Posted inVideo

Chala Khaiba – Episode 1 । ଚାଲ ଖାଇବା – ଏପିସୋଡ ୧

Featured Video Play Icon

In this brand new special series of Dharitri Live, we will take you to places where Odia food is not only unique but also authentic. In the first part, we tried out Bhubaneswar’s Second Wife Kitchen to relish some traditional delicacies. Check out what’s special there in this episode.

ଧରିତ୍ରୀ ଲାଇଭର ଏକ ବ୍ରାଣ୍ଡ ନ୍ୟୁ ଏପିସୋଡ୍ ‘ଚାଲ ଖାଇବା’। ଆମର ଏହି ସ୍ପେଶାଲ ଏପିସୋଡ୍ ଚାଲ ଖାଇବାରେ ଆମେ ଏଭଳି କିଛି ସ୍ଥାନକୁ ଯାଉଛୁ ଯେଉଁଠି ଓଡ଼ିଆ ଖାଦ୍ୟ ସବୁଠୁ ନିଆରା। ପ୍ରଥମ ଏପିସୋଡରେ ଆମେ ରାଜଧାନୀରେ ଥିବା ସେକେଣ୍ଡ ୱାଇଫ୍ କିଚେନକୁ ଯାଇଥିଲୁ। ସେଠାରେ କେଉଁ ଖାଦ୍ୟ ସ୍ପେଶାଲ, ତାହା ଆପଣ ଭିଡ଼ିଓ ଦେଖିଲେ ହିଁ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଧୋନିଙ୍କ ଶେଷ ଆଇପିଏଲ ! Dhoni’s final IPL series !

ସ୍ପୋଷ୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା କୋରନାକୁ ନେଇ ଚାଇନା ପରେ ଇଟାଲୀରେ ପରିସ୍ଥିତି ସାଙ୍ଘାତିକ ହେବାରୁ ସେଠାକାର ସରକାର କଣ ନିଷ୍ପତ୍ତି ନେଇଛନ୍ତି ।...

Featured Video Play Icon

ପୁରୁଣା ଗାଡି ଥିଲେ ସାବଧାନ !

୨୦୨୨ ଏପ୍ରିଲ୍ ପରଠାରୁ ଆଉ ୨୦ ବର୍ଷରୁ ଅଧିକ ପୁରୁଣା ଗାଡିକୁ ଚଳାଇ ହେବ ନାହିଁ । ବଜେଟ୍‌ରେ ସରକାର ନୂଆ ସ୍କ୍ରାପ ନୀତି ଆଣିଛନ୍ତି...

Featured Video Play Icon

ଟିକା ନେଲେ ୧୮ରୁ ୪୪ ବର୍ଷୀୟ

ଆଜିଠୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟିକାକରଣ । ଭାରତ ବାୟୋଟେକ ଠାରୁ ଦେଢ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ଆସିବା...

Featured Video Play Icon

ଜାଣନ୍ତୁ କେବେ ପୁଣି ପଡିଆକୁ ଓହ୍ଲାଇବେ ମାହି

ଆଜିର ଏପିସୋଡରେ ଦେଖିବା – * କେମିତି ଧୋନୀଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ରନ ଆଉଟରୁ ଆରମ୍ଭ ଓ ରନ ଆଉଟରେ ଶେଷ * ଅନ୍ତର୍ଜାତୀୟ...

Featured Video Play Icon

ଲକଡାଉନରେ ରଜ

ବରଷକେ ଥରେ ଆସିଛି ରଜ । ରଜ ଆସିଲେ କୁଆଁରୀମାନଙ୍କ ମନରେ ଭରିଯାଏ ଆନନ୍ଦ । ହେଲେ ଏଥର କରୋନା କଟକଣା ଯୋଗୁଁ ରଜ ମଉଜ...

Featured Video Play Icon

Nuakhai celebrations begin in Odisha | ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

Celebrated a day after Ganesh Chaturthi every year, Nuakhai, the harvest festival is one of the most important annual...

Featured Video Play Icon

ରାଜଧାନୀରେ କଡାକଡି ହେବ କଟକଣା

ରାଜଧାନୀ ଅଂଚଳକୁ ରେଡ ଜୋନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରେଡ ଜୋନ ସତ୍ୱେ ବି ଆଜି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଜନ ଗହଳି...

Featured Video Play Icon

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ

ବାଲେଶ୍ୱରରେ ବାତ୍ୟା ୟାସ୍ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟା ଚାଲିଯିବା ପରେ ଏବେ ରିଲିଫ ଓ ଉଦ୍ଧାର କାମକୁ ଜୋରଦାର କରିଛି ଜିଲା ପ୍ରଶାସନ।...

Advertisement
Archives

Model This Week