ବିନ୍ଦୁସାଗର ରୁ ଜଣେ ବ୍ୟକ୍ତି ଖେପାଜାଲ ପକାଇ ମାଛ ଧରୁଛି

କଟକର ନୟାବଜ଼ାର ରୁ ଛତ୍ରବଜ଼ାର ଯିବା ରାସ୍ତାରେ ତାଳଦଣ୍ଡା କେନାଲ ରୋଡ ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟ ରେ ମାଡି ଯାଇଥିବା ଗଛଲତା

କଟକର ଯୋବ୍ରା ତାଳଦଣ୍ଡା କେନାଲରେ ଜଳକ୍ରୀଡା କରୁଥିବା ଯୁବକ

ଯୋବ୍ରା ପାର୍କ ପରିସର ରେ ଥିବା ଗଛ ଲତା ତଳେ ବିଶ୍ରାମ ନେଉଥିବା ଏଣ୍ଡୁଅ

ଓୟୁଏଟି ଫାର୍ମହାଉସ ରେ ଜଣେ ଚାଷୀ ବିଲରୁ ମେସିନ ସାହାଯ୍ୟରେ ଘାସବାଛୁଛି

ଓୟୁଏଟି ରେ କୋଟି କୋଟି ଟଙ୍କାରେ କିଣାଯାଇଥିବା କୃଷି ଯନ୍ତ୍ରପାତି ଉପରେ ଗଛ ଉଠିଲାଣି ହେଲେ କାହାରିକୁ ନଜର ଆସୁନି

ଓୟୁଏଟି ଫାର୍ମହାଉସ ରେ ମହିଳା ମାନେ ବିଲରେ ଧାନ ତଳି ଲଗାଉଛନ୍ତି



