ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୯, ୨୦୨୧)

କଟକ ବିଡାନାସୀ ଚହଟା ଘାଟଠାରେ କାର୍ତ୍ତିକପୂର୍ଣ୍ଣିମା ଉପଲକ୍ଷେ ଡଙ୍ଗା ଭସାଇବା ଲାଗି ଭିଡ

 

କଟକ ଗଡଗଡ଼େଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଲଗାଉଛନ୍ତି

 

କାର୍ତ୍ତିକପୂର୍ଣ୍ଣିମା ଅବସରରେ ବୋଇତ ଭସାଣ ସହିତ ବୃନ୍ଦାବତୀଙ୍କୁ ପୂଜା

 

କଟକ ଟାଉନ୍ ହଲଠାରେ ଅନୁଷ୍ଠିତ ପ୍ରତୀକାତ୍ମକ ବୋଇତବନ୍ଦାଣ ଉତ୍ସବ

 

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ଡଙ୍ଗା ଭସା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨, ୨୦୨୧)

କୋଭିଡ୍‌-୧୯ ପାଇଁ ୧୦ ମାସ ବନ୍ଦ ରହିବା ପରେ ମଙ୍ଗଳବାର ଖୋଲିଛି ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୦ , ୨୦୨୦)

       କଟକ କୁମ୍ଭାରସାହି ଅଞ୍ଚଳରେ ଜଣେ ଶିଳ୍ପୀ ଗଣେଶ ମୂର୍ତ୍ତି ଗଢୁଛନ୍ତି। କଟକ କଲେଜ ଛକ ରାସ୍ତାପାର୍ଶ୍ୱରେ ଜଣେ ବ୍ୟବସାୟୀ ଜାମୁକୋଳି ବିକୁଛନ୍ତି।...

ଓଡ଼ିଶା: ଆଜିର ଫଟୋ (ଜୁନ ୧୦, ୨୦୨୧)

କଟକସ୍ଥିତ ଖାନଗର ମାଲାଚାନ୍ଦିଆ ଠାକୁର ଟ୍ରାଫିକ ପୋଷ୍ଟ ନିକଟରେ ପୋଲିସ ଗାଡି କାଗଜପତ୍ର ଯାଞ୍ଚ କରୁଛି ସାବିତ୍ରୀ ବ୍ରତରେ ମହିଳା ଭକ୍ତମାନେ ସେମାନଙ୍କ ସ୍ୱାମୀ ମାନଙ୍କର...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୫, ୨୦୨୨)

ଭୁବନେଶ୍ୱର ଖଣ୍ଡଗିରି ମେଳାରେ ଲୋକଙ୍କ ଭିଡ଼   ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଇଲେକ୍ସନ ପାଇଁ କଟକ ସଦର ବ୍ଲକ ଅଫିସରୁ ଭୋଟଗ୍ରହଣ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ...

ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୦)

ରାଜଧାନୀରେ ଟାଣ ଖରା   ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଭିଏଁ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’   ବ୍ରହ୍ମପୁର ସହରରେ ପିପିଇ କିଟ ପିନ୍ଧିଥିବା  ଡାକ୍ତର...

ଓଡ଼ିଶା: ଆଜିର ଫଟୋ (ଜୁନ ୨୨ , ୨୦୨୧)

ଭୁବନେଶ୍ୱରରେ ପ୍ରବଳ ବର୍ଷା   କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ଛତା ବିକ୍ରୟ କରୁଛନ୍ତି ବ୍ୟବସାୟୀ    ଭୁବନେଶ୍ୱରରେ ଖବରକାଗଜ ବିତରକମାନଙ୍କ ଲାଗି ବିଏମସି ତରଫରୁ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୧, ୨୦୨୧ )

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ପୂର୍ବରୁ କଳାକାରମାନେ ଆଦିବାସୀ ପଡ଼ିଆରେ କାନ୍ଥରେ ରଙ୍ଗ ଦେଉଛନ୍ତି ସୁଭାସ ବୋଷଙ୍କ ଜନ୍ମ ବାର୍ଷିକ ପୂର୍ବରୁ କଟକସ୍ଥିତ ଓଡିଆ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୧, ୨୦୨୧)

ମହା ଶିବରାତ୍ରୀ ଅବସରରେ ଭକ୍ତମାନେ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମାଇଛନ୍ତି   ମହା ଶିବରାତ୍ରୀ ଅବସରରେ କଟକସ୍ଥିତ ଚାଉଳିଆଗଞ୍ଜ ଦୁର୍ଗାଶ୍ୱର ମନ୍ଦିର ସମ୍ମୁଖରେ ଜଳୁଥିବା ମହାଦୀପ...

Advertisement
Archives

Model This Week