Uncategorized

ଆନ୍ଧ୍ରର ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନା ପଣ୍ଡ କଲା ଓଡ଼ିଶା

ପଟ୍ଟାଙ୍ଗି,୧୦ା୧୦(ଶରତ ଧଳ):ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ସରକାରୀ କର୍ମଚାରୀ ଓଡ଼ିଶାର ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ନିଜ ରାଜ୍ୟର ଚାଷୀଙ୍କ ପାଇଁ ଜଳ ସଂରକ୍ଷଣ ବନ୍ଧ ନିର୍ମାଣ ଯୋଜନାକୁ ଓଡ଼ିଶା ପଣ୍ଡ କରିଦେଇଛି। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କୋରାପୁଟ…

ମା’ପଞ୍ଚୁବରାହୀଙ୍କ ପୂଜକ କେବଳ ଦଳିତ ମହିଳା

କେନ୍ଦ୍ରାପଡ଼ା,୧୦ା୧୦(ଜଗନ୍ନାଥ ଧଳ): ମନ୍ଦିରର ଟ୍ରଷ୍ଟି ଭାବେ ମହିଳାଙ୍କୁ ଦେଖିବାକୁ ମିଳୁଛି। ମହିଳା ପୂଜକ ମନ୍ଦିରରେ ପୂଜା କରିବା ସାଧାରଣରେ ଦେଖିବାକୁ ମିଳେନାହିଁ। ତେବେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ପ୍ରସିଦ୍ଧ ପଞ୍ଚୁବରାହୀରେ କେବଳ ଦଳିତ ମହିଳାଙ୍କୁ ପୂଜକ ଭାବେ ସ୍ବୀକୃତି…

ଯୁବତୀଙ୍କୁ ଅସଦାଚରଣ, ହତ୍ୟା ଉଦ୍ୟମ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର,୮ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅସଦାଚରଣ ଏବଂ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ତ୍ରିବେଣୀନଗରର ଅଜୟ କୁମାର ମହାରଣା(୨୩)। ଅସଦାଚରଣ ଘଟଣାରେ ଅଜୟଙ୍କୁ ସହଯୋଗ କରିଥିବା ୨…

ପ୍ରାକୃତିକ ଶୋଭାର ଭଣ୍ଡାର: କେନ୍ଦୁଝର

କେନ୍ଦୁଝର ଜିଲାରେ ରହିଛି ଏଭଳି ଅନେକ ପର୍ଯ୍ୟଟନସ୍ଥଳୀ, ଯାହା ସାରା ବିଶ୍ବର ପର୍ଯ୍ୟଟକଙ୍କୁ ଆକୃଷ୍ଟକରି ଟାଣିଆଣେ ନିଜ ଆଡ଼କୁ। ଏହି ଜିଲାର ଘଟଗାଁରେ ରହିଛି ବିଶ୍ୱ ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିର। ତା’ସହିତ ସହର ଉପକଣ୍ଠରେ ରହିଛି ବଡ଼ ଘାଗରା ଓ…

ଓଡ଼ିଶା ଗସ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳ ୯ଟା ୫ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଭାଜପା ରାଜ୍ୟ କାର୍ଯ୍ୟାଳୟ…

ନାମ୍‌ ମେଁ କ୍ୟା ରଖା ହୈ

କଥାରେ ଅଛି ‘ନାଁ’ ଦେବେ ଓଡ଼ିଆ, ଡାକିବେ ବଙ୍ଗାଳି । ଜନ୍ମବେଳେ ବାଛି ବାଛି ପିଲାର ଯେଉଁ ସୁନ୍ଦର ନାଁଟି ରଖିଥିବେ ପ୍ରଥମେ ନିଜ ଲୋକ ତାକୁ ଅତି ସ୍ନେହରେ ଏମିତି ଡାକିବେ ଯେ ପିଲାଟି ବଡ଼ ହେଲା ପରେ ସାଙ୍ଗସାଥୀମାନଙ୍କ…

ମୁହଁ ନ ଖୋଲି ବି କରିହେବ କଥାବାର୍ତ୍ତା

ବେଳେବେଳେ ଏମିତି ପରିସ୍ଥିତି ଆସେ ଯେ, ଆପଣ ଜଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଥିବେ, ହେଲେ ପାଖରେ ଅନ୍ୟ ଲୋକ ଥିବାରୁ କହିପାରୁ ନ ଥିବେ। ଏମିତିରେ ଭାରି ବ୍ୟସ୍ତ ଲାଗେ। କଥା ଜରୁରୀ ହୋଇଥିଲେ ବି କହି ହେବ…

ଗାଁକୁ ପଠାଗଲା ଖେଳ ଶିକ୍ଷକଙ୍କ ମୃତଦେହ

ନବରଙ୍ଗପୁର,୨୮ା୯(ସଦାଶିବ ପ୍ରହରାଜ): ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଉମରକୋଟରୁ ଏକ ବସ୍‌ରେ ସ୍କୁଲ ପିଲାମାନେ ଯାଉଥିଲେ। ଉକ୍ତ ବସ୍‌ଟି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଖେଳ ଶିକ୍ଷକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଉମରକୋଟ ସ୍ବାମୀ ବିବେକାନନ୍ଦ…

ଦ୍ୱିତୀୟ ଦିନରେ କାରାଗାର କର୍ମଚାରୀଙ୍କ ଅନଶନ

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ ଲାଗୁ…

ଆରିନ୍‌ ଅନ୍ବେଷ ଚାମ୍ପିୟନ

ଭୁବନେଶ୍ୱର, ୨୬ା୯ (ବିଜୟ ରଣା): ସ୍ଥାନୀୟ ପଟିଆସ୍ଥିତ ସ୍ବୟମଶ୍ରୀ ଆକ୍ଟିଭିଟି ହବ୍‌ ଆନୁକୂଲ୍ୟରେ ସୁଭଦ୍ରା ବିଲ୍‌ଡିଂଠାରେ ରବିବାର ଦିନିକିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୟୋଲା ସ୍କୁଲର ଆରିନ ଅନ୍ବେଷ ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ସେ ୭ରାଉଣ୍ଡ…

ଭୁଲ୍‌ ଇଞ୍ଜେକ୍‌ଶନରୁ ଶିଶୁମୃତ୍ୟୁ ଅଭିଯୋଗ

ବରୀ,୨୫ା୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଭୁଲ ଇଞ୍ଜେକ୍‌ଶନ ଦେବାରୁ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବରୀ ବ୍ଲକ୍‌ ଅଧୀନ ଅଲିପୁର ଗ୍ରାମର ବିରଞ୍ଚତ୍ ଗେଡ଼ିଙ୍କ ଝିଅ ଅର୍ପିତା ଗେଡ଼ି(୪)। ଜ୍ୱର…

ମାଇଗ୍ରେନ୍‌ରୁ ମିଳିବ ମୁକ୍ତି

ମୁଣ୍ଡର ଏକ ନିର୍ଦ୍ଦିଷ୍ଟ ଭାଗ ବିନ୍ଧାହେଲେ ତାହା ମାଇଗ୍ରେନ୍‌ ବୋଲି କୁହାଯାଏ। ଏହି ସମସ୍ୟା କିଛି ମିନିଟ୍‌ କିମ୍ବା କିଛି ଘଣ୍ଟାରେ ଭଲ ହୋଇ ନ ଥାଏ। ବେଳେବେଳେ ୨ଦିନ ପର୍ଯ୍ୟନ୍ତ ଏହା ଭଲ ହୋଇ ନ ଥାଏ। ତେବେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri