ବଜେଟ ୨୦୨୧- ୨୨
ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧ -୨୨ ବର୍ଷ ପାଇଁ ବଜେଟ୍ ଘୋଷଣା କରିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ଏଥର ପେପରଲେସ୍ ବଜେଟ୍ ଉପସ୍ଥାପିତ ହୋଇଛି । କୋଭିଡ…
ଫାଶୀ ପାଇବେ ସବନମ୍!
ଜଣେ ଝିଅ ଭଲପାଇବାରେ ଏଭଳି ଅନ୍ଧ ହୋଇଯାଇଥିଲେ ଯେ ନିଜ ପରିବାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ବି ପଛାଇନଥିଲେ । ଏ ହତ୍ୟାକାଣ୍ଡ ଏଭଳି ଘଟିଥିଲା ଯେ ଯାହାକୁ କେହି କେବେ ବି କଳ୍ପନା କରିନଥିଲେ ।…
ବାବୁ ମହଲ: ଶଗଡ଼ ଗାଡ଼ି | Babu Mahal #73 : ‘Sagada Gaadi’
ବଜାରରେ ଏବେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହେଇ ବଢି ଚାଲିଛି, ଯାହାଦ୍ଵାରା ଲୋକମାନେ ଅନେକ ହଇରାଣ ହରକତ ହେଉଛନ୍ତି। ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ‘ଶଗଡ଼ ଗାଡ଼ି’।
ବାଇକରେ ଭୁବନେଶ୍ୱରରୁ କୋଟିଆ – ଗ୍ରାଉଣ୍ଡ ରିପୋର୍ଟ
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ତେବେ କୋଟିଆରେ କିଭଳି ରହୁଛନ୍ତି ଲୋକେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାକୁ ପହଞ୍ଚିଥିଲା ଧରିତ୍ରୀ ଲାଇଭ ଟିମ୍। ତେବେ ଚାଲନ୍ତୁ ଦେଖିବା…
ବସ ଡ୍ରାଇଭରଙ୍କ ପୁଅ ୟସ୍
ମସିହା ୨୦୨୮, ଫ୍ୟାନ୍ସ ମାନଙ୍କ ନଜରକୁ ଆସିଥିଲେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ସୁପରଷ୍ଟାର । ଏହି ସୁପରଷ୍ଟାରଙ୍କ ନାଁ ଥିଲା ୟସ୍ । ୨୦୧୮ରେ ରିଲିଜ ହୋଇଥିବା କେଜିଏଫ୍ ଚାପ୍ଟର-୧ ୟସ୍ ଙ୍କୁ ରାତାରାତି ସୁପରଷ୍ଟାର କରିବା ସହ ସଫଳତାର…
ବାବୁ ମହଲ: ସନିଆର ଖଡ଼ି ଛୁଆଁ
ସାଧାରଣତଃ ଛୋଟ ପିଲାମାନଙ୍କର ପାଠପଢିବା ପୂର୍ବରୁ ଖଡ଼ିଛୁଆଁ ହୋଇଥାଏ, କିନ୍ତୁ ଆଜିର ଭିଡ଼ିଓରେ ସନିଆ ର ଖଡ଼ିଛୁଆଁ କରି କିପରି ହଇରାଣର ସମ୍ମୁଖୀନ ହେବାକୁ ପଡିଛି ତାହା ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର ବାବୁ ମହଲ ର ପ୍ରସଙ୍ଗ…
କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ
ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ। ମାଷ୍ଟରକ୍ୟାଣ୍ଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ। ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା…
ଭାରତରେ ଜହ୍ନ ରାଇଜ
କଶ୍ମୀରରେ ରହିଛି ଏମିତି ଏକ ସ୍ଥାନ ଯାହାକି ଜହ୍ନ ରାଇଜ ଠାରୁ କିଛି କମ୍ ନୁହେଁ। ଏହି ସ୍ଥାନ ମୁନ୍ଲ୍ୟାଣ୍ଡ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ବିଭିନ୍ନ ପ୍ରାନ୍ତରୁ ଆସିଥାନ୍ତି। ଜମ୍ମୁ କଶ୍ମୀର ଠାରୁ ୧୨୭ କିଲୋମିଟର ଦୂରରେ…
ହିମାଳୟ ବିପଦରେ
କଥାରେ ଅଛି ପ୍ରକୃତି ଯେତେବେଳେ ତା ତାଣ୍ଡବ ରଚିବା ଆରମ୍ଭ କରିଦିଏ ସେତେବେଳେ ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଥାଏ । ଠିକ ଯେମିତି ଏଇ ନିକଟରେ ଉତ୍ତରାଖଣ୍ଡରେ ପ୍ରକୃତି ଦେଖାଇଲା ତାର କରାଳ ରୂପ । ଗ୍ଲେସିୟର…
ପାଣିରେ ଉଡିବ ସାଟେଲାଇଟ୍
ନାସା ପକ୍ଷରୁ ଏମିତି ଏକ ସାଟେଲାଇଟ୍ ଏବେ ନିର୍ମାଣ କରିବାକୁ ଯୋଜନା ହେଉଛି , ଯେଉଁ ସାଟେଲାଇଟ୍ ଉଡିବା ପାଇଁ ଇନ୍ଧନ ଭାବେ ପାଣିକୁ ବ୍ୟବହାର କରାଯିବ। ନାସା ପକ୍ଷରୁ କରାଯାଉଥିବା ଏହି ପ୍ରଚେଷ୍ଟା ଯଦି ସଫଳ ହୁଏ ତେବେ ଇନ୍ଧନ…
କାହାଣୀ ଫଟୋ ଫ୍ରେମ୍ର
ସରୋଜ ବାବୁ ଜଣେ ସରକାରୀ କର୍ମଚାରୀ । ସରକାରୀ ଚାକିରିଆଙ୍କ କଥା ତ ଆପଣମାନେ ଭଲଭାବେ ଜାଣିଥିବେ । ରବିବାର କୁ ଛାଡି ଦେଲେ ବାକି ସମୟ ଅଫିସ ଆଉ ଚା ଖଟିରେ କଟେ । ସ୍ତ୍ରୀ ଆଉ ପିଲାଙ୍କ ପାଇଁ…
ଆଇପିଏଲ ଖେଳିବେ ଅର୍ଜ୍ଜୁନ ତେନ୍ଦୁଲକର
ଆଜିର ଏପିଷୋଡ଼ରେ ଦେଖିବା: * ମଜବୁତ ସ୍ଥିତିରେ ରହିଛି ଇଂଲଣ୍ଡ ଟିମ, ଜୋ ରୁଟଙ୍କ ଗୋଡ଼ ଟାଣିଲେ ବିରାଟ * ତେନ୍ଦୁଲକରଙ୍କ ଚିତ୍ରରେ କାହିଁକି କାଳି ବୋଳିଲେ କଂଗ୍ରେସ କର୍ମୀ * ଆଇପିଏଲ ପାଇଁ ପ୍ରସ୍ତୁତ ହେଉଛନ୍ତି ଅର୍ଜୁନ ତେନ୍ଦୁଲକର *…
Archives


