ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୩)

 ବ୍ରହ୍ମପୁର ଭି .ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସୁରଭି ୨୦୨୩ ଓ ମଧ୍ୟାହ୍ନ ଭୋଜନ ମେଳା ଅନୁଷ୍ଠିତ

 

 ବ୍ରହ୍ମପୁରରେ ଦୁର୍ନୀତି ନିବାରଣ ସଚେତନତା ରାଲି ଅନୁଷ୍ଠିତ

 

ଏସିଆନ ପାରା ଅଲିମ୍ପିକ୍ସରେ କୃତିତ୍ୱ ହାସଲ କରିବା ସହ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

 

ଏସିଆନ ପାରା ଅଲିମ୍ପିକ୍ସରେ କୃତିତ୍ୱ ହାସଲ କରିବା ସହ ପଦକ ବିଜେତା ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

 

ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ – ମୃତ୍ତିକା ୨୦୨୩ର ଉଦଘାଟନୀ ଦିବସ

 

ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ କସ୍ତୁରବା ନାରିମହଲ ଅନୁକୁଲ୍ୟରେ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଓଡିଶା ଏଫସି ଏବଂ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ଫୁଟବଲ ମ୍ୟାଚ

 

ପୁରୀରେ ଶ୍ରୀ ସେତୁ ଓ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ଗଜପତି ମହାରାଜ

 

କଟକ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କନଫରେନ୍ସ ହଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ସାଧାରଣ ସଭା

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କଟକ ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ ସମ୍ମୁଖରେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଅନୁଷ୍ଠିତ ପଥପ୍ରାନ୍ତ ନାଟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ୫ମ ଜାତୀୟ ନାଟ୍ୟ ମହୋତ୍ସବରେ ନାଟକ ‘ଧର୍ମାବତାର’ର ଦୃଶ୍ୟ       କଟକ ସହରର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?