ଅପରାଜେୟ ବିଜୟ | Undefeated Bijay
ପଞ୍ଚଭୂତରେ ବିଲିନ ବିଶିଷ୍ଚ ଅଭିନେତା ବିଜୟ ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ବରସ୍ଥିତ ସତ୍ୟନଗର ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ ହୋଇଛି । ସେ ଆଜି ଆମ ସହ ନାହାନ୍ତି ସତ କିନ୍ତୁ ଓଡିଆ ସିନେମାର ଅସ୍ମିତା କଥା ଯେତେବେଳେ…
ପରଲୋକରେ ଵିଜୟ ମହାନ୍ତି l Bijay Mohanty: End of an era
ପରଲୋକରେ ଓଲିଉଡ ଜଗତର ପ୍ରଖ୍ୟାତ କଳାକାର ବିଜୟ ମହାନ୍ତି। ୭୦ ବର୍ଷ ଵୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଵାରୁ ଆଜି ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ଖୋର୍ଦ୍ଧା ଲକଡାଉନ୍ ଗ୍ରାଉଣ୍ଡ ଜିରୋ ରିପୋର୍ଟ । Ground zero report: Lockdown in Khurda
କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଉରକେଲା ମ୍ୟୁସିପାଲ ସମେତ ୪ ଟି ଜିଲାକୁ ୧୪ ଦିନ ଲାଗି ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଲକଡାଉନରେ ଖୋର୍ଦ୍ଧାରେ କେମିତି ରହିଛି ସ୍ଥିତି ଆସନ୍ତୁ ଦେଖିବା…
ବାବୁ ମହଲ: ମିଛ କହିଲେ ମାଝିବାବୁ | Babu Mahal #42 ‘Micha Kahile MajhiBabu’
ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଭାବିନେଇଛନ୍ତି ଯେ ଘରକାମ ବହୁତ ସହଜ, ବାସ୍ତବିକ ଘର କାମ ସହଜ କି କଷ୍ଟ ତାହା ଆମର ଏଇ ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର “ବାବୁମହଲ” ର ପ୍ରସଙ୍ଗ “ମିଛ କହିଲେ ମାଝିବାବୁ”…
ସୀମା ଟପିଲା ପୋଲିସର ବର୍ବରତା
ମଧ୍ୟପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଗୁନାର ଏକ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପୋଲିସ ପହଞ୍ଚିଥିଲେ । ଏହାପରେ ଏହି ଜମିରେ ଘର କରି ରହିଥିବା ଚାଷୀ…
କରୋନା କାୟା: ଆଜିଠୁ ଲକ୍ଡାଉନ୍
କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକଡାଉନ୍ ଘୋଷଣା କରିଛନ୍ତି।
କାଲିଠୁ ପୁଣି ଲକଡାଉନ୍
ଆସନ୍ତା ୧୪ ଦିନ ପାଇଁ ଲକଡାଉନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଗଞ୍ଜାମ, ଖୋଦ୍ଧା, ଯାଜପୁର ଓ କଟକ ଜିଲା ଲକଡାଉନ ରହିଵ। ଏହା ସହିତ ରାଉରକେଲା ସହରରେ ଲକଡାଉନ ବଳବତ୍ତର ରହିଵ।
ସୋସିଆଲ୍ ମିଡିଆରେ ସବୁଠୁ ବଡ ହ୍ୟାକିଂ
ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ଅନେକ ଆକ୍ଟିଭ୍ । ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାବଦରେ ସୋସିଆଲ ମିଡିଆ ଜରିଆରେ ଜଣାପଡିଥାଏ । ତେବେ ନିକଟରେ ଜଣାପଡିଛି କି ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ଏହାକୁ ବିଟ୍…
ଆସିଲା CBSE ଦଶମ ରେଜଲ୍ଡ , ବାଜି ମାରିଲେ ଝିଅ
ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜି ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ cbseresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ। ଏଥର ମୋଟ ପାସହାର ୯୧.୪୬% ରହିଛି।
ସାଲ୍ୟୁଟ ସୁନୀତା
କରୋନା ମହାମାରୀ ପାଇଁ ଗୁଜରାଟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ଗତ ୯ ତାରିଖ ରାତିରେ ଭାଜପା ବିଧାୟକ ତଥା ଗୁଜରାଟରେ ମନ୍ତ୍ରୀ ଥିବା କୁମାର କନାନୀଙ୍କ ପୁଅ ଏହାକୁ ଖୋଲାଖୋଲି ଉଲ୍ଲଘଂନ କରିଥିଲେ । କର୍ଫ୍ୟୁକୁ ବେଖାତିର କରି…
ବୟକଟ ଚାଇନା ସମ୍ଭବ କି ?
ସୀମାରେ ଭାରତ-ଚାଇନା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ବୟକଟ ଚାଇନା ନେଇ ଲୋକ ଦାବି ପୁଣି ଜୋର ଧରିଛି । ଅନେକ ସ୍ଥାନରେ ଚାଇନା ସାମଗ୍ରୀ ପୋଡାଜଳା କରିବା ସହ ସରକାରଙ୍କ ପକ୍ଷରୁ ଚାଇନା ଆପ ସବୁ ବ୍ୟାନ କରାଯାଇଛି…
ସିବିଏସ୍ଇ ରେଜଲ୍ଟ ପ୍ରକାଶ
ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। cbseresults.nic.in ୱେବ୍ ସାଇଟରେ ପିଲାମାନେ ନିଜର ରେଜଲ୍ଟ ଦେଖିପାରିବେ। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ…
Archives


