ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୪, ୨୦୨୨)

ରାଜଭବନରେ ରାଜ୍ୟପାଳଙ୍କୁ ଭେଟୁଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ   କଟକ ଶାରଳା ଭବନରେ ଅନୁଷ୍ଠିତ ୧୩ତମ କଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଅତିଥିଙ୍କ ଗହଣରେ ପୁରସ୍କୃତ କଳାକାର

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୩, ୨୦୨୨)

୧୫ ରୁ ୧୮ ବର୍ଷ ବୟସର କିଶୋର କିଶୋରୀ ମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ସୋମବାର ଠାରୁ ଆରମ୍ଭ ହୋଇଯାଇଛି କଟକର ଏକ ହସ୍ପିଟାଲରେ ଲମ୍ବା ଧାଡି ଲଗାଇ ଟୀକା ନେଉଥିବା ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨, ୨୦୨୨)

ଭୁବନେଶ୍ୱରର ବାପୁଜୀ ନଗର ଓଭରବ୍ରିଜ୍ ନିକଟରେ ରେଳ ଟ୍ରାକ୍ ଠିକ୍ କରିବାକୁ କାର୍ଯ୍ୟ କରୁଥିବା ଶ୍ରମିକମାନେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଏକ କାନ୍ଥରେ ଜଣେ କଳାକାର ଖେଳାଳି ମାନଙ୍କ ଚିତ୍ର ଆଙ୍କୁଛନ୍ତି ଜଣେ ବିକ୍ରେତା ଭୁବନେଶ୍ୱରର ରାଜମହଲ ଛକ ନିକଟରେ…

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିରରେ ନୂଆବର୍ଷ ଲାଗି ଦୀପ ପ୍ରଜ୍ୱଳନ   ଭୁବନେଶ୍ୱର ସୁନ୍ଦରପଦାରେ ବଗଙ୍କ ମନୋରମ ସମାବେଶ କଟକ ସିଲଭର ସିଟି ବୋଟିଂ କ୍ଲବରେ ନୂଆବର୍ଷ ପାଇଁ ଭିଡ଼   ନୂଆବର୍ଷରେ କଟକ ଯୋବ୍ରାସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ମହାନଦୀ ତଟ…

ଓଡ଼ିଶା: ଆଜିର ଫଟୋ ( ଡ଼ିସେମ୍ବର ୩୧, ୨୦୨୧ )

୨୦୨୧ର ଶେଷ ସୂର୍ଯ୍ୟାସ୍ତ   ଭୁବନେଶ୍ୱର ବିଏମସି ନିର୍ଦ୍ଦେଶକୁ ପାଳନକରି ଭକ୍ତମାନେ ମନ୍ଦିର ବାହାରେ ଥାଇ ପ୍ରାର୍ଥନା ଓ ଦର୍ଶନ କରୁଛନ୍ତି   ଭୁବନେଶ୍ୱର ୟୁନିଟ୍-୨ ବଜାରରେ କିଣାକିଣି କରିବା ପାୟୀ ଲୋକଙ୍କ ଭିଡ଼   ନୂଆ ବର୍ଷ ଉପଲକ୍ଷେ ଲୋକମାନେ…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୩୦, ୨୦୨୧)

ଭୁବନେଶ୍ୱର ଭାରତୀୟ ବିଦ୍ୟା ଭବନରେ ଅନୁଷ୍ଠିତ ୧୫ ତମ ଦେବଦାସୀ ନୃତ୍ୟ ମହୋତ୍ସବ ଭୁବନେଶ୍ୱର ସତ୍ୟକାଳୀ ବସ୍ତିରେ ବିଡିଏ କର୍ତ୍ତୃପକ୍ଷ ବେଆଇନ ଗୃହ ନିର୍ମାଣକୁ ଭାଙ୍ଗି ଦେଇଛନ୍ତି ଭୁବନେଶ୍ୱରର ବୁଦ୍ଧ ମନ୍ଦିରରେ ଓଡ଼ିଶୀ ନୃତ୍ୟ ନୃତ୍ୟ ପରିବେଷଣ

ଓଡ଼ିଶା: ଆଜିର ଫଟୋ ( ଡ଼ିସେମ୍ବର ୨୯, ୨୦୨୧ )

ଭୁବନେଶ୍ୱର ଉତ୍କଳ ରଙ୍ଗମଞ୍ଚ ଜିକେସିଏମ୍ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ   କଟକ ଜେଏନ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ୭୧ତମ ସିନିୟର ନାଶନାଲ ଇଷ୍ଟ ଜୋନ୍ ବାସ୍କେଟବଲ୍ ଚାମ୍ପିଅନଶିପ୍ : ଓଡିଶା ଓ ୟୁପି ମଧ୍ୟରେ ମୁକାବିଲା

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୭, ୨୦୨୧)

ଭୁବନେଶ୍ୱରର ଉତ୍କଳ ରଙ୍ଗମଞ୍ଚ ଜି.କେ.ସି.ଏମ୍ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ୱିତୀୟ ଦିନରେ କଳାକାରମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ସିଡିଏ-ନୁଆପାଟଣା ରୋଡକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ବାଲି ଗୁଡିକ ରାସ୍ତାକଡ଼ରେ ପଡିଛି କଟକ, ସିଡିଏ ସେକ୍ଟର -୭…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୬, ୨୦୨୧)

ରବିବାର ଦିନ ଉତ୍କଳ ରଙ୍ଗମଞ୍ଚ ଜି.କେ.ସି.ମ. ରେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ କଳାକାରମାନେ ନୃତ୍ୟ ପରିବେଷଣ କରୁଛନ୍ତି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ୧୫ ତମ ଆନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବରେ କଳାକାରମାନେ ‘ଗୋଟିପୁଆ ନୃତ୍ୟ’ ପ୍ରଦର୍ଶନ କରୁଛନ୍ତି ଭୁବନେଶ୍ୱରର ଲିଙ୍ଗରାଜ…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୫, ୨୦୨୧)

କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥଲିକ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା   ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନରେ ଶ୍ରଦ୍ଧାଳୁଙ୍କ ଦର୍ଶନ     ବଡଦିନ ଅବସରରେ ପୁରୀ ଚର୍ଚ୍ଚରେ ଶ୍ରଦ୍ଧାଳୁ ମାନେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରୁଛନ୍ତି  

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୪, ୨୦୨୧)

ଖ୍ରୀଷ୍ଟିଆନମାନେ ମେରୀ ଖ୍ରୀଷ୍ଟମାସ, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ, ଭୁବନେଶ୍ୱରର ୟୁନିଟ୍ -୩ ଚର୍ଚ୍ଚରେ ପାଳନ କରୁଛନ୍ତି ଭୁବନେଶ୍ୱରର ନୟାପାଲ୍ଲୀ ଜାତୀୟ ରାଜପଥରେ ଏକ ଛୋଟ ଝିଅ ଠିଆ ହୋଇ ଗୋଟେ କଣ୍ଢେଇ ଧରି ରାସ୍ତାରେ ବସିଛି ପ୍ରତିଭାଶାଳୀ ଏଲ ଇଶ୍ୱର ରାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?