କଟକ, ସିଡିଏ ବେଲଭ୍ୟୁ ସ୍କୋୟାର ନିକଟରେ ନେତାଜୀସେତୁ ଉପରେ ଘନ କୁହୁଡ଼ି

ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରୀଛାତ୍ର ମାନେ ଶ୍ରେଣୀଗୃହରୁ ପଶିବା ପୂର୍ବରୁ ସାନିଟାଇଜ କରାଯାଉଛି

ଭକ୍ତମାନେ ପଞ୍ଚୁକ ଅବସରରେ କଟକ ବକ୍ସି ବଜାରର ଆମରେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ



