Video

ରାଜଧାନୀରେ ମଦ ବେପାର

ରାଜ୍ୟରେ ଅନଲାଇନରେ ମଦର ହୋମ ଡେଲିଭରି ଲାଗି ସରକାର ଅନୁମତି ପ୍ରଦାନ କରିଥିଲେ । ହେଲେ କେତେକ ଦୋକାନୀ ଅନଲାଇନରେ ବୁକିଂ କରିବା ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ମଦ ଦୋକାନ ଆଗରେ…

ଟ୍ୟାକ୍ସି ସେବା ଆରମ୍ଭ , ଗଡିଲାନି ବସ୍

ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଅଟୋ, ଟ୍ୟାକ୍ସି ସେବା ଆରମ୍ଭ ହୋଇଛି । ସେପଟେ ଏବେ ବି ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ । ଏହାପରେ ଯାତ୍ରୀ ଓ ବସ୍ ଡ୍ରାଇଭରଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ଦେଖିବା…

ଲକଡାଉନରେ ଘରେ ଇଦ୍ ପାଳନ

ଆଜି ପବିତ୍ର ଇଦ୍ ଉଲ୍ ଫିତର । ଇସଲାମ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ଉଲ୍ଲାସର ସହ ପାଳନ ହେଉଛି ଇଦ୍। ଲକଡାଉନ ପାଇଁ ଏଥର ମସଜିଦ୍‌ରେ ସମୁହ ନମାଜ ପାଠ ବନ୍ଦ କରାଯାଇଥିବାରୁ ମୁସଲିମ…

ଆଜିଠୁ ଅନ୍‌ଲାଇନରେ ମଦ

ଆଜିଠାରୁ ଅନଲାଇନରେ ମିଳିବ ମଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଉଭୟ ଅନ୍ ଓ ଅଫ୍‌ଲାଇନ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନେ ହୋମ ଡେଲିଭରି କରିପାରିବେ । ଅନଲାଇନ ମଦ ହୋମ ଡେଲିଭରି କରିବାକୁ…

ବଦଳିଲା କ୍ୱାରାଣ୍ଟାଇନ୍ ନିୟମ, କାଲିଠୁ ଗଡ଼ିବ ବସ ଟ୍ୟାକ୍ସି | State govt modifies quarantine norms

ରାଜ୍ୟରେ ପୁଣି ବଦଳିଲା କ୍ୱାରାଣ୍ଟାଇନ୍ ନିୟମ । ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନେ ଏଣିକି ୨୧ ଦିନ ବଦଳରେ ୧୪ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ ରହିବେ ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଖବରଦାତା ସମ୍ମିଳନୀରେ…

କ’ଣ ଏ ବର୍ଷ ରିଲିଜ୍ ହେବ ‘କେଜିଏଫ୍-୨’?

‘ସିନେ ଝଲକ’ର ଏହି ଏପିସୋଡରେ ଆମେ ଦେଖିବା – କ’ଣ ଏବର୍ଷ ରିଲିଜ୍ ହେବ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘କେଜିଏଫ୍-୨’ – ଏମିତି କଣ ହୋଇଥିଲା ଯେ ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡି ପଳାଇଥିଲେ ବିରାଟ କୋହଲି – ଜାହ୍ନବୀ କପୁରଙ୍କ…

ସବୁଦିନ ମନେ ରହିବ ଅମ୍ଫନ

ସାମୁଦ୍ରିକ ଝଡ ଅମ୍ଫନ ଓଡିଶାରେ ବିଶେଷ କରି ଉପକୂଳବର୍ତ୍ତି ଜିଲାରେ ଅଧିକ କ୍ଷତି କରିଛି । ବ୍ୟାପକ ଧାନଫସଲ ନଷ୍ଟ ହେବା ସହିତ ଅନେକ ଚାଳ ଛଫର ଘର ଭାଙ୍ଗିଯିବାରୁ ଲୋକେ ବାସହରା ହୋଇଯାଇଛନ୍ତି । ଅମ୍ଫନ ପରର ଚିତ୍ର କେମିତି…

ଆଜିଠୁ ବିମାନ ଟିକେଟ ବୁକିଂ ଆରମ୍ଭ

ଦୀର୍ଘ ଦୁଇ ମାସ ପରେ ଆସନ୍ତା ୨୫ରୁ ଦେଶରେ ପୁଣି ଉଡିବ ଯାତ୍ରୀବାହି ବିମାନ । ଏଥିପାଇଁ ଆଜି ଦିନ ୧୨ଟା ୩୦ମିନିଟରୁ ବିମାନ ଟିକେଟ ବୁକିଂ ଆରମ୍ଭ ହୋଇଛି । ଆଜିଠୁ ଟିକେଟ ବୁକିଂ ଆରମ୍ଭ କରାଯିବ ବୋଲି ଏୟାର…

ଲକଡାଉନରେ ସାବିତ୍ରୀ | Sabitri Brata Amid Lockdown

ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରିଛନ୍ତି ମହିଳା । ଲକଡାଉନ ପାଇଁ ମନ୍ଦିରରେ କଟକଣା ଲଗାଯାଇଥିବାରୁ ମହିଳା ମାନେ ଘରେ ପୂଜାର୍ଚ୍ଚନା କରିଛନ୍ତି ।

ବାବୁ ମହଲ: ସାବିତ୍ରୀ ଓଷା | Babu Mahal #34 ‘Sabitri Osha’

ଓଡ଼ିଶାର ହିନ୍ଦୁ ପର୍ବପର୍ବାଣି ମଧ୍ୟରେ ସାବିତ୍ରୀ ଅମାବାସ୍ୟା ଏକ ଅନ୍ୟତମ ପର୍ବ । ଏହିଦିନ ନାରୀ ମାନେ ବିଭିନ୍ନ ଫଳ ମୂଳ ଖାଇ ସ୍ୱାମୀ ମାନଙ୍କ ପାଇଁ ଉପବାସ କରନ୍ତି । ସେଥିପାଇଁ ବଜାରରେ ଫଳ ଦର ଅହେତୁକ ବୃଦ୍ଧି ହେତୁ…

ଅନଲାଇନରେ ଟିକେଟ୍ ବୁକିଂ ଆରମ୍ଭ

କରୋନା ଭାଇରସ ଓ ଲକଡାଉନ୍ ପାଇଁ ଗତ କିଛି ଦିନ ହେବ ଠପ୍ ପଡିଥିବା ରେଳ ସେବାକୁ ଭାରତୀୟ ରେଳ ବିଭିନ୍ନ ଚରଣରେ କାର୍ଯ୍ୟକ୍ଷମ କରୁଛି । ଏହାରି ମଧ୍ୟରେ ରେଲୱେ, ଜୁନ ୧ରୁ ଚାଲିବାକୁ ଥିବା ୧୦୦ ଯୋଡା ପାସେଞ୍ଜର…

ଅମ୍ଫନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ଉପକୂଳବର୍ତ୍ତି ଜିଲାମାନଙ୍କରେ ତାଣ୍ଡବ ରଚୁଛି ବାତ୍ୟା ଅମ୍ଫନ। ତେବେ ଏହି ପ୍ରଳୟଙ୍କାରୀ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ବାହ୍ୟ ଅଂଶ ପଶ୍ଚିମବଙ୍ଗ ଦିଘା ଅଞ୍ଚଳରେ ପ୍ରବେଶ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?