ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୧)
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ସ୍ପେନ ଓ ନେଦରଲାଣ୍ଡସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍: ନେଦରଲାଣ୍ଡ ୩-୨ ଗୋଲରେ ବିଜୟୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ…
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୫, ୨୦୨୧ )
କଟକ ଏସସିବି ମେଡିକାଲ୍ କଲେଜ୍ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ପରିସରରେ ଥିବା ଏକ ପ୍ରାଚୀରକୁ ଚିତ୍ରିତ କରାଯାଉଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଆର୍ଜେଣ୍ଟିନା ଓ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୪, ୨୦୨୧)
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍ ର ଉଦଘାଟନୀ ମ୍ୟାଚ୍ ‘ଧରିତ୍ରୀ’ର ୪୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଜଳବାୟୁ…
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୩, ୨୦୨୧ )
ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ଠାରେ ଧରିତ୍ରୀର ୪୮ତମ ଜନ୍ମ ଦିବସ ସମାରୋହ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ରାୟଗଡା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନର କଳାକାରଙ୍କ ନୃତ୍ୟ ପରିବେଷଣ
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୨, ୨୦୨୧)
ପ୍ଲାଟିନମ୍ ଜୟନ୍ତୀ ପାଳନ ଅବସରରେ କଳାକାରମାନେ କଟକ ଏସସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପରିସରରେ ସ୍ଥାପିତ ହୋଇଥିବା ବ୍ରାସ ରେ ନିର୍ମିତ ଭାସ୍କର୍ଯ୍ୟ କଳାକୄତ୍ତି ସୋମବାର ସନ୍ଧ୍ୟାରେ ବର୍ଷା ହେଉଥିବାର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୧)
ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଗଜପତି ମହାରାଜ ଶ୍ରୀନହରରେ ଗୁଆ ଟେକି କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି ଛାଡଖାଇ ଉପଲକ୍ଷେ ଭୁବନେଶ୍ୱରରେ ମାଛ, ମାଂସ କିଣିବାପାଇଁ ପ୍ରବଳ ଭିଡ ଭୁବନେଶ୍ୱରରୁ କୋଣାର୍କ ମୋଟରସାଇକେଲ ରାଲି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୦, ୨୦୨୧)
ମହାନଦୀର କଟକ ଗଡ଼ଗଡ଼ିଆ ଘାଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ବିସର୍ଜନ ଭୁବନେଶ୍ୱରରେ ଶିଶୁ ଅଧିକାର ଅଭିଯାନ ଆରମ୍ଭ
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୯, ୨୦୨୧)
କଟକ ବିଡାନାସୀ ଚହଟା ଘାଟଠାରେ କାର୍ତ୍ତିକପୂର୍ଣ୍ଣିମା ଉପଲକ୍ଷେ ଡଙ୍ଗା ଭସାଇବା ଲାଗି ଭିଡ କଟକ ଗଡଗଡ଼େଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଲଗାଉଛନ୍ତି କାର୍ତ୍ତିକପୂର୍ଣ୍ଣିମା ଅବସରରେ ବୋଇତ ଭସାଣ ସହିତ ବୃନ୍ଦାବତୀଙ୍କୁ ପୂଜା କଟକ ଟାଉନ୍ ହଲଠାରେ ଅନୁଷ୍ଠିତ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୧)
କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାହକମାନେ ଭୁବନେଶ୍ୱରର ଏକ ବଜାରରେ ଡଙ୍ଗା କିଣୁଛନ୍ତି ଜଣେ ବ୍ୟକ୍ତି କଟକର ରାଣୀହାଟ ବ୍ରିଜ ଉପରେ ବସି କଦଳୀ ବାହୁଙ୍ଗା ରେ ଡଙ୍ଗା ପ୍ରସ୍ତୁତ କରୁଛନ୍ତି ଜଣେ ବ୍ୟକ୍ତି ‘ମାଣବସା ଗୁରୁବାର’ ଆଗରୁ ଭୁବନେଶ୍ୱରର ଏକ ବଜାରରୁ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୧)
କୋଭିଡ କଟକଣା ଯୋଗୁ ବଡ଼ ଓଷାରେ କଟକ ଧବଳେଶ୍ୱର ଶୈବପୀଠ ଖାଁ ଖାଁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଓଡିଶା ବିଧାନସଭା ପରିସରରେ ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୧)
କଟକ ବୋଷ ଗ୍ରାଉଣ୍ଡ ରିଙ୍ଗବନ୍ଧ ନିକଟ ବସ୍ତିକୁ ସିଏମସି ପକ୍ଷରୁ ଉଛେଦ ପରେ ରାସ୍ତା କଡରେ ବସ୍ତି ବାସିନ୍ଦା
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୫, ୨୦୨୧)
କଟକ, ସିଡିଏ ବେଲଭ୍ୟୁ ସ୍କୋୟାର ନିକଟରେ ନେତାଜୀସେତୁ ଉପରେ ଘନ କୁହୁଡ଼ି ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରୀଛାତ୍ର ମାନେ ଶ୍ରେଣୀଗୃହରୁ ପଶିବା ପୂର୍ବରୁ ସାନିଟାଇଜ କରାଯାଉଛି ଭକ୍ତମାନେ ପଞ୍ଚୁକ ଅବସରରେ କଟକ ବକ୍ସି…
Archives


