Video

ପୁରୁଣା ଗାଡି ଥିଲେ ସାବଧାନ !

୨୦୨୨ ଏପ୍ରିଲ୍ ପରଠାରୁ ଆଉ ୨୦ ବର୍ଷରୁ ଅଧିକ ପୁରୁଣା ଗାଡିକୁ ଚଳାଇ ହେବ ନାହିଁ । ବଜେଟ୍‌ରେ ସରକାର ନୂଆ ସ୍କ୍ରାପ ନୀତି ଆଣିଛନ୍ତି । ଏହିନୀତି ଆସନ୍ତା ୨୦୨୨ ଏପ୍ରିଲ ମାସରୁ ଦେଶରେ ଲାଗୁ ହେବାକୁ ଯାଉଛି...

କେମିତି କରିବେ ଆଧାର ସହ ନମ୍ବର ଅପଡେଟ

ଯଦି ଆପଣଙ୍କ ଆଧାର କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ ହୋଇ ନାହିଁ , ସେମାନଙ୍କ ପାଇଁ ଏହି ସୂଚନା ଅଧିକ ଜରୁରୀ । ଏବେ ବିନା କୌଣସି ଡକ୍ୟୁମେଣ୍ଟରେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ କରି ପାରିବେ । ଏନେଇ...

ବିଶ୍ୱ କର୍କଟ ଦିବସ, ବିପଦରେ ମହିଳା

ଆଜି ବିଶ୍ୱ କର୍କଟ ଦିବସ। ବିଶ୍ୱ ସ୍ତରରେ ଏହି ଦିବସ ପାଳନ କରାଯାଉଥିବା ବେଳେ ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସର୍ଭାଇକାଲ କ୍ୟାନ୍ସରର କାରଣ ଏବଂ ଏହାର ନିରାକରଣକୁ ନେଇ ଜାଣିବା ଅଧିକ କିଛି ଆଜିର ଏହି...

ଏଠାରେ ସୁଟିଂ କରିବାକୁ ଡରନ୍ତି ଅମିତାଭ୍ ବଚ୍ଚନ

ମୁମ୍ବାଇର କୋଲାବାରେ ଥିବା ମୁକେଶ ମିଲ୍ ଇଣ୍ଡିଆରେ ଥିବା ହଣ୍ଟେଡ୍ ପ୍ଲେସ୍ ମଧ୍ୟରୁ ଗୋଟିଏ । ଯାହାଏବେ ହରର ମୁଭି ସୁଟ୍ ହେଉଥିବା ଏକ ହଣ୍ଟେଡ୍ ଲୋକେସନ୍। ଏହି ଯାଗାରେ ଏମିତି କିଛି ଘଟେ, ଯୋଉଥି ପାଇଁ ଇଣ୍ଡିଆର ବଡବଡ...

କ’ଣ ଶସ୍ତା ହେଲା, କ’ଣ ମହଙ୍ଗା

ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଦଶନ୍ଧିର ପ୍ରଥମ ପେପରଲେସ ବଜେଟ୍‌ ଉପସ୍ଥାପନ ହୋଇଛି। ବଜେଟରେ କ’ଣ ଶସ୍ତା ହୋଇଛି ଆଉ କ’ଣ ମହଙ୍ଗା, ଆସନ୍ତୁ ଜାଣିବା

୨୦୨୧-୨୨ ବଜେଟ : ବୟସ୍କଙ୍କୁ ଟ୍ୟାକ୍ସ ଛାଡ଼

ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୟାକ୍ସ କ୍ଷେତ୍ରକୁ ନେଇ ବଡ ଘୋଷଣା କରିଛନ୍ତି। ଆୟକର ରିଟର୍ଣ୍ଣ ଛାଡ ପାଇଁ ନୂଆ ନିୟମ ଲାଗୁ ହୋଇଛି । ଟ୍ୟାକ୍ସ ଏବଂ ଅଡିଟ୍‌କୁ ନେଇ ଚଳିତ ବଜେଟ୍‌ରେ କ’ଣ ସବୁ...

ରେଳ ସେବା ପାଇଁ ଡାଏଲ୍ ୧୩୯

ଯାତ୍ରୀଙ୍କ ସୁବିଧା ପାଇଁ ଏବେ ରେଲୱେ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଏବେ ୧୩୯ ନମ୍ବରରେ ଯାତ୍ରୀ ସମସ୍ତ ଅଭିଯୋଗ କରି ପାରିବେ । ଏଥିପାଇଁ ଆଉ ଯାତ୍ରୀଙ୍କୁ ଭିନ୍ନଭିନ୍ନ ନମ୍ବର ଲଗାଇବାକୁ ପଡିବ ନାହିଁ ।...

ଇଦରେ ରିଲିଜ ହେବ ୨ ଧମାକାଦାର ଫିଲ୍ମ

ଏଥର ‘ସିନେ ଝଲକ’ରେ ଦେଖିବା – * ଜାଣନ୍ତୁ କେବେ ରିଲିଜ ହେବ କେଜିଏଫ-ଚାପ୍ଟର ୨ * ଇଦରେ ରିଲିଜ ହେବ ୨ ଧମାକାଦାର ଫିଲ୍ମ * ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା * ‘ଫୌଜି କଲିଂ’...

ବାବୁ ମହଲ: ଆଖୁ ଟ୍ରକରେ ସନିଆ

ଆଖୁ ଖାଇବାକୁ କାହାକୁ ବା ଭଲ ନ ଲାଗେ, ହେଲେ ଖଣ୍ଡେ ଆଖୁ ପାଇଁ ସନିଆ କିପରି ଅସୁବିଧାରେ ପଡ଼ିଛି ତାହା ଏହି ଭିଡ଼ିଓ ମାଧ୍ୟମ ରେ ଦର୍ଶାଯାଇଛି । ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ‘ଆଖୁ ଟ୍ରକରେ...

ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି କରୋନା ସଙ୍କଟ ଏବଂ କୃଷକଙ୍କ ଆନ୍ଦୋଳନ ସମୟରେ ଏହି ବଜେଟ ଅଧିବେଶନ...

ଫିଲ୍ମରେ ଦେଶଭକ୍ତି

ଆମ ଦେଶର ସ୍ୱାଧୀନତା ଓ ସ୍ୱୀଧୀନତା ମିଳିବା ପଛରେ ରହିଥିବା ଇତିହାସ ସମ୍ପର୍କରେ ଆମେ ସଭିଏଁ ଜାଣିଛେ। ହେଲେ ଆପଣ ଜାଣିଛନ୍ତି କି ସ୍ୱାଧୀନତା ଆଣିବା ପାଇଁ ଅନେକ ବୀରତ୍ୱଙ୍କୁ ବଳିଦାନ ଦେବାକୁ ପଡିଛି। ଦେଶଭକ୍ତି ଏବଂ ବୀର ପୁରୁଷଙ୍କ...

ଦିନକ ପାଇଁ ହେବେ ମୁଖ୍ୟମନ୍ତ୍ରୀ

ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ। ଜାନୁଆରୀ ୨୪ ତାରିଖ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ସୃଷ୍ଟି। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସ୍ୱୀକୃତି ଦେଇଛନ୍ତି। ହରିଦ୍ୱାରର ଦୌଲତପୁରରେ ସୃଷ୍ଟି ବିଏସଏସ ପିଜି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri