ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୭, ୨୦୨୩ )

କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଥିବା ପଥରଖଣ୍ଡ ଉପରେ ବସିଥିବା କଇଁଛ

କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଥିବା ପଥରଖଣ୍ଡ ଉପରେ ବସି ରହିଥିବା ବଗ

କୋହଲା ଓ ମେଘୁଆ ପାଗରେ କଟକ ନେତାଜୀ ସେତୁ ଉପରେ ଯାନବାହାନ ଚଳପ୍ରଚଳ କରୁଥିବା ସମୟର ଦୃଶ୍ୟ

କଟକରେ ଐତିହାସିକ ବାଲିଯାତ୍ରା ସରିବାର ଦ୍ଵିତୀୟ ଦିବସରେ ଘରକରଣା ଆସବାବପତ୍ର କିଣିବା ପାଇଁ ବାଲିଯାତ୍ରା ପଡ଼ିଆରେ ଭିଡ଼

କଟକ ରେଲୱେ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱର ହାଓଡ଼ା ଜଣ ଶତାବ୍ଦୀ ଏକ୍ସପ୍ରେସର ଏକ ବଗି ତଳେ ଲାଗିଥିବା ନିଆଁ

  ପୁରୀ ଶ୍ରୀନଅର ଗ୍ରାଣ୍ଡ ସେଣ୍ଟର ପାର୍ଶ୍ୱ ନରେନ୍ଦ୍ର ଭବନକୁ ଭଙ୍ଗା ଯାଉଛି

ଭୁବନେଶ୍ୱର ସ୍ଥିତ ଓୟୁଏଟି ସ୍ୱାମୀନାଥନ ହଲରେ ୪୬ତମ ‘ଆନୁଆଲ କଂଗ୍ରେସ ଅଫ ଇଣ୍ଡିଆନ ସୋସାଇଟି ଫ୍ର ଭେଟେନାରୀ ସର୍ଜରୀ ଆଣ୍ଡ ନେଶନାଲ ସିମ୍ପସିଅ ମ ଅଂ ଏମରଜିଙ୍ଗ ଟ୍ରେଣ୍ଡସ ଇନ ଫାର୍ମ’ ଉଦଘାଟିତ

  ଭୁବନେଶ୍ୱରରେ ଓଡ଼ିଶା ବିକାଶ କନକ୍ଳେଭ ୨୦୨୩ ଆରମ୍ଭ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?