ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ପକ୍ଷରୁ ଆୟୋଜିତ ଓଡିଶୀ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରୁଛନ୍ତି ନୁପୁର ଅନୁଷ୍ଠାନର କଳାକାର
ପୁଲବାମା ଆକ୍ରମଣରରେ ଶହୀଦ ହେଇଥିବା ଯବାନଙ୍କ ପାଇଁ ଏବିଭିପି ପକ୍ଷରୁ ରାମ ମନ୍ଦିର ଆଗରେ ଦୀପ ଦାନ
ଭୁବନେଶ୍ୱର ସୂଚନାଭବନରେ ସମାଜ ଓ ସଂସ୍କୁତି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’
ଭାଲେଣ୍ଟାଇନ ଦିବସରେ ଯୋବ୍ରା ପାର୍କ ଅପରାହ୍ନ ୫.୩୦ ରେ ଖାଁ ଖାଁ ଲାଗୁଛି

