Video

ଖାଁ ଖାଁ ବଡଦାଣ୍ଡ

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ବଡଦାଣ୍ଡ ଖାଁ ଖାଁ ରହିଛି। କେବଳ ପୋଲିସ କର୍ମଚାରୀ ଓ ସେବାୟତ ମାନଙ୍କୁ ଛାଡି ଦେଲେ ଆଉ କାହାକୁ ଅନୁମତି ନାହିଁ। ସହରର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ…

କାନ୍ଦିକାନ୍ଦି କହିଲେ ପ୍ରଭୁ ରକ୍ଷାକର

ଭାବ ବିହ୍ୱଳ ହୋଇ ପଡିଲେ ଶ୍ରଦ୍ଧାଳୁ। ଦୁଇ ବର୍ଷ ହେଲା ଭଗବାନଙ୍କ ଏହି ନୀତିକାନ୍ତି ଦେଖିନଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ। କେମିତି ସେମାନେ ତାଙ୍କ କାଳିଆ ସାଆନ୍ତଙ୍କୁ ଦେଖିବେ ଗଜ ବେଶରେ। ଭଗବାନଙ୍କୁ ନିବେଦନ କରି କହିଲେ ‘ହେ ପ୍ରଭୁ ଏ…

ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରୀତିନୀତି ସହ ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ବିନା ଭକ୍ତରେ ଆୟୋଜିତ ହେଉଛି ସ୍ନାନଯାତ୍ରା।  

ଯୋଗ ପାଇଁ ସୁସ୍ଥତା

ଯୋଗ ଜୀବନର ଏକ କଳା। ଯୋଗ ଆମ ଦେହ ମନ ସହିତ ଜଡିତ ସମସ୍ତ ରୋଗକୁ ଦୁରେଇଥାଏ। ଫିଟନେସ୍ ପାଇଁ ହେଉ କି ମାନସିକ ଶାନ୍ତି ପାଇଁ ହେଉ ଏହା ସମସ୍ତଙ୍କ ଭିତରେ ଲୋକ ପ୍ରିୟ।

ବିଦାୟ ତପୁ ମିଶ୍ର

ଆଉ ଶୁଭିବନି ତପୁଙ୍କ ସେହି ସୁମଧୁର ସ୍ୱର । ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଥିଲେ ତପୁ ମିଶ୍ର । ଦୀର୍ଘ ବର୍ଷ ହେବ ସେ ଏହି ସମଧୁର କଣ୍ଠରେ ଗୀତ ଗାଇ ଦର୍ଶକଙ୍କ ମନକୁ ଛୁଇଁପାରିଥିଲେ…

ବିଶ୍ୱ ପିତୃ ଦିବସ

ବାପା ! ଏଇ ନାଁ ଟି ସହ ଆମର ପିଲାବେଳରୁ ହିଁ ସମ୍ପର୍କ ରହିଛି। ପିଲାବେଳୁ ଆଜି ଯାଏଁ ଯାହାଙ୍କ ସାହାରାରେ ଆମେ ବାଟ ଚାଲି ଆସିଛେ, ଯାହାଙ୍କ ଆଦର୍ଶ ଆମକୁ ଆଗକୁ ବଢିବାକୁ ସାହସ ଦେଇଥାଏ, ଯାହାଙ୍କ ପ୍ରତି କଥାରେ…

Sports Roundup : ଆଜି ଭାରତ-ନ୍ୟୁଜଲାଣ୍ଡ ଫାଇନାଲ ଟେଷ୍ଟ

ଆଜିର ଏପିସୋଡରେ ଦେଖିବା – *ଆଜି ଭାରତ-ନ୍ୟୁଜଲାଣ୍ଡ ଫାଇନାଲ ଟେଷ୍ଟ *ଟୋକିଓ ଅଲମ୍ପିକ୍ସ ପାଇଁ ୨ ଓଡ଼ିଆଙ୍କୁ ମିଳିଲା ଟିକେଟ *ଐତିହାସିକ ଫାଇନାଲ ପାଇଁ ଟିମ୍ ଇଣ୍ଡିଆ ଏକାଦଶ ଘୋଷିତ *ମିତାଲୀ ଓ ଝୁଲଣ ଏକାଠି ଭାଙ୍ଗିଲେ ଗାଙ୍ଗୁଲି, ଡ୍ରାଭିଡ ଓ…

ଲକଡାଉନକୁ ନେଇ ବଡ଼ ଘୋଷଣା

ଲକଡାଉନକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟସରକାର । ଜୁଲାଇ ୧ ପର୍ଯ୍ୟନ୍ତ ରାଜ୍ୟରେ କଟକଣା ବଳବତ୍ତର ରହିବ । ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏ ନେଇ ଆଜି…

ଲକଡାଉନରେ ରଜ

ବରଷକେ ଥରେ ଆସିଛି ରଜ । ରଜ ଆସିଲେ କୁଆଁରୀମାନଙ୍କ ମନରେ ଭରିଯାଏ ଆନନ୍ଦ । ହେଲେ ଏଥର କରୋନା କଟକଣା ଯୋଗୁଁ ରଜ ମଉଜ ଫିକା ପଡିଛି । ଘରେ ରହି ରଜ ପାଳୁଛନ୍ତି କୁଆଁରାମାନେ । ତେବେ କୁଆଁରୀମାନେ…

ଆଜି ପହିଲି ରଜ

ଓଡ଼ିଆରେ କଥା ଅଛି ବାର ମାସରେ ତେର ପର୍ବ । ଏଥିରୁ ରଜ ପର୍ବ ତ ସବୁଠୁ ନିଆରା । ବରଷରେ ଥରେ ଆସେ ରଜ । ଏଇ ରଜ ଗାଁ ଦାଣ୍ଡଠୁ ଆରମ୍ଭ କରି ସହର ବଜାରରେ ନିଆରେ ଭାବେ…

ପାନ୍ଥ ନିବାସରେ ରଜ ଉତ୍ସବ

ରାତି ପାହିଲେ ପହିଲି ରଜ । ଆଜି ସଜବାଜ । କିନ୍ତୁ ସବୁଠି ଖାଁ ଖାଁ ପରିବେଶ । ଭୁବନେଶ୍ୱର ପାନ୍ଥନିବାସରେ ନିରାଡମ୍ବର ଭାବରେ ପାଳନ ହେବ ରଜ । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରତିକାତ୍ମକ ରଜଦୋଳି କରାଯାଇଛି…

ବାବୁ ମହଲ: ରଜ ମଉଜ

ଆମ ରାଜ୍ୟ ଓଡ଼ିଶାରେ ରଜ ପର୍ବର ରହିଛି ଏକ ସ୍ୱତନ୍ତ୍ର ବିଶେଷତ୍ୱ। ଗାଁ ଠାରୁ ସହର, ପିଲା ଠାରୁ ବୟସ୍କ ସଭିଏଁ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଦୋଳି ଖେଳ, ପିଠା ପଣା, ରଜ ପାନ ଆଦି ଏହି ପର୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri