ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୧)

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାହକମାନେ ଭୁବନେଶ୍ୱରର ଏକ ବଜାରରେ ଡଙ୍ଗା କିଣୁଛନ୍ତି

ଜଣେ ବ୍ୟକ୍ତି କଟକର ରାଣୀହାଟ ବ୍ରିଜ ଉପରେ ବସି କଦଳୀ ବାହୁଙ୍ଗା ରେ ଡଙ୍ଗା ପ୍ରସ୍ତୁତ କରୁଛନ୍ତି

ଜଣେ ବ୍ୟକ୍ତି ‘ମାଣବସା ଗୁରୁବାର’ ଆଗରୁ ଭୁବନେଶ୍ୱରର ଏକ ବଜାରରୁ ଧାନ କେଣ୍ଡା କିଣୁଛନ୍ତି

ଝିଅ ମାନେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭଗବାନ ଶିବଙ୍କ ରଙ୍ଗୋଲି ତିଆରି କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମେ ୧୬, ୨୦୨୧)

ଭୁବନେଶ୍ୱରର ଗୋଶାଳା ରାସ୍ତା ନିକଟରେ ଏକ ବିଦ୍ୟୁତିକ ତାରରେ ବସିଥିବା ପାରା ମାନଙ୍କର ଏକ ସୁନ୍ଦର ଦୃଶ୍ୟ   ଅଧିକ ଉତ୍ତାପ ହେତୁ ମାଙ୍କଡ଼ମାନେ ଖଣ୍ଡଗିରିରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୭ , ୨୦୨୨)

ଭୁବନେଶ୍ୱର ଉପକଣ୍ଠରେ ଥିବା ଦୟା ନଦୀ ଭିତରେ ବାଲିଉପରେ କଇଁଛମାନେ ବିଶ୍ରାମ ନେଉଛନ୍ତି ଜଣେ ଚାଷୀ ଭୁବନେଶ୍ୱର ଦୟା ନଦୀ ପାଖରେ ଥିବା ମୁଗକ୍ଷେତ ରେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨, ୨୦୨୦)

  ଭୁବନେଶ୍ୱରର ମେଘାଛନ୍ନ ଆକାଶ      ମୋବାଇଲରେ ଅନଲାଇନ ପାଠ ପଢୁଛନ୍ତି କଟକ ବିଡାନାସୀର ଜଣେ ଶିଶୁ   କଟକ ଦୋଳମୁଣ୍ଡାଇରେ ଆଗେଇ ଚାଲିଛି ରଥ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୮, ୨୦୨୦)

ନରାଜ ଆନିକଟରେ ମାଛ ଧରୁଛନ୍ତି ଧୀବର   ଯାତ୍ରୀ ନ ଥିବାରୁ କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ ସିଏମସି ପକ୍ଷରୁ କଟକ ଚୌଧୁରୀ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୮, ୨୦୨୦)

କଟକ ମଧୁପାଟଣାରେ ଭାରତ ବନ୍ଦର ପ୍ରଭାବ କଟକ ବାଦାମବାଡିରେ ଭାରତ ବନ୍ଦ ଯୋଗୁଁ ବସ୍‍ ସେବା ବାଧାପ୍ରାପ୍ତ କଟକରେ ଯାତ୍ରୀଙ୍କ ଅପେକ୍ଷାରେ ରିକ୍ସାଚାଳକ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯, ୨୦୨୨)

ଖଣ୍ଡଗିରି ଥାନା ସ୍ଥିତ ଶ୍ୟାମପୁରରେ ବେଆଇନି ଘରକୁ ବିଡିଏ ଉଛେଦ କରୁଛି ବିଜେପି ନେତା ତଥା ଧାମନଗର ଏମଏଲଏ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ...

ଓଡ଼ିଶା: ଆଜିର ଫଟୋ (ଜୁନ ୮, ୨୦୨୧ )

କଟକ ଛତ୍ର ବଜାର ଫଳ ମାର୍କେଟ ଚଳଚଞ୍ଚଳ     ସାବିତ୍ରୀ ବ୍ରତ ଲାଗି କଟକ ବକ୍ସି ବଜାର ଫଳ ମାର୍କେଟରେ ଲୋକଙ୍କ ଭିଡ଼  ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩୧, ୨୦୨୦)

  କଟକ କଲେଜ ଛକ ଅଞ୍ଚଳରେ ରାଖୀ କିଣୁଛନ୍ତି ଯୁବତୀ   କଟକ ଗୋପାଳପୁରସ୍ଥିତ ଜାତୀୟ ରାଜପଥରେ ପୁନଃନିିର୍ମାଣ କାର୍ଯ୍ୟ ଚାଲିଛି   କାଠଯୋଡ଼ି ନଦୀ...

Advertisement
Archives

Model This Week