ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଡ଼ିସେମ୍ବର ୨୩, ୨୦୨୧ )

ବଡ଼ଦିନ ଲାଗି ଭୁବନେଶ୍ୱର ୟୁନିଟ ୪ସ୍ଥିତ ୟୁନିୟନ ଚର୍ଚ୍ଚରେ ଚାଲିଛି ସାଜସଜ୍ଜା   ଭୁବନେଶ୍ୱର ଅଶୋକନଗର ଅଂଚଳରେ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି   ସ୍କାଉଟସ୍ ଏବଂ ଗାଇଡ୍ ସଦସ୍ୟମାନେ ଭୁବନେଶ୍ୱର ରାମମନ୍ଦିର ଛକରେ ସଡକ ସୁରକ୍ଷା ଉପରେ ସଚେତନତା ସୃଷ୍ଟି…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୧, ୨୦୨୧)

ସନ୍ଧ୍ୟା ସମୟରେ ମହାନଦୀ ଜଳଉପରେ ଉଡିଯାଉଥିବା ବଗ ପଲ ମା କୋଚିଲେଇ ହାଟରେ ଶୀତବସ୍ତ୍ର ବିକ୍ରି ଚାଲିଛି କଟକ ଅଲିଶା ବଜ଼ାର ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଅନୁଷ୍ଠିତ ପାରମ୍ପରିକ ବାଟଓଷା ପୂଜାର୍ଚ୍ଚନା

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୯, ୨୦୨୧)

ଦେବଦାସି ନୃତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଉତ୍କଳ ମଣ୍ଡପରେ ଜଣେ କଳାକାର ବାଘ ନୃତ୍ୟ ପରିବେଷଣ କରୁଛନ୍ତି ‘ନୃତ୍ୟ ମଣ୍ଡଳ’ର କଳାକାରମାନେ ମହାନଦୀ ଉତ୍ସଵର ଚର୍ତୁର୍ଥ ସନ୍ଧ୍ୟାରେ ବାଲିଯାତ୍ରା ଉପର ପଡିଆରେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି ଖ୍ରୀଷ୍ଟମାସ ପୂର୍ବରୁ ଏକ…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୮, ୨୦୨୧)

ବଡ଼ଦିନ ଲାଗି କଟକ ସୂତାହାଟରେ ଥିବା ବେକେରୀରେ ଚାଲିଛି କେକ ପ୍ରସ୍ତୁତି   କଟକ ବକ୍ସିବଜାର ରାସ୍ତାପାର୍ଶ୍ୱରେ ବିକ୍ରି ପାଇଁ କେକ, ମୁଆଁ ସଜେଇ ରଖୁଛନ୍ତି ବ୍ୟବସାୟୀ

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୭, ୨୦୨୧)

କଟକସ୍ଥିତ ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଆଦିବାସୀ କଳା ପ୍ରଦର୍ଶନୀ ଭୁବନେଶ୍ୱରର ଚିନ୍ତାମଣେଶ୍ୱର ଅଞ୍ଚଳରେ ଅନଧିକୃତ ଗୃହନିର୍ମାଣକୁ ଭାଙ୍ଗି ଦିଆଯାଉଛି ମାଷ୍ଟର କ୍ୟାଣ୍ଟିନ ଛକରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ପାଇକ ଆଖଡ଼ାର ପ୍ରଦର୍ଶନ ର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୬, ୨୦୨୧)

ଜଳ ସମ୍ପଦ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଳ୍ୟରେ ମହାନଦୀ ଉତ୍ସବ ପାଳନ ଅବସରରେ ଉପର ବାଲି ଯାତ୍ରା ପଡିଆଠାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଛି ଭୁବନେଶ୍ୱରର ଏସପ୍ଲାନେଡ୍ ୱାନ ମଲ ନିକଟରେ ଉଚ୍ଚତମ ଖ୍ରୀଷ୍ଟମାସ ଟ୍ରି ଉନ୍ମୋଚିତ ହୋଇଛି…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୪, ୨୦୨୧)

କଟକ ମିଶନ ରୋଡ଼ ବାପଟିଷ୍ଟ ଚର୍ଚ୍ଚକୁ ରଙ୍ଗ ଦିଆଯାଉଛି   ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୩, ୨୦୨୧)

ଭୁବନେଶ୍ୱରର ନୟାପଲ୍ଲୀ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରୁ ଜଣେ ମହିଳା ସାଂଟା କ୍ୟାପ୍ କିଣୁଛନ୍ତି ଭୁବନେଶ୍ୱର ସତ୍ୟନଗର କାଳୀ ବସ୍ତି ଅଞ୍ଚଳର ଏକ ଘରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉଛି

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୨, ୨୦୨୧)

ଭୁବନେଶ୍ୱରର ପ୍ରେସକ୍ଲବଠାରେ ଅନୁଷ୍ଠିତ ଅର୍ଗାନିକ ଫାଇଆର ଗ୍ରାହକ ମାନେ କିଣିବାପାଇଁ ବୁଲି ଦେଖୁଛନ୍ତି ଭୁବନେଶ୍ୱରର ରସୁଲଗଡ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଟଲି ଚାଳନା କରୁଥିବା ସମୟରେ ଜଣେ ବ୍ୟକ୍ତି ସାମଗ୍ରୀ ଉପରେ ବସିଥିବାର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୧, ୨୦୨୧)

ଭୁବନେଶ୍ୱର ଏୟାରପୋର୍ଟରେ ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି     ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ଵିତୀୟ ଦିନ   ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?