ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୯, ୨୦୨୧)

ରାଜଭବନ ସମୁଖ ପାର୍କରେ ଜଣେ ବୃଦ୍ଧ ପାଇପରୁ ପାଣି ପିଉଛନ୍ତି

ସ୍ୱାଧୀନତା ଦିବସ ରେ ଜାତୀୟପତାକା ର ଚାହିଦା କୁ ନେଇ ଗଙ୍ଗାମନ୍ଦିର ଅଞ୍ଚଳ ରେ ଜାତୀୟ ପତାକା ପ୍ରସ୍ତୁତ କରୁଥିବା କାରିଗର

ଭୁବନେଶ୍ୱରର ୟୁନିଟ-୫ ରାସ୍ତାରେ ମହିଳାମାନେ ମୁଣ୍ଡରେ ବ୍ୟାଗ ଧରି ଯାଉଛନ୍ତି

ଭୁବନେଶ୍ୱରର ୟୁନିଟ-୨ ମାର୍କେଟ ବିଲଡିଙ୍ଗ ରେ ଜଣେ ବ୍ୟକ୍ତି ଛତା ମରାମତି କରୁଛନ୍ତି

ଭୁବନେଶ୍ୱରର ୟୁନିଟ-୧ କ୍ୟାପିଟାଲ ଥାନାରୋଡ ରେ ପ୍ରବଳ ଗହଳି ଲାଗିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri