Video

ବସ୍ ଚାଲିବାକୁ ଲକ୍ଷେ ଟଙ୍କା ଦରକାର

ଲକ୍ଷେ ଟଙ୍କା ନହେଲେ ବସ୍ ଚାଲିବନି । ସରକାରଙ୍କ ନିକଟରେ ଆମେ ଦାବି ରଖିବୁ । ଦାବି ନମାନିଲେ ବସ୍ ଗୁଡିକ ଖତ ହେବ । ବସ୍କୁ ରାସ୍ତାରେ ଚଳାଇବା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ସରକାର ବସ୍ ପ୍ରତି…

୨୪ଘଣ୍ଟାରେ ପୃଥିବୀରେ ମାଡ ହେବ ସୌରଝଡ!

ଶକ୍ତିଶାଳୀ ସୌରଝଡ ଦ୍ରୁତ ଗତିରେ ପୃଥିବୀ ଆଡକୁ ମାଡି ଆସୁଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ କରିବା ଆକଳନ କରାଯାଉଛି । ଏହାର ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେଶନ, ମୋବାଇଲ ଫୋନ୍ ସିଗନାଲ…

ଆଗେଇ ଚାଲିଛି ନନ୍ଦିଘୋଷ

ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶେଷରେ ଭାଇ ଭଉଣୀଙ୍କ ପଛେ ପଛେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ଆଗେଇ ଚାଲିଛି ନନ୍ଦିଘୋଷ ରଥ । ଭକ୍ତଙ୍କ ଭାବରେ ବନ୍ଧା କାଳିଆ ଠାକୁର । ଠାକୁରଙ୍କ ଏହି ଲୀଳା ପାଇଁ…

ଗଡିଲା ଭଉଣୀ ସୁଭଦ୍ରାଙ୍କ ରଥ | Rath Yatra 2021 | Dharitri Live

ନୀତି ସମ୍ପର୍ଣ୍ଣ ହେବା ପରେ , ଆଗେଇ ଚାଲିଛି ସୁଭଦ୍ରାଙ୍କ ଦର୍ପଦଳନ ରଥ । ଘଣ୍ଟର ଘରଘର ନାଦରେ ରଥକୁ ଆଗେଇ ନେଉଛନ୍ତି ସେବାୟତ । ବଳଭଦ୍ରଙ୍କ ରଥ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ରହିଛି ଭଉଣୀ ସୁଭଦ୍ରାଙ୍କ ରଥ…

ଗଡିଲା ତାଳଧ୍ୱଜ ରଥ

ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଗଡିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । କୋଭିଡ କଟକଣା ସହିତ ସେବାୟତ ମାନେ ରଥକୁ ଟାଣିଟାଣି ନେଉଛନ୍ତି । ସମସ୍ତ ନୀତିକାନ୍ତି ଶେଷ ହେବା ପରେ ବଡଭାଇଙ୍କ ରଥ ଗଡିଛି ଶ୍ରୀଗୁଣ୍ଡିଚା ମନ୍ଦିର…

ଯେଉଁଠି ନାଚିଲେ ଜଗା ଦେଖିବ

୩୫ ବର୍ଷ ହେଲା ମୁଁ ପହଣ୍ଡି ବିଜେରେ ନୃତ୍ୟ କରି ଆସୁଛି । କୋଭିଡ୍ କଟକଣା ପାଇଁ ମୁଁ ନାଚି ପାରୁନି । ବିଶ୍ୱାସ ଅଛି ମୁଁ ଯେଉଁଠି ନୃତ୍ୟ କଲେ ମଧ୍ୟ ସେ ଦେଖି ପାରିବେ । ସେ ପରା…

ମହାବାହୁଙ୍କ ଘୋଷଯାତ୍ରା: ଛେରାପହଁରା କରିବେ ଗଜପତି

ପହଣ୍ଡି ଶେଷ ହେବା ପରେ ରଥାରୁଢ ହୋଇଛନ୍ତି ତିନି ଠାକୁର। ଦେବଦଳନରେ ଦେବୀ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ଓ ନନ୍ଦିଘୋଷରେ କାଳିଆ ଠାକୁର। ଏବେ ଆରମ୍ଭ ହେବ ଛେରାପହଁରା ନୀତି। ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାବା ଭୈରବ। ବିଶ୍ୱବାସୀଙ୍କୁ ମହାସଙ୍କଟରୁ…

ରଥଯାତ୍ରା: ସରିଲା ପହଣ୍ଡି

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବଦଳନ ରଥରେ ସ୍ଥାପନା କରାଯାଇଛି । ପରେ ବଡଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଆସି ରଥାରୁଢ କରାଯାଇଥିଲା । ଶେଷରେ ଝୁଲିଝୁଲି ଆସିଥିଲେ ଭାବ ବିନୋଦିଆ କାଳିଆ ଠାକୁର ।   Rath Yatra sans devotees…

ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ରହସ୍ୟ – ମହାବାହୁଙ୍କ ଅଧା ବିଗ୍ରହର କାହାଣୀ

ଯିଏ ରୁହନ୍ତି ଉଜ୍ୱଳ ଆଲୋକରେ, ଅନ୍ଧକାରରେ. ଆମେ ଉଚ୍ଚାରଣ କରୁଥିବା ଶଦ୍ଧରେ। ଯିଏ ରୁହନ୍ତି ବ୍ରାହ୍ମାଣ୍ଡର ଶୂନ୍ୟତାରେ, ପୃଥିବୀର ପରିପୂର୍ଣ୍ଣତାରେ, ସାଧୁର ରୁଦ୍ରାକ୍ଷରେ, ଛୋଟେଇ ଛୋଟେଇ ଚାଲୁଥିବା ଲୋକଙ୍କ ଆଶାବାଡି ରେ । ଜନ୍ମ, ମୃତ୍ୟୁ, ଜୀବନ, ଯୌବନ, ସୁଖ, ଦୁଃଖ,…

ତୃତୀୟ ଲହର ପାଇଁ ଦାୟୀ ହେବେ କିଏ ?

ଗତ ଦେଢ ବର୍ଷରୁ ଅଧିକ ସମୟ ହେଲାଣି କରୋନା ମହାମାରୀ ସହିତ ଲଢେଇ କରୁଛି ବିଶ୍ୱ । ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ବଢୁଛି ଚିନ୍ତା । ଦେଶରେ ମହାମାରୀର ପ୍ରଥମ ଅପେକ୍ଷା ଦ୍ୱିତୀୟ…

୨ ଆହତ ଯବାନଙ୍କୁ ଏୟାର ଲିଫ୍ଟ କଲେ ଡିଜି

କନ୍ଧମାଳରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆଜି ଡିଜିପି ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରିଛନ୍ତି । ମାଓବାଦୀ ଲୁଚିଥିବା ଖବର ପାଇ କମ୍ବିଂ ଅପରେସନ ଆରମ୍ଭ…

ଜିକା ଭାଇରସ୍ ଚିହ୍ନଟ

କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ । କେରଳରେ ବ୍ୟାପିଛି ଜିକା ଭାଇରସ୍ । ଦକ୍ଷିଣାଞ୍ଜଳ କେରଳରେ ଚିହ୍ନଟ ହୋଇଛନ୍ତି ୧୩ରୁ ଅଧିକ ସଂକ୍ରମିତ । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ରାଜ୍ୟରେ ଏବେ ଜିକା ଭାଇରସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri