ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୫, ୨୦୨୧ )

କଟକ ଏସସିବି ମେଡିକାଲ୍ କଲେଜ୍ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ପରିସରରେ ଥିବା ଏକ ପ୍ରାଚୀରକୁ ଚିତ୍ରିତ କରାଯାଉଛି

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ଆର୍ଜେଣ୍ଟିନା ଓ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍

 

କଟକ ଚୌଧୁରୀବଜାରରୁ ଗୁଡ଼ି ବ୍ୟବସାୟୀମାନେ ଗୁଡ଼ି କିଣୁଛନ୍ତି

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ନେଦରଲ୍ୟାଣ୍ଡ ବନାମ କୋରିଆ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri