ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬, ୨୦୨୨)

ଭୁବନେଶ୍ୱରରେ ପ୍ରବଳ ବର୍ଷା: ରାଜମହଲ ଛକର ଦୃଶ୍ୟ

 

ରାଜଧାନୀରେ ବର୍ଷା ସମୟରେ ବମିଖାଲ ଅଞ୍ଚଳରେ ରାସ୍ତା ଉପରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଛି

 

ଭୁବନେଶ୍ୱର ଇସ୍କନ ମନ୍ଦିର ସମୁଖ ରାସ୍ତାରେ ବର୍ଷା ଜଳ ଜମି ରହି ଲୋକଙ୍କ ଯାତାୟତରେ ଅସୁବିଧା

 

ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ଜଳବନ୍ଦୀ ସ୍ଥିତି

 

ଭୁବନେଶ୍ୱର ସ୍ଥିତ ଲୋୟଲା ସ୍କୁଲରେ ‘ସିନର୍ଜି ୨୦୨୨’ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ

 

ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ଅର୍ଜୁନ ଦାଶ ସ୍ମୃତି ସମାରୋହ ଅନୁଷ୍ଠିତ

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୯ ଅଗଷ୍ଟ, ୨୦୨୬)

KMC Health Squard ପକ୍ଷରୁ କଟକ ମଧୁପାଟଣା ଅଞ୍ଚଳକୁ ବିକ୍ରି ପାଇଁ ଆସୁଥିବା ଅପମିଶ୍ରିତ ୭୦ କୁଇଣ୍ଟାଲ ପନିର ଜବତ କରାଯାଇଛି, ସତୀଚଉରାସ୍ଥିତ ଡମ୍ପିଂ ୟାର୍ଡରେ ପନିରର…

ଓଡ଼ିଶା: ଆଜିର ଫଟୋ ( ୧୬ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଜିକେସିଏମ୍‌ରେ ନୃତ୍ୟାଶାର ବାର୍ଷିକ ଉତ୍ସବ ପାଳନ     ବିଭିନ୍ନ ଶୈବପୀଠକୁ ଜଳ ଲାଗି ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ଜଳ ନେଇ କାଉଡ଼ିଆମାନେ ବାହାରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri