ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬, ୨୦୨୧ )

କଟକ କୁମ୍ଭାରସାହି ଅଞ୍ଚଳରେ ଦେବୀ ଖୁଦୁରୁକୁଣୀଙ୍କ ମାଟି ପ୍ରତିମା ଉପରେ ଜଣେ କାରିଗର ରଙ୍ଗ ଲଗାଉଛନ୍ତି   ଭୁବନେଶ୍ୱର ୟୁନିଟ-୪ ୟୁପିଏଚସି କେନ୍ଦ୍ରରେ ଟୀକାକରଣ ଚାଲିଛି   ଭୁବନେଶ୍ୱର ୟୁନିଟ୍-୪ ଅଞ୍ଚଳରେ ଗୋଟେ ଛୁଆ ତାଙ୍କ ମା’ର କପାଳକୁ ମାଲିସ୍ କରୁଛି…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୪, ୨୦୨୧)

ଚକ୍ରବୁଲା ଏକାଦଶୀରେ ପୁରୀରେ ଶ୍ରୀ ସୁଦର୍ଶନ ମହାପ୍ରଭୂ ଚାରି ଆଶ୍ରମ ବିଜେ କରୁଛନ୍ତି   ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୂଣ୍ୟତିଥିରେ ଭୁବନେଶ୍ୱର ରାଜଭବନ ନିକଟ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି     ଭୁବନେଶ୍ୱର ୟୁନିଟ-୧ ଷ୍ଟେଟ ବ୍ୟାଙ୍କ ସାମ୍ନାରେ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩, ୨୦୨୧ )

ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେବ ପରେ ଭୁବନେଶ୍ୱର ବିଜେଇମ ସ୍କୁଲରେ ଖୁସିର ଲହରୀ   ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେବ ପରେ କଟକ ସିଡିଏ-୬ ସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲରେ କୃତି ପରୀକ୍ଷାର୍ଥୀ ରାଜ୍ୟ ସଂଗ୍ରହାଳୟରେ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨, ୨୦୨୧)

ଲକଡାଉନ ନିଅମ କୋହଳ ହେବା ପରେ ଫରେଷ୍ଟ ପାର୍କ ଖୋଲିଲା ଭୁବନେଶ୍ୱର ଜୟଦେବ ବିହାର ଆକାଶରେ ଇନ୍ଦ୍ରଧନୁର ଝଲକ ବର୍ଷା ହେବା ଫଳରେ ରସୁଲଗଡ ଠାରୁ ବମିଖାଲ ରାସ୍ତାରେ ପ୍ରବଳ ପାଣି ଜମି ରହିଛି ଭୁବନେଶ୍ୱର ର କଳ୍ପନା ଛକ ରାଜ୍ୟ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧, ୨୦୨୧)

ବିନ୍ଦୁସାଗର ରୁ ଜଣେ ବ୍ୟକ୍ତି ଖେପାଜାଲ ପକାଇ ମାଛ ଧରୁଛି କଟକର ନୟାବଜ଼ାର ରୁ ଛତ୍ରବଜ଼ାର ଯିବା ରାସ୍ତାରେ ତାଳଦଣ୍ଡା କେନାଲ ରୋଡ ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟ ରେ ମାଡି ଯାଇଥିବା ଗଛଲତା କଟକର ଯୋବ୍ରା ତାଳଦଣ୍ଡା କେନାଲରେ ଜଳକ୍ରୀଡା…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩୧, ୨୦୨୧)

କଟକ ପୁରୀଘାଟ ଦେବୀଗଡାରେ କାଠଯୋଡ଼ି ନଦୀରେ ବନ୍ୟା ଜଳର ଦୃଶ୍ୟ   କଟକରେ  ପାଣି ପାଇପ୍ ଟ୍ୟାପଟି ଖୋଲା ଥିବାରୁ ପାନୀୟ ଜଳର ଅପଚୟ   ଭୁବନେଶ୍ୱର ରାଜମହଲ୍ ଛକରେ ଶଟ୍‌ଡାଉନ୍ ପାଇଁ ଚେକିଂ   ଭୁବନେଶ୍ୱର ରାଜମହଲ୍ ଛକରେ ଜଣେ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୦, ୨୦୨୧ )

ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ମାନେ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି   କଟକର ଚାନ୍ଦନୀଚୌକ୍ ମୁଖ୍ୟ ରାସ୍ତାରେ ଗୋରୁଗୁଡିକ ବିଶ୍ରାମ ନେଉଛନ୍ତି   ମାଟ୍ରିକ୍ ପରୀକ୍ଷା ଦେଇସାରି ୟୁନିଟ୍- ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ଫେରୁଛନ୍ତି ଛାତ୍ରୀଛାତ୍ର

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୯, ୨୦୨୧)

ରାଜଭବନ ସମୁଖ ପାର୍କରେ ଜଣେ ବୃଦ୍ଧ ପାଇପରୁ ପାଣି ପିଉଛନ୍ତି ସ୍ୱାଧୀନତା ଦିବସ ରେ ଜାତୀୟପତାକା ର ଚାହିଦା କୁ ନେଇ ଗଙ୍ଗାମନ୍ଦିର ଅଞ୍ଚଳ ରେ ଜାତୀୟ ପତାକା ପ୍ରସ୍ତୁତ କରୁଥିବା କାରିଗର ଭୁବନେଶ୍ୱରର ୟୁନିଟ-୫ ରାସ୍ତାରେ ମହିଳାମାନେ ମୁଣ୍ଡରେ ବ୍ୟାଗ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୮, ୨୦୨୧)

କଟକ କୁମ୍ଭାରସାହିରେ ଗଣେଶ ମୂର୍ତ୍ତି ତିଆରିରେ ବ୍ୟସ୍ତ ଶିଳ୍ପୀ     କଟକ ଚୌଧୁରୀ ବଜ଼ାରରେ ବ୍ୟବସାୟୀଙ୍କଠାରୁ ରାଖୀ କିଣୁଛନ୍ତି ଖୁଚୁରା ଦୋକାନୀ

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୭, ୨୦୨୧)

ଭୁବନେଶ୍ୱର ରେଳସଦନ ରାସ୍ତା ପାର୍ଶ୍ଵ ଲୁହା ଗ୍ରିଲ ମରାମତି ଚାଲିଛି     ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ  ଚାଲିଛି ବିଦ୍ୟୁତ  ମରାମତି କାମ     କଟକ ସିଡିଏ ରିଂ ରୋଡ଼ ପାର୍ଶ୍ୱ ପେଟାନାଳ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି  …

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୬, ୨୦୨୧)

ଭୁବନେଶ୍ୱର ର ନୟାପଲ୍ଲୀ ର ରାସ୍ତାକଡ଼ରେ ଜଣେ ମହିଳା ଟ୍ରାଡିସନାଲ ତାୱା ବିକୁଛନ୍ତି   ଶ୍ରେଣୀକୁ କୁ ଯିବା ପୂର୍ବରୁ ହାତକୁ ସାନିଟାଇଜର କରି ଯାଉଥିବା ଶୈଳବାଳା ସ୍ବୟଂଶାସିତ ମହିଳାମହାବିଦ୍ୟାଳୟ ର ଛାତ୍ରୀ ମାନେ ତୁଳସୀପୁର ଡ଼ିଅରପାର୍କ ବିଜୁପଟନାୟକଘାଟ ମହାନଦୀରେ ପ୍ରବାହିତ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୫, ୨୦୨୧)

ସପ୍ତାହନ୍ତ ସଟଡାଉନ ଫଳରେ ବସ ଗୁଡିକ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ରେ ଛିଡାହୋଇଛନ୍ତି ଶିଖରପୁର ରେଲୱେ ବ୍ରିଜତଳେ ମହାନଦୀରେ ପ୍ରବାହିତ ବନ୍ୟା ଜଳ ମଧ୍ୟରେ ମାଛ ଧରୁଥିବା ଧୀବର ଭୁବନେଶ୍ୱରର ନୟାପଲ୍ଲୀ ରୋଡ୍ କଡରେ ଏକ ଛତା ପାଇଁ ପୋଲିସ୍ ଗାଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri