କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ଗୁଡ଼ିକର ରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

କାର୍ତିକ ମାସ ପ୍ରଥମ ସୋମବାରରେ କଟକ ସ୍ଥିତ ଶ୍ରୀ ଅମରେଶ୍ବର ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି

ସୋମବାର ଦିନ ଭୁବନେଶ୍ୱର ଆର.ବି.ଆଇ ଠାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ପ୍ରବଳ ଭିଡ ଲାଗିଥିବାର ଦୃଶ୍ୟ



