Uncategorized

ଫାଇନାଲ ମ୍ୟାଚରେ ଆହତ ହେଲା ପରେ ଭୋ ଭୋ ହୋଇ କାନ୍ଦିଲେ ଲିଓନେଲ ମେସି

ମିଆମି,୧୫ା୭: କୋପା ଆମେରିକା ୨୦୨୪ ଫାଇନାଲ ମ୍ୟାଚରେ ଆହତ ହେବା ପରେ ନିଜର କୋହକୁ ସମ୍ଭାଳି ପରି ନାହାନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି। ମିଆମିର ହାର୍ଡ ରକ୍ ଷ୍ଟାଡିୟମରେ କଲମ୍ବିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଚାଲିଥିବା ମ୍ୟାଚର ୬୪ ତମ ମିନିଟରେ…

ଫେଲ୍‌ ମାରିଲା ରଣନୀତି, ଏନ୍‌ଡିଏ ସହ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀଙ୍କୁ ହରାଇ ଚର୍ଚ୍ଚାରେ ଥିବା ଶଙ୍କର ସିଂ କିଏ?

ପାଟନା,୧୩।୭: ଶନିବାର ୭ ରାଜ୍ୟର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ଆସିଛି। ଏଥିରେ ବିହାରର ରୁପୌଲି ଆସନର ଫଳାଫଳ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି। କାରଣ ଏଥିରେ ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂହ ଏନ୍‌ଡିଏ ଏବଂ ଇଣ୍ଡିଆ ପ୍ରାର୍ଥୀଙ୍କୁ ବଡ଼…

ଧୋକା ଦେଉଛି ନାମୀଦାମୀ କମ୍ପାନୀର ଧାନ ବିହନ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): ଚଳିତ ଖରିଫ ଚାଷ ପାଇଁ ଚାଷୀମାନେ ଧାନ ବିହନ ତଳି ପକାଇଥିଲେ। ହେଲେ ଆବଶ୍ୟକ ଗଜା ବାହାରିଲାନାହିଁ। କେଉଁଠି ୨୦ ପ୍ରତିଶତ ତ କେଉଁଠି ୩୦ପ୍ରତିଶନ ଗଜା ବାହାରିଛି। କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ଏହି…

ସେନା-ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କୀ ନିହତ

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଶନିବାର କୁଲଗାମ ଜିଲାରେ ହୋଇଥିବା ଏହି ଅପରେସନ୍‌ରେ ଦୁଇ ଯବାନ ଶହୀଦ ହୋଇଛନ୍ତି । ଏଥି ସହିତ ସୁରକ୍ଷାବଳଙ୍କ ଗୁଳିରେ ପାଖାପାଖି ୬ ଆତଙ୍କବାଦୀ…

ହାଥରସ୍‌ ଦୁର୍ଘଟଣା ପରେ ପ୍ରେମାନନ୍ଦ ମହାରାଜ ନେଲେ ବଡ଼ ନିଷ୍ପତ୍ତି

ମଥୁରା,୪।୭: ହାଥରସ୍‌ରେ ଦଳାଚକଟା ଘଟଣା ପରେ ପ୍ରେମାନନ୍ଦ ମହାରାଜ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସେ ମଥୁରାରେ କରୁଥିବା ରାତ୍ରିକାଳୀନ ପଦଯାତ୍ରାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ଏନେଇ ପ୍ରେମାନନ୍ଦ ମହାରାଜଙ୍କ ପକ୍ଷରୁ ଚିଠି ଜାରି କରି…

ଏଏମ୍‌ଏଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧ା୭: ଆକ୍ସିସ୍‌ ମ୍ୟୁଚୁଆଲ୍‌ ଫଣ୍ଡ (ଏଏମ୍‌ଏଫ୍‌) ର ନୂତନ ଉତ୍ପାଦ ‘ଆକ୍ସିସ୍‌ ନିଫ୍ଟି ୫୦୦ଇଣ୍ଡେକ୍ସ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂଆ ଫଣ୍ଡ ଅଫରର ଅନାବରଣ ନିକଟରେ ହୋଇଯାଇଛି। ବିଶେଷ କରି ଏହା ଏକ ଓପନ୍‌ ଏଣ୍ଡେଡ…

ଟିମ୍‌ ଇଣ୍ଡିଆର ପାଇଁ ‘ହନୁମାନ’ ସାଜିଲେ ସୂର୍ଯ୍ୟକୁମାର: କହିଲେ, ମୋତେ ଏବେ ବି ବିଶ୍ୱାସ ହେଉନାହିଁ…

ନୂଆଦିଲ୍ଲୀ,୩୦।୬: ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିୟନ୍‌ ହୋଇଛି ଭାରତୀୟ ଦଳ। ଏହି ମ୍ୟାଚ୍‌ ମଝିରେ କିଛି ସମୟ ପାଇଁ ଲାଗିଥିଲା ଯେପରି ମ୍ୟାଚ ଭାରତ ହାତରୁ ଖସି ଯାଉଛି। କିନ୍ତୁ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆ ପାଇଁ ହନୁମାନଙ୍କ ପରି ଆସିଥିଲେ…

ଏହି କାରଣରୁ ରାତିସାରା ଶୋଇପାରିବେନି ଆଫଗାନିସ୍ତାନ ଅଧିନାୟକ: ନିଜେ କଲେ ଖୁଲାସା

ଆଣ୍ଟିଗୁଆ,୨୩।୬: ଆଜି ଆଫଗାନିସ୍ତାନ ପାଇଁ ଏକ ଖାସ୍‌ ଦିନ। ୨୦୨୪ ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଫଗାନିସ୍ତାନ ଏକ ବଡ ଓଲଟପାଲଟ କରିଥିଲା। କୌଣସି ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ। ୨୦୨୩ ଦିନିକିଆ ବିଶ୍ୱକପରେ…

ଏସ୍‌ଡିଏମ୍‌ଙ୍କୁ ଶକ୍ତ ଚାପୁଡା ମାରିଲେ ଚାଷୀ, ତଳେ ପଡିଯିବା ପରେ…ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୨୩।୬: ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗାଁରେ ପ୍ରଶାସନ ଟିମ୍‌ ଏବଂ ଗ୍ରାମବାସୀଙ୍କ ମଧ୍ୟରେ କିଛି ବାଦବିବାଦ ଚାଲଥିଲାି। ଏହି ସମୟରେ ଜଣେ କୃଷକ ଏସଡିଏମ ସାହେବଙ୍କୁ ଜୋରରେ ଚାପୁଡ଼ା ମାରିଥିଲେ। ତାଙ୍କୁ ଚାପୁଡ଼ା ମାରିବା…

ଏପିକ୍‌ ନ୍ୟୁ ସ୍ବିଫ୍ଟିର ମାସ୍‌ ଡେଲିଭରି

ଭୁବନେଶ୍ୱର,୨୨।୬ (ଅଭୟ ଦାଶ): ମାରୁତି ସୁଜୁକିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଏପିକ୍‌ ନ୍ୟୁ ସ୍ବିଫ୍ଟି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ତଥା ଭୁବନେଶ୍ୱର ଓ କଟକର ମାରୁତି ସୁଜୁକି…

ଦେଶରେ ଏସବୁ କ’ଣ ହେଉଛି? ୨ ମାସରେ୨୦୦ ଥର ବୋମା ଧମକ ମିଳିଲାଣି, ଅଭିଯୁକ୍ତଙ୍କ ଟେର୍‌ ପାଉନି ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୧୯।୬: ଗତ ଦୁଇ ମାସ ମଧ୍ୟରେ ପ୍ରୋକ୍ସି ଡୋମେନ ସର୍ଭର ଏବଂ ଭିପିଏନ୍‌ ଉପଯୋଗ କରି ଇମେଲ ଜରିଆରେ ବୋମା ଧମକ ପଠାଇବା ସଂଖ୍ୟା ବଢ଼ିବାରେ ଲାଗିଛି। ଅଧିକାରୀଙ୍କ ମୁତାବକ ତାଙ୍କୁ ୨୦୦ରୁ ଅଧିକ ଏଭଳି ଧମକପୂର୍ଣ୍ଣ ଇମେଲ ମିଳିଛି, ଯାହାକି…

କୁକି, ମେଇତି ସମ୍ପ୍ରଦାୟ ସହ ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ,୧୮।୬: ମଣିପୁର ଜାତିଆଣ ହିଂସା ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାହା ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri