ରାଜ୍ୟ

ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଭଦ୍ରକ,୧୨ା୫(ସନାତନ ରାଉତ): ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି…

ଓଡ଼ିଶା-ଛତିଶଗଡ଼ ସୀମାରେ କଂଗ୍ରେସ ନେତାଙ୍କୁ ‘ହତ୍ୟା’ କଲେ ମାଓବାଦୀ

ମାଲକାନଗିରି,୧୨ା୫: ରବିବାର ରାତିରେ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଏକ ମାଓବାଦୀ ଗୋଷ୍ଠୀ ଦ୍ୱାରା ଜଣେ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଛତିଶଗଡ଼ର ବିଜାପୁର ଜିଲାର ଉସୁର ଥାନା ଅଧୀନରେ ଥିବା ଲିଙ୍ଗାପୁର ଗ୍ରାମରେ…

ଧରିତ୍ରୀର ମହାପ୍ରଭାବ: କାଲି ଖବର ପ୍ରକାଶ, ଆଜି ଗାଁକୁ ହେଲା ଜଳଯୋଗାଣ

ରିଷିଡ଼ା,୧୨ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ରୁ ଅଧିକ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ପଡ଼ାରେ ସରକାର ତରଫରୁ ସପ୍ଲାଏ ପାଣି ପାଇପ୍‌ ବ୍ୟବସ୍ଥା କରିଥିଲେ ହେଁ…

ଶ୍ରୀମନ୍ଦିର ଜଗିବ ଆର୍ମଡ୍‌ ଭେହିକିଲ୍‌

ପୁରୀ,୧୨।୫: ପୁରୀ ଶ୍ରୀମନ୍ଦିର ସୁରକ୍ଷା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ମୋମବାର ଆର୍ମଡ୍‌ ଭେହିକିଲ୍‌ ମୁତୟନ କରାଯାଇଛି। ଏପରକି ସୋମବାର ପୁରୀ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ ଶ୍ରୀମନ୍ଦିରର…

ଆଇଏମ୍‌ଡିର ବଡ଼ ସୂଚନା: ୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୧୨।୫: ଭାରତ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୋମବାର ଏକ ବଡ଼ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ…

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ

କଟକ,୧୨ା୫: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ସୋମବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଜଷ୍ଟିସ୍‌ ଶ୍ରୀପଦଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ ଶ୍ରୀପଦ କର୍ନାଟକ…

ଯୁବକଙ୍କ ସହ ମହିଳାଙ୍କର ଚାଲିଥିଲା ଲୁଚାଚୋରା ପ୍ରେମ, ଦୁହେଁ ଗୋଟିଏ ଘର ଭିତରେ ଥିବାବେଳେ, ଗ୍ରାମବାସୀ ପହଞ୍ଚି…

ଆନନ୍ଦପୁର,୧୨ା୫(ସୁଶାନ୍ତ କୁମାର ସାହୁ): କଥାରେ ଅଛି, ପ୍ରେମ ଅନ୍ଧ। ଯେତେବେଳେ ପ୍ରେମ ହୁଏ ସେତେବେଳେ ଜଣେ ସବୁ କିଛି ଭୁଲିଯାଏ। ପୁଅ, ଝିଅ, ବାପା, ମା’ , ଘର, ପରିବାର ସବୁ କିଛ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର…

କଲବଲ କରୁଛି ଗୁଳୁଗୁଳି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୧୍‌୨ା୫ (ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଭୁବନେଶ୍ୱରରେ ୧୦୦ ଏକର ଜମିରେ ନିର୍ମାଣ ହେବ ସାଇନ୍ସ ସିଟି ଓ ମେଗା ବାୟୋଟେକ୍ନୋଲୋଜି ପାର୍କ

ଭୁବନେଶ୍ୱର,୧୧ା୫: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ନିର୍ମାଣ କରିବେ। ଏହାର ସୂଚନା ଆଜି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଇଛନ୍ତି। “ରାଜ୍ୟ ସରକାର ଓଡ଼ିଶାରେ ବିଜ୍ଞାନ…

ଦିଘା ଜଗନ୍ନାଥ ମନ୍ଦିର ବିବାଦ: ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ,୧୧।୫: ପଶ୍ଚିମବଙ୍ଗର ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦକୁ କେନ୍ଦ୍ର କରି ଶ୍ରୀମନ୍ଦିର ପ୍ରଶାସନ ବରିଷ୍ଠ ଦଇତାପତି ସେବାୟତ ତଥା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବନ କରିଛି। ଏହି ଘଟଣା ଓଡ଼ିଶା ତଥା ପଶ୍ଚିମବଙ୍ଗରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିଲା।…

ଆହୁରି ବଢ଼ିବ ଖରା: ୧୫ ଯାଏ ନାହିଁ ନିସ୍ତାର

ଭୁବନେଶ୍ୱର,୧୦ା୫: ଖରାରେ ଶିଝୁଛି ସାରା ଓଡ଼ିଶା। ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ସମ୍ବଲପୁରରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତା ପଛକୁ ରହିଛି ରାଜଧାନୀ ଭୁବନେଶ୍ବର। ଭୁବନେଶ୍ବରରେ ଚଳିତ…

ଅଧାରେ ରହିଗଲା ମା’ଙ୍କୁ ଡାକ୍ତର ଦେଖାଇବା, ଦୁର୍ଘଟଣାରେ ଚାଲିଗଲା ଜୀବନ

ଆନନ୍ଦପୁର,୧୧ା୫(ସୁଶାନ୍ତ କୁମାର ସାହୁ): ମା’ଙ୍କୁ ଡାକ୍ତର ଦେଖାଇବାକୁ ବାହାରି ଥିଲେ ସପରିବାର। ହେଲେ ଦୁର୍ଘଟଣାରେ ଚାଲିଗଲା ମା’ଙ୍କ ଜୀବନ। ସେପଟେ ପୁଅ ଓ ନାତୁଣୀ ଗୁରୁତର ହୋଇଥିବା ବେଳେ ବୋହୂ ଓ ଝିଅ ଆହତ ହୋଇଛନ୍ତି। ହେଲେ ଦେଢ଼ବର୍ଷର ନାତି ଅଳ୍ପକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?