


ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୦, ୨୦୨୨)
ଭୁବନେଶ୍ୱରରେ ପ୍ରବଳ ବର୍ଷା ସ୍କୁଲ ରୁ ଛାତ୍ରୀଛାତ୍ର ମାନେ ରାସ୍ତାରେ ଯାଉଛନ୍ତି କଟକର ଦରଘା ବଜାର ଅଞ୍ଚଳରେ ଥିବା ଚିତ୍ରକାର ସାହିରେ ଜଣେ କଳାକାର ମୂର୍ତ୍ତିଗୁଡ଼ିକୁ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୨, ୨୦୨୦)
ରାଜଧାନୀ ସମ୍ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ତରଫରୁ ମକ୍ଡ୍ରିଲ୍ ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା କଟକ ରାଣୀହାଟ ପୋଲ ପ୍ରାଚୀରକୁ ଅଦ୍ୟାବଧି...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)
କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ...

ଓଡ଼ିଶା: ଆଜିର ଫଟୋ ( ମେ ୬, ୨୦୨୨ )
ପୁରୀ ଶ୍ରୀମନ୍ଦିର ନିକଟରେ ସୂର୍ଯ୍ୟାସ୍ତର ଦୃଶ୍ୟ ଭୁବନେଶ୍ୱର ସତ୍ୟନଗର ରାସ୍ତାରେ ପିଲାଟି ତାଙ୍କର ଦୃଷ୍ଟିହୀନ ମାଆଙ୍କୁ ଧରି ଯାଉଛି ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୯, ୨୦୨୦)
ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍ ଉପରେ ଲାଗିଥିବା ଷ୍ଟ୍ରିଟ୍ଲାଇଟ୍କୁ ମରାମତି କରାଯାଉଛି ରାଜଧାନୀ ବିଜେବି କଲେଜରେ ଛାତ୍ରୀଛାତ୍ରମାନେ ଯୁକ୍ତ ୩ରେ ଆଡମିସନ୍ କରୁଛନ୍ତି ବିଧାନସଭା ମୌସୁମୀ ଅଧିବେଶନକୁ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୫, ୨୦୨୧)
ପେଟ୍ରୋଲ, ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ୬ ଘଣ୍ଟା ଓଡିଶା ବନ୍ଦ ଡାକରା କଟକ ର ବାଦାମବାଡ଼ି...

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୫, ୨୦୨୧ )
କଟକ ଏସସିବି ମେଡିକାଲ୍ କଲେଜ୍ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ପରିସରରେ ଥିବା ଏକ ପ୍ରାଚୀରକୁ ଚିତ୍ରିତ କରାଯାଉଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ...

ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୨୯, ୨୦୨୨ )
ଓଡିଶାରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ କଟକ ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାର...