…
ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି ଏବଂ ଯୁଦ୍ଧନୀତି ଉପରେ ଏକ ପ୍ରଭାବଶାଳୀ ଗ୍ରନ୍ଥ ଲେଖିଯାଇଛନ୍ତି। ଭାରତୀୟ ଇତିହାସରେ ତାଙ୍କୁ…
Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ
ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ ଆଉ କେତେବେଳେ ଭବିଷ୍ୟତର ଚିନ୍ତା ମନକୁ ଅସ୍ଥିର କରିଦିଏ। କେତେବେଳେ ପରସ୍ପର ମଧ୍ୟରେ…

