ବିବାହିତ ଥିଲେ କେବେ ବି ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏସବୁ କଥା: ଉଣା ହେବ ନାହିଁ…

ଜୀବନସାଥୀଙ୍କ ପ୍ରେମ ଓ ସମର୍ପଣ ପାଇଥିବା ବ୍ୟକ୍ତି ଦୁନିଆର ସବୁଠାରୁ ସୁଖୀ। ଘରେ ଖୁସିରେ ରହୁଥିବା ବ୍ୟକ୍ତିର ଜୀବନରେ କେବେ ବି ଦୁଃଖ ଏବଂ ଅଶାନ୍ତି ନ ଥାଏ। ଫଳରେ ସେ ଜୀବନରେ ସଫଳତା ପାଇଥାଏ। ହେଲେ ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଲେ ବ୍ୟକ୍ତିର ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଏଣୁ ସେ ଏଣୁ ସୁଖୀ ଦାମ୍ପତ୍ୟ ପାଇଁ ଜୀବନରେ ମଧୁରତା ଏବଂ ପ୍ରେମର ଆବଶ୍ୟକତା ରହିଛି। ନିଜ ନିଜର କର୍ତ୍ତବ୍ୟକୁ ବୁଝିବା ସହ ଏହି କଥାକୁ ଭୁଲିବା ଉଚିତ ନୁହେଁ ବୋଲି ଚାଣକ୍ୟଙ୍କ କହିଛନ୍ତି।
-ଜୀବନସାଥୀଙ୍କୁ ସର୍ବଦା ସମ୍ମାନ କରନ୍ତୁ
ଜୀବନସାଥୀ ଯେମିତି ହୋଇଥାଆନ୍ତୁ ନା କାହିଁକି ତାଙ୍କୁ କେବେ ନିଜଠାରୁ କମ୍‌ ମନେ କରନ୍ତୁ ନାହିଁ। କାରଣ ଦୁନିଆରେ କେହି ବି ପୂର୍ଣ୍ଣ ନୁହନ୍ତି। ସମସ୍ତଙ୍କ ପାଖରେ କିଛି ନା କିଛି ଗୁଣ କମ୍‌ ରହିଥାଏ। ଏଣୁ ଏହାକୁ କେବେହେଲେ ମୁଦ୍ଦା କରି କଳହ କରିବା ଉଚିତ ନୁହେଁ। ବଦଳରେ ଆପଣ ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଜୀବନସାଥୀଙ୍କ ସମର୍ପଣ ଏବଂ ପ୍ରେମ ପ୍ରାପ୍ତ ହେବ।
-ଜୀବନସାଥୀଙ୍କ ଦୁର୍ବଳତାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ:
ଚାଣକ୍ୟଙ୍କ ଅନୁଯାୟୀ ଜୀବନସାଥୀଙ୍କ ଦୁର୍ବଳତା ଅନ୍ୟମାନଙ୍କୁ ପ୍ରକାଶ କରିବା ଉଚିତ ନୁହେଁ ବରଂ ଏହି ସେହି ଦୁର୍ବଳତାକୁ ଦୂର କରିବା ଲାଗି ଉଦ୍ୟମ କରିବା ଉଚିତ। ଯେଉଁମାନେ ଏହା କରିପାରନ୍ତି ନାହିଁ, ତାଙ୍କ ଦାମ୍ପତ୍ୟ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଥାଏ। ଏଣୁ ପରସ୍ପରର ଶକ୍ତି ପାଲଟିବା ଉଚିତ।

-କଥାବାର୍ତ୍ତା/ ଯୋଗାଯୋଗ କମ୍‌ କରନ୍ତୁ ନାହିଁ
ଚାଣକ୍ୟଙ୍କ ଅନୁଯାୟୀ, ସମସ୍ୟା ଯେତେବଡ଼ ହେଉନା କାହିଁକି, ପରସ୍ପର ସହ କଥାବାର୍ତ୍ତା ଦ୍ୱାରା ସମାଧାନ ହୋଇପାରିବ। ଏଣୁ ଯୋଗାଯୋଗର ଅଭାବ ଥିଲେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଏଣୁ ପରସ୍ପରସହ କଥାବାର୍ତ୍ତା ବନ୍ଦ କରିବା ଉଚିତ ନୁହେଁ। ପ୍ରତ୍ୟେକ ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ। ଏହାଦ୍ୱାରା ସମ୍ପର୍କ ପୂର୍ବବତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ-‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ’

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନ’ – ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ୧୦୦ ସପ୍ତାହ ଅଭିଯାନ…

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri