
ଖଲିକୋଟ ଆର୍ଟ କଲେଜର ଛାତ୍ରମାନେ ଏଜି ସ୍କୋୟାର ନିକଟରେ ଏକ କାନ୍ଥକୁ ସୌନ୍ଦଜ୍ୟକରଣ କରାଉଛନ୍ତି


ବିଏମସି ଦ୍ୱାରା ବଜାରର ବିକେନ୍ଦ୍ରୀକରଣ ପରେ, ଭୁବନେଶ୍ୱରର ୟୁନିଟ୍-୪ ରେଡ୍ କ୍ରସ୍ ଭବନ ନିକଟରେ ପନିପରିବା ଏବଂ ମାଂସ ବିକ୍ରି କରାଯାଉଛି

ନେମାଳ ସ୍ଥିତ ମହାପୁରୁଷା ଅଚ୍ୟୁତାନନ୍ଦ ପୀଠ ଯିବାପାଇଁ କଟକ ଫିରିଙ୍ଗି ବଜାରରେ ୧୪ ଫୁଟ ଲମ୍ବ ଏବଂ ୪ ଫୁଟ ଉଚ୍ଚତା ପଗଡି ପ୍ରସ୍ତୁତ କରାଯାଇଛି


