ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ
ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ଚଳିତ ଥର ପାସ୍ ହାର ୭୪.୯୫ ପ୍ରତିଶତ ରହିଛି । ନୟାଗଡ ଜିଲାରେ ସବୁଠୁ ଅଧିକ ପାସହାର ରହିଥିବା ବେଳେ ସବୁଠୁ ପଛରେ ରହିଛି ଦେବଗଡ ଜିଲା । ନୟାଗଡରେ ୮୮.୭୦ପ୍ରତିଶତ…
କିଭଳି ବୃଦ୍ଧି ହେବ ଶରୀରର ଓଜନ | How to Gain Weight Fast
ଆଜିର ଏହି ଏପିସୋଡ ସେମାନଙ୍କ ପାଇଁ ଯିଏ ଶରୀରର ଓଜନ ବଢାଇବାକୁ ଚାହୁଁଛନ୍ତି । ଶରୀର ଓଜନ ବଢାଇବା ଏବଂ ସଠିକ୍ ଭାବେ ଓଜନ ବଢିବା ଏହା ଦୁଇ ପ୍ରକାର ହୋଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ଓଜନ ବୃଦ୍ଧି…
ଜାଣନ୍ତୁ କେବେ ପୁଣି ପଡିଆକୁ ଓହ୍ଲାଇବେ ମାହି
ଆଜିର ଏପିସୋଡରେ ଦେଖିବା – * କେମିତି ଧୋନୀଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ରନ ଆଉଟରୁ ଆରମ୍ଭ ଓ ରନ ଆଉଟରେ ଶେଷ * ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ କେବେ ପଡିଆକୁ ଓହ୍ଲାଇବେ ମାହି * କିଏ…
ଧୋନୀଙ୍କ ଅବସର ଘୋଷଣା ପରେ କ’ଣ କହୁଛନ୍ତି ପବ୍ଲିକ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି । ମାହିଙ୍କ ଏଭଳି ନିଷ୍ପତି ପରେ ତାଙ୍କ ପ୍ରଶଂସକ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି ଧୋନି ଆଉ କିଛି ଦିନ ଟିମରେ…
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଧୋନୀ ଓ ରାଇନା
ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୁରେଶ ରାଇନା ମଧ୍ୟ ଅବସର ଘୋଷଣା କରିଛନ୍ତି । ପୂର୍ବଭଳି ଧୋନୀ ଓ ରାଇନା ଆଇପିଏଲ ମ୍ୟାଚ…
ଆଜି ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ
ସାରା ଦେଶ ଆଜି ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ପଲ୍ଲୀରୁ ଦିଲ୍ଲୀ ସବୁଠି ଉଡିଛି ଜାତୀୟ ପତାକା । ରାଜଧାନୀ ଭୁବନେଶ୍ୱରରେ କରୋନା କଟକଣା ମଧ୍ୟରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ…
ଦର୍ଶକଙ୍କ ଅକ୍ରୋଶର ଶିକାର ସଡକ -୨ ର ଟ୍ରେଲର
ଏହି ଏପିସୋଡରେ ଦେଖିବା କାହିଁକି ବିବାଦ ଘେରରେ ଫିଲ୍ମ ଗୁଞ୍ଜନ ସକ୍ସସେନାଙ୍କ ବାୟୋପିକ୍ । ସଞ୍ଜୟ ଦତ୍ତଙ୍କୁ କାହିଁକି ଆମେରିକା ଚିକିତ୍ସା ଲାଗି ଯିବାରେ ଅସୁବିଧା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ…
ବାବୁ ମହଲ: ଅଗଷ୍ଟ ୧୫
‘ଅଗଷ୍ଟ ୧୫’ ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିନ। ୧୯୪୭ ଅଗଷ୍ଟ ୧୫ ତାରିଖ ରେ ଆମ ଦେଶ ସ୍ବାଧୀନ ହୋଇଥିଲା, ଅନେକ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବାଜି ଲଗେଇ ଆମ ଦେଶକୁ ସ୍ବାଧୀନ କରାଇଥିଲେ। ଏଥର…
କରୋନା ପାଇଁ ଟୁଇନ ସିଟିର ମଣ୍ଡପରେ ଗଣେଷ ପୂଜା ମନା
କରୋନା ପାଇଁ ଟୁଇନ ସିଟିରେ ଏଥର ମଣ୍ଡପରେ ପୂଜା ଉପରେ ଲାଗିଲା କଟକଣା । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର ଆଗୁଆ ପଦକ୍ଷେପ…
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ; ପାସ୍ ହାର ୭୦.୨୧ ପ୍ରତିଶତ
ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ । ଏ ବର୍ଷ ମୋଟ ୯୭ ହଜାର ୩୭୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୬୮ ହଜାର ୩୭୪ ଜଣ ପାସ କରିଛନ୍ତି । ପାସ୍ କରିଥିବା ଛାତ୍ରୀଙ୍କ ପାସ୍…
ଧୋନୀଙ୍କ ହେଲମେଟରେ କାହିଁକି ନଥାଏ ତ୍ରିରଙ୍ଗା ଚିହ୍ନ
ସ୍ପୋର୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା – *ଧୋନୀଙ୍କ ହେଲମେଟରେ କାହିଁକି ନଥାଏ ତ୍ରିରଙ୍ଗା ଚିହ୍ନ *କେଉଁ ପରିସ୍ଥିତିକୁ ନେଇ ସୌରଭ ଗାଙ୍ଗୁଲି କହିଲେ ଆର୍ଥିକ ସଂକଟ ସୃଷ୍ଟି ହେବ ନାହିଁ *କାହାକୁ ବିବାହ କରିବେ ଚହଲ *ଆଇପିଏଲର ପ୍ରାୟୋଜକ ହେବ…
୧୨ରେ ପ୍ରକାଶ ପାଇବ +୨ ବିଜ୍ଞାନ ରେଜଲ୍ଟ
ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ୧୨ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି…
Archives


