Video

ଖୋଲିଲା ମଲ୍

ଅଗଷ୍ଟ ଗାଇଡ୍‌ଲାଇନ୍ ଆସିବା ପରେ ମଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ସପ୍ତାହାନ୍ତ ଶଟ୍‌ଡାଉନ୍ ଜାରି ରହିଥିବାରୁ ଆଜିଠାରୁ ଖୋଲିଛି ମଲ୍। ତେବେ ଦୀର୍ଘ ଦିନ ପରେ ମଲ୍ ଖୋଲିବା ପରେ ଦେଖନ୍ତୁ କିଭଳି ରହିଛି ବ୍ୟବସ୍ଥା…  …

ବନ୍ଧୁତ୍ୱ ଦିବସ

ଆଜି ହେଉଛି ବନ୍ଧୁ ପାଇଁ ଦିନଟିଏ । ବନ୍ଧୁଙ୍କ ନିଃସ୍ୱାର୍ଥପର ଭଲପାଇବା ପାଇଁ ଆଜି ବିଶ୍ୱ ପାଳୁଛି ଏହିଦିନ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ବନ୍ଧୁଙ୍କୁ ମନେପକାଇ ନିଜ ସ୍ମୃତିକୁ ଉଜ୍ଜୀବିତ କରନ୍ତି। ବନ୍ଧୁତାର ଆଜିର ଦିନରେ ଦେଖନ୍ତୁ ବନ୍ଧୁଙ୍କୁ…

ଅଗଷ୍ଟ ଗାଇଡଲାଇନ୍‌

ଆସିଲା ଅଗଷ୍ଟ ଗାଇଡଲାଇନ୍‌ । ସାରା ରାଜ୍ୟରେ ରାତି ୮ ରୁ ସକାଳ ୬ ନାଇଟ୍ କଫ୍ୟୁ । ପୁରୀ, କଟକ, ଖୋର୍ଦ୍ଧା ଜିଲାରେ ସପ୍ତାହନ୍ତ ଶଟଡାଉନ୍ ଜାରି ରହିବ । ମଲ୍ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଛି।

ସେ ଧୂଆଁ ଛଡା ଗାଡିତ ଆସୁନି

ରାଜଧାନୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୩୦ ରୁ ଅଧିକ ଲୋକ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଦେଖିବା ଭୁବନେଶ୍ୱର ଶୈଳଶ୍ରୀ ବିହାରରେ କେମିତି ରହିଛି ସ୍ଥିତି

କୋଟିଏ ଲୁଟିଥିଲେ କାମବାଲି

କାମବାଲିଙ୍କ କଳାକାରନାମା । କାମ କରୁଥିଲେ ଲୁଟିନେଲେ କୋଟିଏ । ଦିଲ୍ଲୀରୁ ଅଳଙ୍କାର ଲୁଟି ଭୁବନେଶ୍ୱରରେ ଲୁଚିଥିଲେ ପୋଲିସ୍ ଗିରଫ କରିଛି । ଯାହାଙ୍କ ଚୋରୀ କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ ।

ଶୂନ୍ୟରେ ଠିଆ ହୋଇଛି ଖମ୍ବ | The Hanging Pillar of Lepakshi Temple

ଉତ୍କୃଷ୍ଟ କଳା ଓ ସ୍ଥାପତ୍ୟର ଦେଶ ହେଉଛି ଭାରତ। ଯାହାର ପ୍ରତିଟି କୋଣରେ ରହିଛି ନିଖୁଣ କାରୁକାର୍ଯ୍ୟର ସମ୍ଭାର। ଦର୍ଶକ ବନ୍ଧୁ ଦୁନିଆରେ ଏମିତି ଅନେକ ରହସ୍ୟମୟ ଦେବସ୍ଥାନ ରହିଛି। ଯେଉଁ ମନ୍ଦିର ପଛରେ ରହିଛି ଅନେକ ଅଲୌକିକ କଥା।  …

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

୨ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ । ଆଜି ଭୁବନେଶ୍ୱରରେ ମାଷ୍ଟରକ୍ୟାଣ୍ଟିନ୍ ଠାରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବଶତୃତାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ନିଶା କାରବାରକୁ ନେଇ…

ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ । ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୋପ୍ୟ ପଦକ । ସେପଟେ ଟୋକିଓ ଅଲିମ୍ପକ୍ସରେ ବିଜୟରୁ ଅଭିଯାନ…

ତାଣ୍ଡବ କରୁଛି ବର୍ଷା

କଥାରେ ଅଛି ପ୍ରକୃତି ଯେତେବେଳେ ତାଣ୍ଡବ ରଚିବା ଆରମ୍ଭ କରିଦିଏ । ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଯାଏ । ମଣିଷର ଆଧୁନିକ ଆବିଷ୍କାର ଓ ବିଜ୍ଞାନ ବି ହାରିଯାଏ ପ୍ରକୃତି ପାଖରେ । କାରଣ ପ୍ରକୃତି ସହ…

ମହିଳାଙ୍କୁ ମାଡି ବସିଲେ ପୋଲିସ ବାବୁ

ଉତ୍ତରପ୍ରଦେଶ ଦେହାତ ପୋଲିସର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ ପୋଲିସ କର୍ମଚାରୀ ଜଣେ ମହିଳାଙ୍କ ଉପରେ ମାଡି ବସିଛନ୍ତି । ଏହି ସମୟର ଏକ ଫଟୋକୁ ସମାଜବାଦୀ…

ରାଜଧାନୀରେ ଖୋଲିଲା ପାର୍ଲର

କରୋନା ସଂକ୍ରମଣ କମିବା ପରେ ରାଜ୍ୟରେ ଲକଡାଉନ କୋହଳ କରାଯାଇଛି । ଆଜିଠୁ ରାଜ୍ୟରେ ଖୋଲିଛି ବିୟୁଟି ପାର୍ଲର ଓ ସ୍ପା । ଦିର୍ଘ ଦିନ ଧରି ବନ୍ଦ ରହିବା ପରେ ପାର୍ଲର ଓ ସ୍ପା ଖୋଲିବାକୁ ସରକାରଙ୍କ ନିକଟରେ ଦାବି…

ଖୋଲିଲା ଜିମ୍

ରାଜ୍ୟରେ ଲକ୍‌ଡାଉନ୍ ସାମାନ୍ୟ କୋହଳ ହେବା ନେଇ ଗାଇଡଲାଇନ୍ ଆସିବା ପରେ ଆଜିଠାରୁ ପ୍ରାୟ ସବୁକିଛି ଟିକେ ଚଳଚଞ୍ଚଳ ହୋଇପଡିଛି । ଦୀର୍ଘଦିନ ପରେ ଗାଇଡଲାଇନ୍ ସହିତ ଖୋଲିଛି ଜିମ୍ । ଆଜି ପ୍ରଥମ ଦିନରେ ଜିମ୍ ରେ ପୂର୍ବଭଳି ଭିଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri