ରାଜ୍ୟ

ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ସୀମା ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର,୧୮।୩: ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) 2020 କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଏକ ଅଂଶ ସ୍ୱରୂପ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ 6 ବର୍ଷ କିମ୍ବା ତା’ଠାରୁ ଅଧିକ ଧାର୍ଯ୍ୟ…

ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ: ବୟାନ ରେକର୍ଡ କରାଯାଇଛି

ଭୁବନେଶ୍ୱର,୧୮।୩: ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି। ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେମାନେ ନ୍ୟାୟ ଦେଇ ପାରିି ନ ଥିଲେ, ତେଣୁ ଆମକୁ…

ପ୍ରେମିକାଙ୍କ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପ୍ରେମିକ

ନୟାଗଡ଼,୧୮।୩(ଲୋକନାଥ ମିଶ୍ର): ପ୍ରେମରେ ହୋଇଥିଲେ ବିଫଳ। ପ୍ରେମିକାଙ୍କ ଦୁଇ ଭଉଣୀ ଗାଳି ଗୁଳଜ କରି ମରିଯିବାକୁ କହିବାରୁ ପ୍ରେମିକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଫଳରେ ପ୍ରେମିକଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଛି। ଏହିଭଳି ଏକ…

UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ: ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର,୧୮।୩: ନୂଆ UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଏହାକୁ ନେଇ ମଙ୍ଗଳବାର ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି।

‘ମନ୍ତ୍ରୀ ହେବା ଲୋକ ଗୋପରେ ବଢୁଛି’, ଭାଜପା ସରକାରଙ୍କୁ ଏମିତି କାହିଁକି କହିଲେ ପ୍ରମିଳା

ଭୁବନେଶ୍ୱର,୧୮।୩: ସରକାରଙ୍କୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିଶାନା। ପ୍ରମିଳା କହିଛନ୍ତି,ଭାଜପା ବିଧାୟକ ମନ୍ତ୍ରୀଙ୍କୁ ମାନୁ ନାହାନ୍ତି। ଏବେକା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବି ମାନୁ ନାହାନ୍ତି।କିଛି ବିଧାୟକ ମନ୍ତ୍ରୀ ହେବାକୁ ବଡ଼ ପାଟିରେ କହୁଛନ୍ତି। ଯିଏ ମନ୍ତ୍ରୀ ହେବେ ସେ ଗୋପରେ ବଢୁଛନ୍ତି…

ଜଙ୍ଗଲରେ ମାତିଛନ୍ତି ଶିକାରୀ ରାଜ୍ୟରେ ୩ ବର୍ଷରେ …

ଭୁବନେଶ୍ୱର,,୧୮।୩: ଜଙ୍ଗଲରେ ମାତିଛନ୍ତି ଶିକାରୀ । ରାଜ୍ୟରେ ୩ ବର୍ଷରେ ୧୪ ବାଘ ଶିକାର। ଏଥି ମଧ୍ୟରୁ ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି। ଏ ନେଇ ମଙ୍ଗଳବାର ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ…

ପାରାଦୀପ ଓଡ଼ିଶାର ଅତ୍ୟନ୍ତ ପ୍ରଦୂଷିତ ଶିଳ୍ପାଞ୍ଚଳ: ସୃଷ୍ଟି କରୁଛି ଗୁରୁତର ସ୍ୱାସ୍ଥ୍ୟ ବିପଦ

ଭୁବନେଶ୍ୱର, ୧୮।୩: ବୃଦ୍ଧି ପାଉଥିବା ପ୍ରଦୂଷଣ ଲୋକମାନଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ଏହି କ୍ଷତ୍ରରେ ପାରାଦୀପ ଓଡ଼ିଶାର ଅତି ପ୍ରଦୂଷିତ ଶିଳ୍ପ କ୍ଷେତ୍ର ଭାବରେ ଉଭା ହୋଇଛି।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ୨୦୧୮ ମସିହାରେ…

‘ଆମା ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ୯୦,୬୨୪ ପ୍ରକଳ୍ପକୁ ମିଳିଛି ଅନୁମୋଦନ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର, ୧୮।୩: ‘ଆମା ଓଡ଼ିଶା ନବୀନ ଓଡ଼ିଶା’ (AONO) ଯୋଜନାରେ ପ୍ରାୟ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହେବାକୁ ବାକି ଅଛି। ଓଡ଼ିଶା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମଙ୍ଗଳବାର ରାଜ୍ୟ ବିଧାନସଭାରେ ଏହି ସୂଚନା…

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୪ା୩: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଓ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟିର ଆର୍ଥିକ ଅନିୟମିତତା ମାମଲାରେ ଗିରଫ ବିଜେଡି ନେତା ରାଜା ଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ EOW ମଙ୍ଗଳବାର କୋର୍ଟରେ ଆବେଦନ କରିଛି। ବିଜେଡି ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ…

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ : ସମର୍ଥ ବର୍ମାଙ୍କୁ ମିଳିଲା..

ଭୁବନେଶ୍ୱର,,୧୮।୩: ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରକାର DTET ନିର୍ଦ୍ଦେଶକ ଥିବା ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ୱବ ପ୍ରଦାନ କରିଛନ୍ତି। ଓଡ଼ିଶା ସିନେ ଉନ୍ନୟନ ନଗମର MD ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ରହିଛି। ଲଘୁ ଖଣିଜ…

କଟକବାସୀଙ୍କ ପାଇଁ ଖୁସି ଖବର: ଭୁବନେଶ୍ୱରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ବିସ୍ତାର କରାଯିବ

ଭୁବନେଶ୍ୱର,୧୮।୩: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ କରିବାକୁ ଯାଉଛି। ଓଡ଼ିଶା ସରକାର ଭୁବନେଶ୍ୱରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଟ୍ରେନ୍ ସେବାକୁ କଟକ ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯୋଜନା କରୁଛନ୍ତି। ଏ ବିଷୟରେ ସୂଚନା ଦେଇ…

ବନ ବିଭାଗର ବଡ଼ ପଦକ୍ଷେପ: ଜଙ୍ଗଲ ନିଆଁ ରୋକିବ…

ଭୁବନେଶ୍ୱର,୧୮।୩: ଚିନ୍ତା ବଢାଉଛି ଜଙ୍ଗଲ ନିଆଁ। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ହେଲେ ବଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ ଭୟଙ୍କର ହୋଇ ପଡୁଛି। ଜଙ୍ଗଲ ନିଆଁକୁ କିପରି ରୋକାଯାଇ ପାରିବ ସେନେଇ ବନ ବିଭାଗ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri