କେନ୍ଦ୍ରର ନୂଆ ଶିକ୍ଷାନୀତି: ୧୦+୨ ଢାଞ୍ଚା ବଦଳରେ ୫+୩+୩+୪
କେନ୍ଦ୍ର କ୍ୟାବିନେଟ୍ ଆଜି ନୂଆ ଶିକ୍ଷାନୀତି ୨୦୨୦ କୁ ମଂଜୁରୀ ଦେଇଛନ୍ତି । ପ୍ରାୟ ୩୪ ବର୍ଷରେ ପ୍ରଥମ ଥରପାଇଁ ଦେଶରେ ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି। ନୂଆ ଶିକ୍ଷାନୀତିରେ କରାଯାଇଥିବା ବିଭିନ୍ନ ପରିବର୍ତ୍ତନ ଉପରେ ଆସନ୍ତୁ ନଜର ପକାଇବା । …
ଅନଲକ-୩, ନୂଆ ଗାଇଡଲାଇନ୍ ଜାରି
କରୋନା କଟକଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅନଲକ-୩ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଅନଲକ୍-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ଅନୁଯାୟୀ ଦେଶର ସମସ୍ତ…
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆଜି ଭିଡ଼ିଓ ଜରିଆରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି । ଚଳିତ…
ସୁଶାନ୍ତଙ୍କ ଫିଲ୍ମ ଦେଖି କାନ୍ଦି ପକାଇଲେ ମନୋଜ
ସ୍ପୋର୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା କେବେ ଓ କେଉଁଠି କ୍ବାରାଣ୍ଚାଇନରେ ରହିବେ ଟିମ୍ ଇଣ୍ଡିଆ ସଦସ୍ୟ। କୋଭିଡ୍ କଟକଣା ମଧ୍ୟରେ ଆଇପିଏଲ ଆୟୋଜନ କରିବା ଏକ ବଡ ଚ୍ୟାଲେଞ୍ଜ। ଇର୍ଡେନଗାର୍ଡେନ୍ସରେ କେଉଁମାନଙ୍କୁ ମିଳିବ କ୍ବାରାଣ୍ଟାଇନ୍ ସୁବିଧା। ପ୍ରଥମ ଭାରତୀୟ ଭାବେ…
ରହସ୍ୟ ଜନକ ମୃତ୍ୟୁ
ମୃତ୍ୟୁ ସମସ୍ତଙ୍କ ଲାଗି ଏକ ଚିରନ୍ତନ ସତ୍ୟ ଶଦ୍ଦ । ତେବେ ଏହି ମୃତ୍ୟୁ କେବେ ଶାନ୍ତି, କେବେ ହିଂଶକ ତ ଆଉ କେବେ କେବେ ସବୁଦିନ ଲାଗି ରହସ୍ୟ ହୋଇ ରହିଯାଏ । ଏହି ଏପିସୋଡରେ ବଲିଉଡରେ ହୋଇଥିବା ସେମିତି…
କାର୍ଗିଲ ବିଜୟ ଦିବସ
ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। କାର୍ଗିଲ ବିଜୟ ଦିବସ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ ହୋଇଥିବା…
‘ଦିଲ୍ ବେଚାରା’ ଫିଲ୍ମ ଦେଖି ଦର୍ଶକଙ୍କ ପ୍ରତିକ୍ରିୟା କଣ ରହିଛି ଦେଖନ୍ତୁ..
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକ ମାନେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ଲକ୍ଷଲକ୍ଷ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି । ଏହାକୁ ଦର୍ଶକଙ୍କ…
କେମିତି ବଢାଇବେ ରୋଗ ପ୍ରତିରୋଧକ ଶକ୍ତି | Immunity Boosting Foods
କରୋନାରୁ ରକ୍ଷା ପାଇବା ପାଇଁ ଆମେ ଏଠାରେ କିଛି ପଦକ୍ଷେପ ସମ୍ପର୍କରେ ଆପଣଙ୍କୁ କହୁଛୁ । ଆପଣ ମାନେ ଏହାକୁ ନିୟମିତ ଭାବେ ମାନିଲେ କରୋନା ଦାଉରୁ ରକ୍ଷା ପାଇ ପାରିବେ । ଯେପରିକି ଖାଦ୍ୟରେ ନିୟମିତ ହଳଦୀ, ଜିରା, ରସୁଣ…
ଜଳମଗ୍ନ ଆସାମ । Assam Marooned
୨୩ କରୋନା ସଂକଟ ମଧ୍ୟରେ ଦିନକୁ ଦିନ ଆସାମରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରବଳ ବନ୍ୟାରେ ଉବୁଟୁବୁ ଆସାମର ଅଧିକାଂଶ ଜିଲା । ସୂଚନାନୁସାରେ ପାଖାପାଖି ଏଯାଏ ୨୬ ଜିଲାର ୨୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…
ସୁଶାନ୍ତଙ୍କ ଭୂମିକାରେ ସଚିନ୍ । Sachin to play Sushant
ଆଜିର ଏପିସୋଡରେ ଦେଖିବା ବିଗ୍ ବି ହସ୍ପିଟାଲରୁ ରହି କେଉଁ ୬ ପ୍ରକାର ଲୋକଙ୍କଠୁ ଦୂରେଇ ରହିବାକୁ ତାଙ୍କ ଫ୍ୟାନ ମାନଙ୍କୁ କହିଛନ୍ତି । କେଉଁ ଫିଲ୍ମ ମାଧ୍ୟମରେ ନଜର ଆସିବେ ସାଉଥ ଷ୍ଟାର ପ୍ରଭାସ ଓ ବଲିଉଡ୍ ସୁନ୍ଦରୀ ଦୀପିକା…
ମତେ ଟିକେ ପାଣି ଦିଅ | Viral Video Of Thirsty Squirrel Asking For Water Melts Hearts
ସୋସିଆଲ୍ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଏକ ଗୁଣ୍ଡୁଚିମୂଷାଟି ପାଣି ଟିକେ ପାଇଁ ଜଣେ ଟୁରିଷ୍ଟ ପଛେ ପଛେ ଦୌଡି ଆସୁଛି । ଆଉ ପାଣି ପିଇବା ମାତ୍ରେ ସେଠାରୁ ପଳଉଛି। ଦେଖନ୍ତୁ ଏହି ଭିଡିଓ ଟିକୁ… …
ସେ ସବୁବେଳେ ଆମ ହୃଦୟରେ ଅଛନ୍ତି
ପଞ୍ଚଭୂତରେ ବିଲୀନ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି । ତାଙ୍କୁ ହରାଇ ଓଲିଉଡ୍ ସ୍ତବ୍ଧ । ବିଜୟଙ୍କ ବିୟୋଗରେ ଓଲିଉଡ କଳାକାରଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ଦେଖିବା…
Archives


