


ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୧)
ସ୍ୱାଧୀନତା ଦିବସ ପୂର୍ବରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅଭ୍ୟାସରତ ପୋଲିସ ଅଲମ୍ପିକ୍ସରେ ଭାଗ ନେଇଥିବା ଓଡିଶା ହକି ଖେଳାଳିଙ୍କୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୮ , ୨୦୨୦)
କଟକରେ ଲକଡାଉନର ପ୍ରଭାବ ଭୁବନେଶ୍ୱରରେ ଲକଡାଉନ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୧)
କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜର୍ଚ୍ଚନା ସହ ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼ କରୋନା କୁ ଦୃଷ୍ଟିରେ ରଖି ଧବଳେଶ୍ଵର ମନ୍ଦିରରେ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୧, ୨୦୨୧)
ଚାନ୍ଦିନିଚଉକ ପୂଜା ମଣ୍ଡପ ରେ ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ପ୍ରବଳ ଖରା ରେ ୩ଜଣ ଯୁବତୀ ମୁହଁରେ ଓନି ବାନ୍ଧି ରୋଡ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୧)
ପିଲାମାନେ ଭୁବନେଶ୍ୱରର କୋଚିଳାଇ ହାଟରେ ଏକ ଭଙ୍ଗା ଦୁଇ ଚକିଆ ଯାନକୁ ଠେଲି ଠେଲି ନେଉଛନ୍ତି ମତ୍ସ୍ୟଜୀବୀମାନେ କଟକସ୍ଥିତ ନରାଜ ଆନିକଟରେ ମାଛ ଧରୁଥିବାର ଦୃଶ୍ୟ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୧ )
ରାଜଧାନୀରେ ପ୍ରବଳ ବର୍ଷା: ଅସ୍ତବ୍ୟସ୍ତ ଜନ ଜୀବନ ସପ୍ତାହାନ୍ତ ଶଟଡାଉନରେ ଭୁବନେଶ୍ୱର ରାଜମହଲରେ ପୋଲିସ ଚେକିଂ ଭୁବନେଶ୍ୱର ବାଣୀବିହାର-ରସୁଲଗଡ ରାସ୍ତା...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧, ୨୦୨୧ )
କଟକ ମା’ ଝାଞ୍ଜିରୀମଙ୍ଗଳାଙ୍କ ଭୁବନେଶ୍ୱରୀ ବେଶ କଟକରେ ମା’ ଗଡ଼ଚଣ୍ଡୀଙ୍କ ହରଚଣ୍ଡୀ ବେଶ ମା’ କଟକ ଚଣ୍ଡୀଙ୍କ ଉଗ୍ରତାରା ବେଶ ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୯, ୨୦୨୧)
କଟକ ସିଡିଏ ସେକ୍ଟର-୯ ସ୍ଥିତ ପେଟାନାଳ ଜଳରେ ଖାଦ୍ୟାନ୍ୱେଷଣରେ ପକ୍ଷୀ କଟକ ମିଶନ ରୋଡ୍ରେ ବିକ୍ରୟ ପାଇଁ ଟୋପିଗୁଡ଼ିକୁ ସଜ୍ଜିତ କରି ରଖୁଛନ୍ତି ବ୍ୟବସାୟୀ କଟକ...