ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୦, ୨୦୨୨)

ଭୁବନେଶ୍ୱର ୟୁନିଟ-୧ ମାର୍କେଟ ନିକଟ ଦୋକାନରୁ ରାଖୀ କିଣୁଛନ୍ତି ଯୁବତୀ   ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ୧୮ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଆୟୋଜନ   କଟକ ଶିଖରପୁର-ଗଣ୍ଡରପୁର ରାଜପଥର ଦୁରାବସ୍ଥା  

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୯, ୨୦୨୨ )

ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ନୃତ୍ୟ ସହ ବାଦ୍ୟ ବଜାଇ ଉତ୍ସବ ପାଳନ କରୁଛନ୍ତି ଭୁବନେଶ୍ୱର ଜନତା ମୈଦାନ ଗାନ୍ଧୀ ପାର୍କରେ ଓଡ଼ିଆ ଅଭିଭାବକ ସଂଘ ପକ୍ଷରୁ କ୍ରାନ୍ତି ଦିବସରୁ ଶିକ୍ଷା କ୍ରାନ୍ତି…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୮, ୨୦୨୨)

ଭୁବନେଶ୍ୱର ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବିଭିନ୍ନ ଆଦିବାସୀ ଗୋଷ୍ଠୀ ନିଜର ନୃତ୍ୟ ସମ୍ପାଦନ କରି ଏକ ସ୍ୱାଗତ ସମ୍ବର୍ଦ୍ଧନା ଦେଉଛନ୍ତି ସୋମବାର ରମା ଦେବୀ ବିଶ୍ୱବିଦ୍ୟାଳୟର ଅନୁଷ୍ଠାନ ପରିସରରେ ଛାତ୍ରୀମାନେ ବନ୍ଧୁତା ଦିବସ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୭, ୨୦୨୨)

ଯୁବକ ଯୁବତୀ ମାନେ ଭୁବନେଶ୍ୱରର ଏକ ପାର୍କରେ ବନ୍ଧୁତା ଦିବସ ପାଳନ କରୁଛନ୍ତି ଭୁବନେଶ୍ୱରର ଏକାମ୍ର ହାଟରେ ଉତ୍କଳିକା ଦ୍ୱାରା ‘ଗାନ୍ଧୀ ଶିଳ୍ପ ବଜାର’ର ଉଦଘାଟନ କରାଯାଉଛି ଶ୍ରାବଣ ମାସରେ କାଉଡିଆ ମାନେ ବିଭିନ୍ନ ଶୈବ ପୀଠ କୁ ଜଳ ଲାଗି…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬, ୨୦୨୨)

ଭୁବନେଶ୍ୱରରେ ପ୍ରବଳ ବର୍ଷା: ରାଜମହଲ ଛକର ଦୃଶ୍ୟ   ରାଜଧାନୀରେ ବର୍ଷା ସମୟରେ ବମିଖାଲ ଅଞ୍ଚଳରେ ରାସ୍ତା ଉପରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଛି   ଭୁବନେଶ୍ୱର ଇସ୍କନ ମନ୍ଦିର ସମୁଖ ରାସ୍ତାରେ ବର୍ଷା ଜଳ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୫, ୨୦୨୨ )

କଳିଙ୍ଗ ଷ୍ଟାଡିୟମରେ ଏସଏଏଫଏଫ ୟୁ-୨୦ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚରେ ଭାରତ ୫–୨ ଗୋଲରେ ବାଂଲାଦେଶକୁ ପରାସ୍ତ କରି ବିଜୟୀ   ସ୍ୱର୍ଗତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି  …

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୪, ୨୦୨୨)

ଏସଏଏଫଏଫ ୟୁ -୨୦ ଚାମ୍ପିଅନସିପ୍: ଆସନ୍ତାକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଇଣ୍ଡିଆ ବନାମ ବାଂଲାଦେଶ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଟ୍ରଫି ସହିତ ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ ଏବଂ ଫଟୋସୁଟ୍ ଭୁବନେଶ୍ୱରର ରସୁଲଗଡ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏକ ଉପୁଡ଼ିଯାଇଥିବା ଗଛ ରାସ୍ତା ଅବରୋଧ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ବିକେ ଆର୍ଟ କଲେଜ ପକ୍ଷରୁ ପ୍ରଦର୍ଶନୀ ଆୟୋଜିତ   ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ଓଡିଶା ବୁଣାକାର ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିନିଧି ସମ୍ମିଳନୀ ଏବଂ ବୁଣାକାର ସମ୍ମାନ ଉତ୍ସବ ଆୟୋଜିତ ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨, ୨୦୨୨)

କଟକ କୁମ୍ଭାର ସାହିରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ଗଢିବାରେ ନିମଗ୍ନ ଶିଳ୍ପୀ   କଟକ  ଶ୍ରୀରାମ ଚନ୍ଦ୍ର ଭବନରେ ତୁଳସୀ ସାହିତ୍ୟ ସଂସଦ ପକ୍ଷରୁ ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଶ୍ରୀରାମ ଚରିତ ମାନସ ପାଠ ଭୁବନେଶ୍ୱର…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧, ୨୦୨୨)

ବିଧାନ ସଭାରେ ବିରୋଧୀ ଙ୍କ ପ୍ରଶ୍ନ ସମୟରେ ହୋହାଲ୍ଲା ୭ଦଫା ଦାବିରେ ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟନ ଛକରେ ଆନ୍ଦୋଳନ କଳିଙ୍ଗ ଷ୍ଟାଡିୟମରେ ୬୮୯୧ ନୂତନ ଭାବରେ ନିଯୁକ୍ତ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଓରିଏଣ୍ଟେସନ୍…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩୧, ୨୦୨୨)

‘ଓଡିଶା ରାଜ୍ୟ ପାଇକ ଆଖଡା ମହାସଂଘ’ର ମହିଳା ସଦସ୍ୟମାନେ ଭୁବନେଶ୍ୱରର ସୁଚନା ଭବନରେ‘ ବିଜୟ ଉତ୍ସବ ’ପାଳନ କରୁଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱରର ଓର୍ଲଡ ଟାଉନର କପିଳେଶ୍ୱର ମନ୍ଦିର ନିକଟରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରୁଛନ୍ତି ଭୁବନେଶ୍ୱରର ବିଭିନ୍ନ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୦, ୨୦୨୨)

ନିଜର ଅନୁଗତମାନଙ୍କୁ ନିଯୁକ୍ତି ଦେଇଥିବା ଘଟଣାରେ ବିପିୟୁଟି ଭାଇସ ଚାନ୍ସେଲର ସି. ଆର. ତ୍ରିପାଠୀଙ୍କୁ ବହିଷ୍କାର ଦାବି କରି ବିପିୟୁଟି ଛାତ୍ରମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ କରିବା ସହିତ କୁଶପୁତ୍ତଳିକା ଦାହ କରୁଛନ୍ତି   ଅଭିନେତା ବାବୁସାନ ମହାନ୍ତି ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri