ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର
ଆଜି ଆଡପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି କରାଯାଉଛି । ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ, ମଇଲମ, ଅବକାଶ ଆଦି ସମସ୍ତ ନୀତି ହେବ । ସନ୍ଧ୍ୟା ଆଳତି ଓ ସନ୍ଧ୍ୟା…
ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା | Rath Yatra 2020
ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ। କଟକଣା ଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପରେ ଚଳଚଞ୍ଚଳ ବଡଦାଣ୍ଡ। ରଥରେ ମହାପ୍ରଭୁଙ୍କୁ ଦେଖି ସମସ୍ତେ ଆମୋଦିତ। ବିଶ୍ବନିଅନ୍ତାଙ୍କ ଘୋଷଯାତ୍ରା ଲାଗି ରଥ, ପଥ ପ୍ରସ୍ତୁତ ଥିବା ବେଳେ ଏଥର କିନ୍ତୁ ବାଦ ପଡଛନ୍ତି ଶ୍ରଦ୍ଧାଳୁ।
ବିଶ୍ୱ ପରଖିଲା ମହାପ୍ରଭୁଙ୍କ ଘୋଷଯାତ୍ରା – Rath Yatra 2020
ସମଗ୍ର ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରରେ ସଂପନ୍ନ ହୋଇଛି । ବିନା ଭକ୍ତରେ ସେବାୟତମାନଙ୍କ ଜରିଆରେ କୋଭିଡ କଟକଣା ଭିତରେ ୩ ରଥ ଗୁଣ୍ଡିଚା ମନ୍ଦିରରେ ପହଁଚିଛି । ଏଥିସହ ମହାପ୍ରଭୁଙ୍କ ଘୋଷଯାତ୍ରା…
ମାଉସୀ ମା’ ଅଭିମୁଖେ ୩ ରଥ
ପହଣ୍ଡି ସରିବା ପରେ ତିନିରଥରେ ରଥାରୁଢ ହୋଇଥିଲେ ତିନିଠାକୁର । ଏହାପରେ ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥିଲେ । ଗଜପତି ମହାରାଜାଙ୍କ ଛେରାପହଁରା ପରେ ତିନିରଥ ମାଉସୀ ମା. ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଥର କେବଳ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେଉଛି । ଅନ୍ୟପଟେ ପୁରୀଜିଲାକୁ ସୋମବାର ରାତିରୁ ଶଟଡାଉନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
ଧାଡି ପହଣ୍ଡିରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ରଥଯାତ୍ରା ଲାଗି ପ୍ରାତଃରୁ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସକାଳ ୭ ଟାରୁ ପହଣ୍ଡି ଆରମ୍ଭ ହୋଇ ୯ଟା ମଧ୍ୟରେ ଶେଷ ହୋଇଛି ।
ହଟିଲା ବାଧା ବନ୍ଧନ ଗଡ଼ିଲା ରଥ
ସମସ୍ତ ବାଧାବିଘ୍ନ ର ଅନ୍ତଘଟାଇ ପୁରୀରେ ଗଡ଼ିଲା ରଥ । ଅନୁମତି ମିଳିବା ପରେ ପୁରୀରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଶଟ୍ଡାଉନ୍ କଟକଣାରେ ପୁରୀ
ପୁରୀରେ ରଥଯାତ୍ରା ହେବ କିନ୍ତୁ ସାମାଜିକ ଦୂରତା କୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁରୀକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି । ରଥଯାତ୍ରା ହେବା ପାଇଁ ଅନୁମତି ମିଳିବା ପରେ ପୁରୀରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ…
ପୁରୀ ରଥଯାତ୍ରା କଟକଣାକୁ ଭକ୍ତମାନେ ମାନନ୍ତୁ – ମୁଖ୍ୟମନ୍ତ୍ରୀ
ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ରଥଯାତ୍ରା ତଦାରଖ ଦାୟିତ୍ବ ପାଇଁ ମୁଖ୍ୟମନ୍ତ୍ରୀ 3ଜଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଳାଦ୍ରୀ ବିଜେ…
କର୍ଫ୍ୟୁ ମଧ୍ୟରେ ଗଡିବ ରଥ, ଗ୍ରାଉଣ୍ଡ ଜିରୋ ରିପୋର୍ଟ
ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତିି ସୁପ୍ରିମକୋର୍ଟ । ରଥଯାତ୍ରା ନେଇ ସୁପ୍ରିମକୋର୍ଟ କେତେକ ସର୍ତ ରଖିଛନ୍ତି । ରଥଯାତ୍ରା ହେଲେ ମଧ୍ୟ ଶ୍ରଦ୍ଧାଳୁମାନେ ବଡଦାଣ୍ଡକୁ ଯାଇପାରିବେ ନାହିଁ । ଅନୁମତି ମିଳିବା ପରେ ପୁରୀରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ…
ରଥଯାତ୍ରାକୁ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅନୁମତି
ରାତି ପାହିଲେ ରଥଯାତ୍ରା । ରଥପ୍ରସ୍ତୁତ ଥିବାବେଳେ ପଥ ବି ରଥାରୁଢ ଶ୍ରୀଜିଉଙ୍କ ଅପେକ୍ଷାରେ । ସେପଟେ ସୁପ୍ରିମକୋର୍ଟରେ ପୂର୍ବ ରାୟର ପୁନଃବିଚାର କରିବାକୁ ଶୁଣାଣି କରାଯାଉଛି । ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହାର ଶୁଣାଣି କରିବେ…
ମୋ ବାପା… Happy Father’s Day
ମା, ବାପାଙ୍କ ହାତ ଧରି ଆମେ ଦୁନିଆ ଦେଖିଥାଉ । ମା ଜନ୍ମ ସିନା ଦେଇଥାନ୍ତି, ହେଲେ ବାପା ଦୁନିଆରେ ବାଟ ଚାଲିବା ଶିଖାଇଥାନ୍ତି । ପିଲାବେଳୁ ଯାହାଙ୍କୁ ଡରି ଖାଇବା ଠାରୁ ଆରମ୍ଭ କରି ପାଠ ପଢିବା ପର୍ଯ୍ୟନ୍ତ ସବୁକିଛି…
Archives


