ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୨, ୨୦୨୨)

ଭୁବନେଶ୍ୱରରେ ରାସ୍ତା ପାର୍ଶ୍ଵ ପ୍ରାଚୀର ସୌନ୍ଦର୍ଯ୍ୟକରଣ ଲାଗି ଚିତ୍ର ଆଙ୍କୁଛନ୍ତି ଚିତ୍ରକର

 

ଭୁବନେଶ୍ୱରରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ ଲାଗି ଅଭ୍ୟାସ

 

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ନାଟକ ‘ପ୍ରତିବିମ୍ବ’ ପ୍ରଦର୍ଶିତ

 

କଟକ ଓଡ଼ିଆ ବଜ଼ାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଭାସ୍କର୍ଯ୍ୟ ଶିଳ୍ପୀ ଶିବିରର ତୃତୀୟ ଦିନ

 

କଟକ ଓଡ଼ିଆ ବଜ଼ାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଭାସ୍କର୍ଯ୍ୟ ଶିଳ୍ପ ପ୍ରଦର୍ଶନୀ

ସାଧାରଣତନ୍ତ୍ର ଦିବସ ପୂର୍ବରୁ କଟକ ଚୌଧୁରୀ ବଜ଼ାର ଅଞ୍ଚଳରେ ଥିବା ଖଦି ଭବନରୁ ଜାତୀୟ ପତାକା କିଣୁଛନ୍ତି ଗ୍ରାହକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୯ ଅଗଷ୍ଟ, ୨୦୨୬)

KMC Health Squard ପକ୍ଷରୁ କଟକ ମଧୁପାଟଣା ଅଞ୍ଚଳକୁ ବିକ୍ରି ପାଇଁ ଆସୁଥିବା ଅପମିଶ୍ରିତ ୭୦ କୁଇଣ୍ଟାଲ ପନିର ଜବତ କରାଯାଇଛି, ସତୀଚଉରାସ୍ଥିତ ଡମ୍ପିଂ ୟାର୍ଡରେ ପନିରର…

ଓଡ଼ିଶା: ଆଜିର ଫଟୋ ( ୧୬ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଜିକେସିଏମ୍‌ରେ ନୃତ୍ୟାଶାର ବାର୍ଷିକ ଉତ୍ସବ ପାଳନ     ବିଭିନ୍ନ ଶୈବପୀଠକୁ ଜଳ ଲାଗି ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ଜଳ ନେଇ କାଉଡ଼ିଆମାନେ ବାହାରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri