ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬, ୨୦୨୧ )

କଟକ କୁମ୍ଭାରସାହି ଅଞ୍ଚଳରେ ଦେବୀ ଖୁଦୁରୁକୁଣୀଙ୍କ ମାଟି ପ୍ରତିମା ଉପରେ ଜଣେ କାରିଗର ରଙ୍ଗ ଲଗାଉଛନ୍ତି

 

ଭୁବନେଶ୍ୱର ୟୁନିଟ-୪ ୟୁପିଏଚସି କେନ୍ଦ୍ରରେ ଟୀକାକରଣ ଚାଲିଛି

 

ଭୁବନେଶ୍ୱର ୟୁନିଟ୍-୪ ଅଞ୍ଚଳରେ ଗୋଟେ ଛୁଆ ତାଙ୍କ ମା’ର କପାଳକୁ ମାଲିସ୍ କରୁଛି

 

ଭୁବନେଶ୍ୱର ରାଜମହଲ୍ ଛକରେ ଟ୍ରାଫିକ ପୋଲିସ ହେଲମେଟ ଚେକିଂ କରୁଛନ୍ତି

 

ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲଡିଂରେ ଲୋକଙ୍କ ପ୍ରବଳ ଭିଡ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୩ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱରରେ ଗଣେଶ ଚତୁର୍ଥୀ ପୂର୍ବରୁ ବଜାରରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଭକ୍ତମାନେ ନେଉଛନ୍ତି       କଟକ ଚାନ୍ଦିନୀଚୌକ ବନ୍ଧବାସେଳି କ୍ଲବରେ ଗଣେଶ ପୂଜାର ଅବ୍ୟବହିତ…

ଓଡ଼ିଶା: ଆଜିର ଫଟୋ ( ୧୨ ସେପ୍ଟେମ୍ବର, ୨୦୨୬)

କାରିଗର ଈଶ୍ୱର ରାଓଙ୍କ ଦ୍ୱାରା ଗୁଆ ଖୋଳପାରେ ତୋରଣ ଓ ଧଳା ପଥରରେ ୨ ଇଞ୍ଚର ଗଣେଶଙ୍କ ମୂର୍ତ୍ତି ନିର୍ମାଣ ସତାବାଡ଼ି ଭବନରେ ଅନୁଷ୍ଠିତ ଜାତୀୟ ଓଡ଼ିଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?