ଗଲୱାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ
ଆଜିର ଏପିସୋଡରେ ଆମେ ଦେଖିବା ଗଲୱାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ । କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମନୋଜ ବାଜପେୟୀ । କରୋନା ମହାମାରୀ ଲାଗି ଓଟିଟି ପ୍ଲାଟଫର୍ମରେ ଆଗକୁ ରିଲିଜ୍ ହେବ କେଉଁ ସବୁ ଫିଲ୍ମ…
ଫାଇନ୍ ଭରିଲେ ଅମାନିଆ
ଜୁଲାଇ ମାସର ସାପ୍ତାହିକ ଶଟଡାଉନର ଆଜି ହେଉଛି ଦ୍ବିତୀୟ ଦିନ । ତେବେ ଏହି ଶଟଡାଉନ ନିୟମକୁ ରାଜଧାନିବାସୀ କେତେ ମାନୁଛନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ ।
ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ
ମହାମାରୀ କରୋନାଠୁ ରକ୍ଷା ପାଇବା ଲାଗି ମାସ୍କ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ବଜାରରେ ବି ବିଭିନ୍ନ ପ୍ରକାରର ମାସ୍କ ମିଳୁଛି। ଏହାର ଭିତରେ ଏକ ମାସ୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ମାସ୍କର ମୂଲ୍ୟ ରହିଛି ୨…
ବ୍ୟାନ୍ ଆପର ବିକଳ୍ପ ଆପ୍
ଲଦାଖ ସୀମାରେ ଭାରତ-ଚାଇନା ବିବାଦ ପରେ ଦେଶରେ ଚାଇନା ସାମଗ୍ରୀ ବ୍ୟାନ କରିବାକୁ ସ୍ୱର ଉତ୍ତୋଳନ ଆରମ୍ଭ ହୋଇଥିଲା। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକଟକ ସହ ୫୯ଟି ଆପକୁ ନିସିଦ୍ଧ ଘୋଷଣା କରାଯାଇଥିଲା। ତେବେ ଟିକଟକ୍ ସହ ୫୯ଟି…
କଟକ ସଟଡାଉନ ଗ୍ରାଉଣ୍ଡ ରିପୋର୍ଟ
ଦିନକୁ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ କଟକ ସହରକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି। କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଆଜିଠାରୁ ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ପୂରା…
ବାବୁ ମହଲ: ଅନଲାଇନ୍ ପାଠପଢ଼ା
ପରିସ୍ଥିତି ଅନେକ ବଦଳିଛି ଏବଂ ବଦଳିଛି ଶିକ୍ଷା ବ୍ୟବସ୍ଥା। ଏବେ ହେଉଛି ଅନଲାଇନରେ ପାଠ ପଢ଼ା। କିନ୍ତୁ କେଉଁଠି ମୋବାଇଲ ନେଟୱର୍କ ନାହିଁ ତ ଆଉ କେଉଁଠି ଇଣ୍ଟରନେଟ କାମ କରୁନି। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ‘ ଅନଲାଇନ୍…
ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ
ରାଜ୍ୟରେ ଯେମିତି କରୋନା ଗ୍ରାଫରେ ବ୍ରେକ ଲାଗୁନି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଆଜି ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଶ୍ରୀଜୀଉଙ୍କ ସୁନାବେଶ | Suna Besha LIVE from Puri | SUNA BESHA 2020
ପବିତ୍ର ସୁନାବେଶର ସିଧାପ୍ରସାରଣ
ଚାଇନାକୁ ଆଉ ଏକ ଝଟକା
ଭାରତ ଓ ଚାଇନା ମଧ୍ୟରେ ଜାରିରହିଥିବା ବିବାଦ ମଧ୍ୟରେ ଟେଲିକମ୍ ଓ ରେଲୱେ ପ୍ରୋଜେକ୍ଟସ୍ ରେ ଚାଇନା କମ୍ପାନୀ ଗୁଡିକୁ ଝଟକା ଲାଗିବା ଓ ୫୯ଟି ଆପ୍ ଭାରତରୁ ବ୍ୟାନ କରାଯିବା ପରେ ଭାରତ ପକ୍ଷରୁ ଆଉ ଏକ ନିଷ୍ପତ୍ତି ନିଆଯାଇଛି…
ବାହୁଡିଲେ ମହାପ୍ରଭୁ
ମାଉସୀ ଘରୁ ଲୀଳାଖେଳ ସାରି ଭାଇଭଉଣୀଙ୍କୁ ଧରି ଜନ୍ମ ବେଦୀରୁ ରତ୍ନ ବେଦୀକୁ ବାହୁଡ଼ିଲେ ମହାପ୍ରଭୁ । ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । କରୋନା କଟକଣା ଯୋଗୁ ଆଜି ବିନା ଭକ୍ତରେ ଭାଇ, ଭଉଣୀଙ୍କୁ…
ଶ୍ରୀମନ୍ଦିର ଅଭିମୁଖେ ନନ୍ଦିଘୋଷ ରଥ
ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାବାହୁ। ଭକ୍ତଶୂନ୍ୟ ରଥଯାତ୍ରା ହେଉଥିବାରୁ ନନ୍ଦିଘୋଷ ରଥକୁ ସେବାୟତ ଓ ପୋଲିସ ଟାଣିଥିଲେ। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆଜି ରଥଟଣା ଆରମ୍ଭ ହୋଇଛି।
ବାହୁଡାରେ ଭାବବିହ୍ୱଳ ହେଲେ ପୁରୀବାସିନ୍ଦା
ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଆଜି ଭାଈ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ। ଏଥର ବିନା ଭକ୍ତରେ ରଥଟଣା ହେଉଥିବାରୁ ଭକ୍ତଙ୍କ ମନରେ ଅନେକ ଦୁଃଖ। ପୁରୀବାସିନ୍ଦା ହୋଇ ମଧ୍ୟ ବଡଠାକୁରଙ୍କ ରଥ ଏଥର ଟାଣିପାରିନଥିବାରୁ ଭାବବିହ୍ୱଳ…
Archives


