Posted inଜାତୀୟ

ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟର ୪୦ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୨୮ ।୧୧: ସିବିଆଇ ଦ୍ୱାରା ଶନିବାର ୩ ରାଜ୍ୟର ୪୦ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥିରେ କୋଇଲା ମାଫିଆ ସାମିଲ ଥିବା ଜଣାପଡିଛି । ସେମାନେ କହିଛନ୍ତି କି ଚଢାଉ ବିଶେଷ କରି ପଶ୍ଚିମବଙ୍ଗରେ କରାଯାଉଛି । ଏହା ସିବିଆଇ ଦ୍ୱାରା ଦାୟର କରାଯାଇଥିବା ଏକ ନୂଆ ମାମଲା ସମ୍ବନ୍ଧିତ ବୋଲି କୁହାଯାଉଛି । ଯେଉଁ ୪୦ ସ୍ଥାନରେ ଚଢାଉ କରାଯାଉଛି ସେଥିରେ କେତେଜଣ ବେଆଇନ ବ୍ୟବସାୟ ଓ ଆଉ କେତେଜଣ କୋଇଲା କଳାବଜାରୀରେ ସାମିଲ ଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪...

ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ: ୨୩ ମନ୍ତ୍ରୀ ନେଲେ ଶପଥ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବୁଧବାର ହୋଇଛି। ଏଥିରେ ୨୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୬ କ୍ୟାବିନେଟ୍‌,...

ଭାରତ-ଚାଇନା ସଙ୍କଟ: ତିବ୍ବତ କାର୍ଡ ଖେଳିବେ କି ମୋଦି

ଧର୍ମଶାଳା,୬।୭: ଭାରତ ଚାଇନା ସଙ୍କଟ ମଧ୍ୟରେ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ସୋମବାର ୮୫ ବର୍ଷରେ ପାଦ ଦେଇଛନ୍ତି। ଦଲାଇ ଲାମାଙ୍କୁ ନେଇ ତିବ୍ବତ କାର୍ଡ...

ପୁଣି ଜମ୍ମୁ-କଶ୍ମୀରରେ ଗସ୍ତରେ ଗଲେ ଅଜିତ ଡୋଭାଲ

ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବୁଧବାର ପୁଣି ଥରେ ଶ୍ରୀନଗରରେ ପହଞ୍ଚିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଗତ ଦେଢ ମାସ...

ବୁଲନ୍ଦସହରରେ ୨ ସାଧୁଙ୍କୁ ହତ୍ୟା: ଯୋଗୀଙ୍କ ସହ କଥା ହେଲେ ଉଦ୍ଧବ

ମୁମ୍ବାଇ,୨୮।୪: ସାରା ଦେଶ କରୋନା ମହାମାରୀ ସହ ଲଢୁଥିବା ବେଳେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ୨ଜଣ ସାଧୁଙ୍କୁ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।...

ଭଲ ବ୍ୟବହାର ପାଇଁ କୋହଳ ହେବନି ଫାଶୀଦଣ୍ଡାଦେଶ

ନୂଆଦିଲ୍ଲୀ,୨୪ା୧(ପି.ଟି.):ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ ଯଦି ଦୋଷୀସାବ୍ୟସ୍ତ ହେବା ପରେ ଜେଲ୍‌ରେ ଭଲ ବ୍ୟବହାର ଦେଖାନ୍ତି, ତେବେ ସେମାନଙ୍କୁ ଦଣ୍ଡରୁ ମୁକ୍ତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ...

ଏହି କାରଣରୁ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା ହେଲା

ପୁନେ, ୧୮।୮: ପୁନେ ଜନସନରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା। ପ୍ଲାଟ୍‌ଫର୍ମ ଟିକେଟ୍‌ର ଏଭଳି ମୂଲ୍ୟକୁ ନେଇ ଇଣ୍ଡିଆନ୍‌ ରେଲ୍‌ଓ୍ବେ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟୀକରଣ...

କନଷ୍ଟେବଳଙ୍କ ବଦାନ୍ୟତା

ମୁମ୍ବାଇ,୨।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖା ବଢି ଚାଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ବି ସହାୟତାର ସୁଅ ଛୁଟିଛି। ଏହି...

Advertisement
Archives

Model This Week